ପୁରୁଷଙ୍କ ହୃଦୟରେ ରାଜ କରନ୍ତି ଏହି 3 ଟି ନାମର ଝିଅ- Jyotish Shastra

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଜ୍ୟୋତିଷ ଶାସ୍ତ୍ର ରେ ଉଲ୍ଲେଖନୀୟ ଥିବା ନାରୀ ସମ୍ପର୍କରେ କିଛି ତଥ୍ୟ ସମ୍ୱନ୍ଧ ରେ । ବନ୍ଧୁଗଣ ଆପଣ ମାନେ ଅନ୍ୟାନ୍ୟ ସ୍ଥାନରେ ଅନ୍ୟାନ୍ୟ ସ୍ଵଭାଵ ର ନାରୀ ଙ୍କୁ ଦେଖିଥିବେ। ସମସ୍ତ ନାରୀ ଙ୍କ ସ୍ଵଭାଵ ଏବଂ ବ୍ୟକିତ୍ବ ସମାନ ନଥାଏ।ଦୁନିଆ ରେ ଥିବା ସମସ୍ତ ନାରୀ ପରସ୍ପର ଠାରୁ ସବୁ କ୍ଷେତ୍ରରେ ଭିନ୍ନ ହୋଇଥାନ୍ତି। ଜଣେ ନାରୀର ସ୍ଵଭାଵ ଏବଂ ବ୍ୟକ୍ତିତ୍ବ ହିଁ ସ୍ଥିର କରିଥାଏ ସେହି ନାରୀ ର ଚରିତ୍ର ସମ୍ବନ୍ଧରେ ।

ଜଣେ ନାରୀ ମଧ୍ୟରେ ଏପରି ଅନେକ ଗୁଣ ନିହିତ ରହିଛି ଯାହାଦ୍ୱାରା ପୁରୁଷ ଆକର୍ଷିତ ହୋଇଥାଏ।କିନ୍ତୁ ଯଦି କୌଣସି ନାରୀର ସ୍ଵଭାଵ ଏବଂ ବ୍ୟକ୍ତିତ୍ୱ ମନ୍ଦ ହୋଇଥାଏ ତେବେ କୌଣସି ପୁରୁଷ ସେହି ନାରୀ ପ୍ରତି ଆକର୍ଷିତ ହୋଇନଥାନ୍ତି।କିଛି ନାରୀ ଅଛନ୍ତି ଯିଏ ଦେଖୁବାକୁ ବହୁତ ସୁନ୍ଦର ହୋଇଥାନ୍ତି କିନ୍ତୁ ତାଙ୍କର ସ୍ଵଭାଵ ଏବଂ ବ୍ୟକ୍ତିତ୍ବ ଏତେ ମାତ୍ରା ରେ ଖାସ ହୋଇନଥାଏ । ଯାହା ଦ୍ୱାରା କୌଣସି ପୁରୁଷ ସେହି ନାରୀ ପ୍ରତି ଶୀଘ୍ର ଆକର୍ଷିତ ହୋଇନଥାଏ।

କିଛି ନାରୀ ଏଭଳି ଅଛନ୍ତି ଯିଏ ଦେଖିବାକୁ କମ ସୁନ୍ଦର ହୋଇଥାନ୍ତି କିନ୍ତୁ ନିଜର ବ୍ୟକ୍ତିତ୍ବ ଏବଂ ସ୍ଵଭାଵ ପାଇଁ ସେହି ନାରୀ ମାନେ ସମସ୍ତ ପୁରୁଷ ଜାତି କୁ ନିଜଆଡେ ଆକର୍ଷିତ କରିଥାନ୍ତି।ତେବେ ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ରେ ଏମିତି ହିଁ କିଛି ଲକ୍ଷଣ ସମ୍ବନ୍ଧରେ କୁହାଯାଇଛି ଯାହା ପ୍ରତ୍ୟେକ ନାରୀ ମଧ୍ୟରେ ଦେଖିବାକୁ ମିଳି ନଥାଏ।ସେହି ଲକ୍ଷଣ କିଛି ଖାସ ନାରୀ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ। ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ସେହି ନାରୀ ଏବଂ ତାଙ୍କ ଲକ୍ଷଣ ଗୁଡିକ ସମ୍ବନ୍ଧରେ।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି ‘A’। ଏହି ନାମର ନାରୀ ମାନେ ଦେଖିବାକୁ ତ ବହୁତ ସୁନ୍ଦର ହୋଇଥାନ୍ତି କିନ୍ତୁ ଏମାନେ ଯେତେବେଳେ କଥା କହିବା ଆରମ୍ଭ କରିଥାନ୍ତି ସେତେବେଳେ କୌଣସି ବ୍ୟକ୍ତି ଏମାନଙ୍କ ଠାରୁ ନଜର ହଟାଇ ପାରିନଥାନ୍ତି।ଏହି ନାରୀ ମାନଙ୍କ ମୁଖରେ ସର୍ବଦା ହସ ରହିଥାଏ।ଏମାନେ ସମସ୍ତଙ୍କ ସହ ହସ ହସ ମୁଖରେ କଥାବାର୍ତ୍ତା କରିଥାନ୍ତି। ଏହି ନାରୀ ମାନେ ସର୍ବଦା ହସମୁଖ ରୁହନ୍ତି।ଏମାନଙ୍କ କଥା କହିବା ଶୈଳୀ ଅତ୍ୟନ୍ତ ମଧୁର ହୋଇଥାଏ।ଏଥିପାଇଁ ଏହି ନାରୀ ମାନଙ୍କ ସହ ପ୍ରାୟ ବ୍ୟକ୍ତି ମିଶିବାକୁ ପସନ୍ଦ କରିଥାନ୍ତି ଏବେ ଏମାନେ ନିଜର ଏହି ସ୍ଵଭାଵ ପାଇଁ ସମସ୍ତଙ୍କୁ ନିଜ ଆଡ଼େ ଆକର୍ଷିତ କରିଥାନ୍ତି।

୨. ଦ୍ଵିତୀୟ ଅକ୍ଷର ଟି ହେଉଛି ‘J’। ଏହି ଅକ୍ଷରରୁ ଆରମ୍ଭ ହେଉଥିବା ଯେଉଁ ନାରୀଙ୍କ ନାମ ହୋଇଥାଏ ସେହି ନାରୀ ମାନେ ସମସ୍ତଙ୍କ ଠାରୁ ଅଲଗା ହୋଇଥାନ୍ତି।ଏହି ନାରୀ ମାନଙ୍କ ନିଜର ଏକ ସ୍ୱତନ୍ତ୍ର ସ୍ଵଭାଵ ଏବଂ ବ୍ୟକିତ୍ବ ରହିଥାଏ।ଏହି ନାରୀ ମାନେ ନିଜର ସ୍ଵଭାଵ ପାଇଁ ସମସ୍ତ ଙ୍କ ହୃଦୟ କୁ କିଣି ନେଇଥାନ୍ତି ଏବଂ ସମସ୍ତଙ୍କୁ ନିଜ ଆଡେ ଆକର୍ଷିତ କରିଥାନ୍ତି।ଏମାନେ ନିଜ ସ୍ଵଭାଵ ପାଇଁ ସମସ୍ତଙ୍କ ପ୍ରଶଂସାର ପାତ୍ର ମଧ୍ୟ ହୋଇଥାନ୍ତି।ଏହି ନାରୀ ମାନଙ୍କ ର ଥିବା ସ୍ୱତନ୍ତ୍ର ବ୍ୟକ୍ତିତ୍ବ ଏବଂ ସ୍ଵଭାଵ ପାଇଁ ଏମାନଙ୍କ ଆଡେ ସମସ୍ତଙ୍କ ଦୃଷ୍ଟି ଆକର୍ଷିତ ହୋଇଥାଏ।

୩.ତୃତୀୟ ଅକ୍ଷରଟି ହେଉଛି ‘K’। ଏହି ଅକ୍ଷର ରୁ ନାମ ଆରମ୍ଭ ହେଉଥିବା ନାରୀ ମାନଙ୍କ କଥା କହିବା ଶୈଳୀ ଅତ୍ୟନ୍ତ ଖାସ ଏବଂ ଭିନ୍ନ ହୋଇଥାଏ।ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ବହୁତ ମଜାକିଆ ସ୍ଵଭାଵ ର ହୋଇଥାନ୍ତି।ଏମାନଙ୍କ ଏହି ସ୍ଵଭାଵ ପୁରୁଷ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥାନ୍ତି।ଏହି ସ୍ଵଭାଵ ର ନାରୀ ୭୫ ପ୍ରତିଶତ ଦେଖିବାକୁ ମିଳିଥାନ୍ତି।ଏମାନଙ୍କ ସ୍ଵଭାଵ ଏବଂ ବ୍ୟକ୍ତିତ୍ବ ସମସ୍ତଙ୍କ ଠାରୁ ସ୍ୱତନ୍ତ୍ର ଏବଂ ଭିନ୍ନ ହୋଇଥାଏ ଯାହାଦ୍ୱାରା ସମସ୍ତ ବ୍ୟକ୍ତି ଆକର୍ଷିତ ହୋଇଥାନ୍ତି।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *