Chanakya Niti- ପୁରୁଷ ମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ, କିଛି ଜାଣିବା କଥା !

ବନ୍ଧୁଗଣ, କିଛି ସ୍ତ୍ରୀ ମାନଙ୍କର ଏହିଭଳି ଢଙ୍ଗ କାରଣରୁ ପୁରୁଷ ମାନଙ୍କୁ କୋରଡପତି ରୁ ରୋଡପତି ହେବାକୁ ପଡ଼ିଥାଏ । ଏବଂ ଏହା ସହିତ ଘରେ ହେଉଥିବା ଅନ୍ୟାୟ ଅତ୍ୟାଚାର ରୁ ଆପଣଙ୍କୁ କଙ୍ଗାଳ ହେବାରୁ କୌଣସି ଶକ୍ତି ରୋକି ପାରିବନାହିଁ । ସ୍ତ୍ରୀ ମାନଙ୍କ କାମ ହେଉଛି ଘରର କାମ କରିବା ସହ ସମସ୍ତଙ୍କର ଯତ୍ନ ନେବା । କିନ୍ତୁ କିଛି କାମ ଏମିତି ହୋଇଥାଏ ଯାହାକୁ ଘରର ସ୍ତ୍ରୀ ମାନେ କରିବାଦ୍ଵାରା ଘରକୁ ମା ଲକ୍ଷ୍ମୀ କେବେ ମଧ୍ୟ ଆସନ୍ତି ନାହିଁ ।

ପ୍ରାଚୀନ କାଳରୁ ହିଁ ଘରର ବୋହୂ ଓ ଝିଅଙ୍କୁ ମା ଲକ୍ଷ୍ମୀଙ୍କ ରୂପ ବୋଲି ମାନା ଯାଇଥାଏ । ଗୋଟେ ସ୍ତ୍ରୀ ଘରକୁ ସ୍ଵର୍ଗ ଓ ନର୍କ କରିପାରିବ । ଚାଣକ୍ୟ ନୀତି ଅନୁସାରେ ଘରର ବୋହୂ କିମ୍ବା ସ୍ତ୍ରୀ ଏମିତି କିଛି କାମ କରିବା ଦ୍ଵାରା ଘରେ ଦାରିଦ୍ର୍ୟତା ଆସିଥାଏ । ଘରର ସୁଖ ଶାନ୍ତି ନଷ୍ଟ ହୋଇଯାଇଥାଏ । ତେବେ ଆସନ୍ତୁ ଜାଣିବା ସେହି କାମ ବିଷୟରେ ଯାହାକୁ କରିବା ଦ୍ୱାରା କରୋଡପତି ଲୋକ ମଧ୍ୟ ରୋଡପତି ବନି ଯାଇଥାଏ ।

୧- ଗୋଡ଼ ହଲେଇବା, ଘରର ମହିଳା ଯଦି ଖାଦ୍ୟ ଖାଇବା ସମୟରେ ଗୋଡ଼ ହଲେଇଥାନ୍ତି ତେବେ ଘରେ ମା ଲକ୍ଷ୍ମୀ ରାଗି ଯାଇଥାଆନ୍ତି ଓ ସେହି ଜାଗାରୁ ପଳାଇଯାନ୍ତି । ସେହି ଘରେ ଅଶାନ୍ତି ସର୍ବଦା ଲାଗି ରହିଥାଏ । ଘରର ବଡ ମୁଖିଆଙ୍କ ଚାକିରି ମଧ୍ୟ ପଳାଇ ଥାଏ ।

୨- ଝାଡୁ ଗୋଡ଼ରେ ଲଗେଇବା, ଘର ଝାଡୁ କଲାବେଳେ ଗୋଡ଼ରେ ଝାଡୁ ଲଗେଇବା କିମ୍ବା ଝାଡୁ ଦ୍ଵାରା କୌଣସି ପଶୁକୁ ମାରିବା ଏବଂ ଝାଡୁକୁ ଗୋଡ଼ ମାରିବା ଏହି ସବୁ କାମ ଯେଉଁ ଘରେ ହୋଇଥାଏ, ସେହି ଘରେ ମା’ଲକ୍ଷ୍ମୀ ବାସ କରନ୍ତି ନାହିଁ । ସେହି ଘରେ କଳି ଝଗଡ଼ା ସର୍ବଦା ଲାଗି ରୁହେ । ଘରେ ଦେହ ଖରାପ ଓ ଟେନସନ ସବୁବେଳେ ଲାଗି ରହିଥାଏ । ଝାଡୁରେ ମା’ଲକ୍ଷ୍ମୀ ବାସ କରିଥାନ୍ତି ।

