ଶାରୀରିକ ସମ୍ପର୍କକୁ ନେଇ ରହିଛି ଏହି ଗାଁର ନାମ, ଯେଉଁ କାରଣରୁ ଗାଁର ନାମ କହିବାକୁ ଲାଜ କରୁଛନ୍ତି ଗ୍ରାମବାସୀ, ଦେଖନ୍ତୁ କଣ ଅଟେ ସେହି ଗାଁର ନାମ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନାମରେ କଣ ଅଛି ଏହି ରୂଢି ଅନେକ ଥର ଶୁଣିଥିବେ । ମାତ୍ର ଯଦି ନାମ ଏପରି ହୋଇ ଥିବ ଯାହାକୁ କହିବା ପାଇଁ ଖରାପ ଲାଗିବ ତେବେ ଏହି ନାମ କୁ ବଦଳାଇ ଦେବା ଉଚିତ । ସ୍ଵିଡେନ ର ଏକ ଗ୍ରାମ ରେ ଏକ ଅଜବ ସମସ୍ୟା ଦେଖିବାକୁ ମିଳିଛି । ଏହାର ଏକ ଗ୍ରାମ ର ଲୋକ ମାନେ ନିଜ ଗାଁ ର ନାମ କୁ ନେଇ ଲଜ୍ୟା ଅନୁଭବ କରନ୍ତି । ସେମାନେ ନିଜ ଗାଁ ର ନାମ ଜଣାଇବାକୁ ଲଜ୍ୟା ଅନୁଭବ କରୁଥିଲେ । କାରଣ ତାର ନାମ କିଛି ଅଶ୍ଳୀଳ ଜିନିଷ ସହିତ ସମାନ ଥିଲା ।

ଆମେ ଯେଉଁ ଗ୍ରାମ ବିଷୟ ରେ କହୁଛୁ ତାହା ସ୍ଵିଡେନ ର ଫ୍ୟୁକ (Fucke) ଗ୍ରାମ ଅଟେ । ଯାହାର ଆରମ୍ଭ ଚାରୋଟି ଅକ୍ଷର ଇଂରାଜୀ ର ଗାଳି ସହିତ ମିଶି ଥାଏ । ଯଦି ଏହାର ହିନ୍ଦୀ ଅନୁବାଦ କରିବା ତେବେ ଏହାର ଅର୍ଥ ଶାରୀରିକ ସମ୍ପର୍କ ସହିତ ମେଳ ଖାଇଥାଏ । ଗାଁ ବାଲା ଙ୍କ କହିବା ଅନୁଯାୟୀ ତାଙ୍କୁ ଏହି ନାମ ପାଇଁ ଅନେକ ଅସୁବିଧା ହୋଇ ଥାଏ । ପୁଣି ସୋସିଆଲ ମିଡିଆରେ ମଧ୍ୟ ସେ ନିଜ ଗ୍ରାମ ର ନାମ ଲେଖି ପାରନ୍ତି ନାହିଁ।

ସୋସିଆଲ ମିଡ଼ିଆ ସେନସରସିପ ଏହି ନାମ କୁ ଲେଖିବା ପାଇଁ ଅନୁମତି ଦେଇ ନ ଥାଏ । ନିଜ ଗାଁ ର ନାମ ପାଇଁ ରହୁଥିବା ବାସିନ୍ଦା ଏକ ଅଭିଯାନ ମଧ୍ୟ ଛାଡ଼ି ଦେଇଥିଲେ । ସେମାନେ ନିଜ ଗାଁ ର ନାମ କୁ ବଦଳାଇ ଡାଳସ୍ରୋ (Dalsro) ରଖିବା ପାଇଁ ଦାବି କରିଛନ୍ତି । ଗାଁ ର ନାମ କୁ ବଦଳାଇବା ପାଇଁ ନେସନାଲ ଲାଣ୍ଡ ସର୍ଭେ ବିଭାଗ ଭାର ନେବେ ।

ପୂର୍ବରୁ ଏହି ବିଭାଗ ଗ୍ରାମ ର ନାମ ବଦଳାଇବା କୁ ଖାରଜ କରିଥିଲେ । ତାଙ୍କ କହିବା ଅନୁଯାୟୀ ଏହି ଗାଁ ର ନାମ ଐତିହାସିକ ଅଟେ ତେଣୁ ଏହାକୁ ବଦଳାଇ ଦେବା ଉଚିତ ନୁହଁ । ଫ୍ୟୁକ ନାମ ଦଶନ୍ଧି ପୂର୍ବରୁ ରଖା ଯାଇଥିଲା । ତେଣୁ ଏହି ଗାଁ ର ନାମ ନ ବଦଳି ପାରେ। ଏଠାରେ ରହୁଥିବା ଏକ ସ୍ଥାନୀୟ ଗ୍ରାମୀଣ ଏକ ଲୋକାଲ ଟିଭି ଚ୍ୟାନେଲ କୁ ନିଜ ଦୁଃଖ କହିଛନ୍ତି । ସେ କହିଛନ୍ତି ଯେ ଆମକୁ ଏହି ନାମ ପାଇଁ ଅନେକ ଲଜ୍ୟା ଅନୁଭବ ହୁଏ ।

ସୋସିଆଲ ମିଡିଆରେ ରେ ଏହା ଅଶ୍ଳୀଳ ଲାଗି ଥାଏ। ଫେସବୁକ ଆଲଗୋରିଥମସ ଆମ ଗାଁ ର ନାମ କୁ ହଟାଇ ଦିଅନ୍ତି । ଏଥି ପାଇଁ ଗାଁ ସହିତ ଜଡ଼ିତ କୌଣସି ବିଜ୍ଞାପନ ଦେଇ ପାରୁ ନାହିଁ । ଏହି ମାମଲା ରେ ନେସେନେଲ ଲେଣ୍ଡ ଟ୍ରଷ୍ଟ ବିଭାଗ ଏହା ଉପରେ କୌଣସି ତଦନ୍ତ କରିବେ । ଏହି ଗାଁ ରେ ୧୧ ହଜାର ପରିବାର ରୁହନ୍ତି । ତେବେ ଏହାକୁ ନେଇ ଆପଣ ଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *