ଦୀର୍ଘ 100 ବର୍ଷ ପରେ ପ୍ରସନ୍ନ ହେଲେ ମହାଦେବ, କାଲିଠାରୁ ଏହି ୬ ରାଶିରେ ଖାଲି ଟଙ୍କା ବର୍ଷା- Jyotish Shastra

ନମସ୍କାର ବନ୍ଧୁଗଣ । କାନ୍ଦିବାର ଦିନ ଶେଷ ହେଲା କାରଣ ଆଜି ରାତି ଠାରୁ ଏହି ରାଶିଙ୍କର ସବୁ କଷ୍ଟ ଦୂର କରିବେ ପ୍ରଭୁ ମହାଦେବ । ଆଜ୍ଞା ହଁ, ବନ୍ଧୁଗଣ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଭୋଳାନାଥଙ୍କୁ ସୃଷ୍ଟିର ଅଧିପତି ବୋଲି ଆମେ ମାନିଥାଉ । ମହାଦେବ ଙ୍କୁ ହିଁ ସୃଷ୍ଟିର ପାଳନହାର ବୋଲି କୁହାଯାଇଥାଏ । ବନ୍ଧୁଗଣ ଭୋଳାନାଥ ଯେତେବେଳେ କୌଣସି ଲୋକ ଉପରେ ପ୍ରସନ୍ନ ହୋଇ ଯାଆନ୍ତି ତେବେ ସେ ନିଜର ଅପାର କୃପା ସେମାନଙ୍କ ଉପରେ ବର୍ଷାଇ ଥାଆନ୍ତି । ଭଗବାନ ଭୋଳାନାଥ ମଧ୍ୟ ସ୍ଵଭାବରେ ଭୋଳା ଅଟନ୍ତି । ତାଙ୍କୁ ପ୍ରସନ୍ନ କରିବା ସବୁଠାରୁ ଅଧିକ ସହଜ ହୋଇଥାଏ ।

ଏହା ମଧ୍ୟ ଜାଣି ରଖନ୍ତୁ ଯେ ମହାଦେବ ଏବେ କିଛି ରାଶି ମାନଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି । ମହାଦେବ ତାଙ୍କ ଭକ୍ତିରେ ଏବେ ଖୁସି ହୋଇ ସାରିଛନ୍ତି । ଯାହା ଫଳରେ ଆଜି ରାତି ଠାରୁ ଏହି ରାଶି ମାଲାମାଲ ହେବାକୁ ଯାଉଛନ୍ତି । ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କର ଦୁଃଖର ଦିନ ଏବେ ଶେଷ ହେବ ଏବଂ ଭଲ ଦିନ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

ଆପଣଙ୍କୁ ଟଙ୍କା ପଇସାର ଅଭାବ ଆଉ ରହିବ ନାହିଁ । ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କର ସମସ୍ତ ଅଧୁରା କାର୍ଯ୍ୟ ଏବେ ପୂରଣ ହେବାରେ ଲାଗିବ ବା ଚାଲିବାକୁ ଲାଗିବ ଏବଂ ଆପଣଙ୍କ ଜୀବନରେ ଆଗକୁ ଆସୁଥିବା ସବୁ ଅସୁବିଧା ଏବେ ଦୂରେଇ ଯିବ । ସମାଜରେ ଆପଣଙ୍କର ମାନ ସମ୍ମାନ ବି ବଢିବ । ସାମାଜିକ ଗତିବିଧିରେ ଆପଣ ବଢିଚଢି ଅଂସ ନେବେ ।

ଆପଣଙ୍କ ବୈବାହିକ ଜୀବନରେ ଏହି ସମୟରେ ଖୁସି ଆସିବାର ଅଛି । ସନ୍ତାନ ତରଫରୁ ଉପହାର ମିଳିପାରେ । ଭାଗ୍ୟ ଚମକିବା କାରଣରୁ ଆପଣଙ୍କର ସମସ୍ତ ଅଟକିଥିବା କାର୍ଯ୍ୟ ପୁନଃ ଆରମ୍ଭ ହୋଇଯିବ । ଅଫିସରେ ପଦୋନ୍ନତି ହୋଇପାରେ । ଆପଣଙ୍କର ଅଟକିଥିବା ପ୍ରମୋଶନ ବି ହୋଇପାରେ । ବ୍ୟାପାରରେ ବି ଆସୁଥିବା ସମସ୍ୟା ଆପଣଙ୍କର ଦୂର ହେବ ।

ଆପଣଙ୍କୁ ଏହି ସମୟରେ ସମସ୍ତଙ୍କ ଠାରୁ ସାଥ ମିଳିବ । କୋର୍ଟ କଚେରୀ କାମରେ ଆପଣଙ୍କୁ ସଫଳତା ମିଳିପାରେ । ଆପଣ ନିଜର ବାଣୀ ଦ୍ଵାରା ଲୋକମାନଙ୍କୁ ଆକର୍ଷିତ ବି କରି ପାରିବେ । ପୂର୍ବ ଅପେକ୍ଷା ଆପଣଙ୍କୁ ଅଧିକ ଲାଭ ମିଳିବ । ମାତା ଲକ୍ଷ୍ମୀଙ୍କ ନାମ ନେଇ ଯେଉଁ ବି କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସଫଳତା ନିଶ୍ଚିତ ମିଳିବ ।

ଆୟର ନୂତନ ସ୍ରୋତ ହାସଲ ହେବ । ପ୍ରତିଯୋଗିତା ପରୀକ୍ଷାରେ ଆପଣ ସଫଳତା ପ୍ରାପ୍ତ କରିବେ । ଏହି ରାଶିମାନଙ୍କ ଜୀବନରେ ଆସୁଥିବା ସମସ୍ତ ପ୍ରକାରର ଦୁଖର ନିବାରଣ ହେବାକୁ ଯାଉଛି । ମାତା ଲକ୍ଷ୍ମୀଙ୍କ କୃପାରେ ଆପଣଙ୍କୁ ଧନ ସହିତ ଖୁସି ବି ମିଳିବ । ଯେଉଁ ଲୋକମାନଙ୍କର ବିବାହ ହେଉ ନାହିଁ ତାଙ୍କର ଭଲ ବିବାହ ପ୍ରସ୍ତାବ ଆସିବ ଓ ଯେଉଁ ଲୋକମାନେ ଚାକିରି ଖୋଜୁଛନ୍ତି ସେମାନଙ୍କୁ ବି ଜଲ୍ଦି ଚାକିରି ମିଳିଯିବ । ଆପଣଙ୍କୁ କୌଣସି ବି ଚାକିରିରେ ଭଲ ପଦ ସହିତ ଭଲ ସ୍ୟାଲେରୀ ଓ ମାନ ସମ୍ମାନ ବି ମିଳିବ । ତେବେ ବନ୍ଧୁଗଣ ସେହି ସବୁ ଭାଗ୍ୟଶାଳୀ ରାଶି ଗୁଡିକ ହେଲେ ମକର ରାଶି, ବୃଷ ରାଶି, କର୍କଟ ରାଶି, ମୀନ ରାଶି, ବିଛା ରାଶି ଓ ମିଥୁନ ରାଶି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *