ବନ୍ଧୁଗଣ ସାଉଥ ଫିଲ୍ମ ‘ପୁଷ୍ପା’ ରିଲିଜ ହେବା ପରେ ଧମାଲ କରିବାକୁ ଲାଗିଛି ଏହି ଫିଲ୍ମଟି । ସାଉଥ ଫିଲ୍ମ ‘ପୁଷ୍ପା’ଟି ସମସ୍ତ ବଡ ବଡ ବ୍ଲକବଷ୍ଟର ଫିଲ୍ମକୁ ପଛରେ ଛାଡି ଦେଇଛି । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ସାଉଥର ସୁପର ଷ୍ଟାର ଅଲ୍ଲୁ ଅର୍ଜୁନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦନା ନିଜର ଆସିଛନ୍ତି । ଫିଲ୍ମରେ ଅଲ୍ଲୁ ଅର୍ଜୁନ ନିଜ ଦମଦାର ଅଭିନୟର ପଦର୍ଶନ କରି ଦର୍ଶକ ମାନଙ୍କ ମନ ଜିତି ନେଇଛନ୍ତି ।

ଏହି ଫିଲ୍ମର ଡାଇଲଗ ହେଉ ବା ଗୀତ ସମସ୍ତେ ଏହି ଫିଲ୍ମରେ ଝୁମୁ ଛନ୍ତି । ସାରା ଯୁବପିଢୀ ପୁଷ୍ପା କ୍ରେଜରେ ବିଭର ହୋଇ ଉଠୁ ଥିବା ବେଳେ ‘ଶ୍ରୀଭଲି’ ଗୀତରେ ନାଚୁ ଥିବା ଏକ ଛୋଟ ପିଲାର ଭିଡିଓ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଏହି ଶ୍ରୀଭଲି ଗୀତରେ କେବଳ ଯୁବପିଢି ନୁହେଁ ଅନେକ ସେଲିବ୍ରେଟି ମାନେ ମଧ୍ୟ ଏହି ଗୀତକୁ ଉପଭୋଗ କରି ରିଲ୍ସ ଭିଡିଓ କରିଛନ୍ତି ।
ବନ୍ଧୁଗଣ ବର୍ତ୍ତମାନ ଶ୍ରୀଭଲି ଗୀତର ଏକ ନୂଆ ଆଡିସନ ଦେଖିବାକୁ ମିଳିଛି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଯ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ ।
ବନ୍ଧୁଗଣ ଏହି ଭିଡିଓରେ କିଛି କୀର୍ତ୍ତନିଆ ମାନେ ଶ୍ରୀଭଲି ଗୀତରେ ନାଚୁ ଥିବାର ନଜର ଆସୁଛନ୍ତି । ଆପଣ ମାନେ ସମସ୍ତେ କୀର୍ତ୍ତନ ତ ନିଶ୍ଚୟ ଦେଖିଥିବେ ସାଧାରଣତଃ କୀର୍ତ୍ତନରେ କୀର୍ତ୍ତନିଆ ମାନେ ଲୋକ ମାନଙ୍କ ମୋରଞ୍ଜନ କରିଥାନ୍ତି । ହେଲେ କୀର୍ତ୍ତନିଆ ମାନଙ୍କ ଏହି ଡ୍ୟାନ୍ସ ଦେଖି ଲୋକମାନେ ବେସ ଅଧିକ ଖୁସି ହୋଇଛନ୍ତି । ଏହି କୀର୍ତ୍ତନିଆ ମାନେ ଶ୍ରୀଭଲି ଗୀତରେ ଏକା ସହ ଗୋଡକୁ ଘୋଷାଡି ଘୋଷାଡ଼ି ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।

ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି । ସମସ୍ତ ସ୍ଥାନରେ ଏହି ଭିଡିଓକୁ ନେଇ ଚର୍ଚ୍ଚା ଜୋର ସୋର ଧରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