୩- ଚୁଲି ଉପରେ ଅଇଁଠା ବାସନ ରଖିବା, ଘରର ମହିଳା ଯଦି ଗ୍ୟାସ କିମ୍ବା ଚୁଲା ଉପରେ ଅଇଁଠା କଡ଼େଇ କିମ୍ବା ବାସନ ରଖି ଶୋଇଥାନ୍ତି, ତେବେ ସେ ଘରେ ସବୁବେଳେ ଦୁଃଖ ଲଗିରୁହେ । ଧନର ଅଭାବ ସବୁବେଳେ ଦେଖାଦିଏ । ସେଥିପାଇଁ ଚୁଲି ଉପରେ ଅଇଁଠା ବାସନ କେବେବି ରଖନ୍ତୁ ନାହିଁ । ଅଇଁଠା ବାସନକୁ ତୁରନ୍ତ ଧୋଇ ଦିଅନ୍ତୁ ।

୪- ଘରର ମୁଖ୍ୟଦ୍ଵାର ରେ ବସିବା, ଘରର ମହିଳା ଘରର ମୁଖ୍ୟଦ୍ୱାର ରେ ବସି ଖାଇବା ଦ୍ଵାରା ଘରର ବିନାଶ ହୋଇଥାଏ । ଧନ ର ଅଭାବ ଦେଖାଦେବା ସହ ଘର କଙ୍ଗାଳ ପରିସ୍ଥିତି କୁ ଆସିଯାଇଥାଏ ।

୫- ରାତିରେ ଝାଡୁ କରିବା, ଘର ର ମହିଳା ରାତିରେ ବା ସନ୍ଧ୍ୟା ସମୟରେ ଘରେ ଝାଡୁ କରିବା ଦ୍ଵାରା ସେହି ଘରେ ମା ଲକ୍ଷ୍ମୀ ରୁହନ୍ତି ନାହିଁ । ଏବଂ ଗୁରୁବାର ଦିନ ଘର ପୋଛିବା ଉଚିତ ହୋଇନଥାଏ । ଏହିପରି କରିବା ଦ୍ଵାରା ଘରର ବିନାଶ ହେବା ସହ ଘରେ ଦାରିଦ୍ର୍ୟତା ବୃଦ୍ଧି ପାଇଥାଏ ।

୬- ଅଧିକ ସମୟ ଯାଏ ଶୋଇବା, ଘରର ମହିଳା ଅଧିକ ସମୟ ଯାଏ ଶୋଇ ରହିଲେ ଘର ଏବଂ ପରିବାର ପାଇଁ ଅଶୁଭ ହୋଇଥାଏ । ପରିବାରରେ ମୃ-ତ୍ୟୁ ମଧ୍ୟ ହୋଇପାରେ ।

୭- ବଡ ପାଟିରେ କଥା କହିବା, ଯେଉଁ ଘରର ମହିଳା ବଡ଼ ପାଟିରେ କଥାବାର୍ତ୍ତା କରିଥାନ୍ତି, ସେହି ଘରକୁ ମହାଲକ୍ଷ୍ମୀ ଅଭିଶାପ ଦେଇଥାନ୍ତି । ଏମିତି ମହିଳାଙ୍କ ଠାରୁ ମା’ଲକ୍ଷ୍ମୀ କୋଷ ଦୂରରେ ରହିଥାନ୍ତି ।

୮- ସକାଳୁ ଉଠି ଅଗଣା ସଫା ନ କରିବା, ଯେଉଁ ଘରେ ମହିଳାମାନେ ସକାଳୁ ଉଠି ଘରର ଅଗଣା ସଫା ସୁତୁରା କରନ୍ତି ନାହିଁ ସେହି ଘରକୁ ମା’ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ । ଘରର ମହିଳା ସକାଳୁ ଉଠି ଘରକୁ ସଫା ସୁତୁରା କରି ପୂଜାପାଠ କରିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *