ମାଂସଠୁ ୧୦ ଗୁଣା ଶକ୍ତିଶାଳୀ ଅଟେ ଏହି ଭିଜା ଚଣା, ପୁରୁଷ ମାନଙ୍କ ପାଇଁ ବରଦାନ, କେବଳ ଖାଇବାର ଉପାୟ ଜାଣନ୍ତୁ – Baba Ramdev health Tips

ବନ୍ଧୁଗଣ ଅଧିକାଂଶ ଲୋକ ସ୍ୱାସ୍ଥ୍ୟ ଓ ଦୁର୍ବଳତା ଆଦି ସମସ୍ୟା ପାଇଁ ମାଂସର ସେବନ କରିଥାନ୍ତି । ହେଲେ ସୁଲା ଏକ ଏମିତି ଜିନିଷ ଅଟେ ଯାହା ନ୍ୟୁଟ୍ରେସନ ମାମଲାରେ ପିସତା ଠାରୁ ମଧ୍ୟ ଅଧିକ ଲାଭଦାୟକ ହୋଇଥାଏ । ଏହାକୁ ଯଦି ଠିକ ଉପାୟରେ ସେବନ କରାଯିବ ତାହାଲେ ଏହା ମାଂସ ଠାରୁ ଅଧିକ ଶକ୍ତି ଆମ ଶରୀରକୁ ଦେଇଥାଏ । ଏମିତିରେ ଭିଜା ଚଣା ସମସ୍ତଙ୍କ ପାଇଁ ବହୁତ ଅଧିକ ଲାଭଦାୟକ ଅଟେ । କିନ୍ତୁ ପୁରୁଷଙ୍କୁ ଏହାର ସେବନ କରିବା ନିହାତି ଆବଶ୍ୟକ ଅଟେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଭିଜା ଚଣାକୁ କିପରି ଭାବରେ ସେବନ କରିବା ଉଚିତ ।

ବନ୍ଧୁଗଣ ଆମର ଏହି ଉପାୟ ପାଇଁ ପ୍ରଥମେ ଆପଣ ରାତିରେ ଏକ ତାଟିଆ ନିଅନ୍ତୁ ଓ ଏଥିରେ ଏକ ମୁଠା ଭିଜା ଚଣା ପକାଇ ଏକ ଗ୍ଳାସ ପାଣି ଭରି ଦିଅନ୍ତୁ । ବନ୍ଧୁଗଣ ଶକ୍ତି ଓ ଭିଟାମିନର ଗନ୍ତାଘର ଅଟେ ଭିଜା ଚଣା । ଶରୀରର ଦୁର୍ବଳତାକୁ ଦୂର କରିବା ସହ ଏହା ପୁରୁଷତ୍ଵକୁ ବଢାଇବାରେ ବହୁତ ଅଧିକ ସହାୟକ ହୋଇଥାଏ ।

କାରଣ ଏଥିରୁ ମିଳୁଥିବା ପ୍ରୋଟିନ, ଫାଇବାର ଓ ଭିଟାମିନ୍ସ ଆଦି ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଯଦି ଆପଣ ପେଟର କଷ୍ଟ ଓ କବଜ ଆଦି ସମସ୍ଯାର ସମ୍ମୁଖୀନ ହେଉଛନ୍ତି ତା ହେଲେ ଆପଣ ରାତି ସାରା ଭିଜା ହୋଇଥିବା ଚଣାରେ ଅଳ୍ପ ଅଦା, ଜୀରା ଗୁଣ୍ଡ ଓ କଳା ଲୁଣ ପକାଇ ଖାଆନ୍ତୁ ।


ଏହା ଦ୍ଵାରା ଆପଣଙ୍କର ପେଟ ଜନିତ ସମସ୍ତ ସମସ୍ୟା ବହୁତ ଶୀଘ୍ର ଦୂର ହୋଇଯିବ । କାରଣ ଭିଜା ଚଣାରୁ ମିଳୁଥିବା ଫାଇବର ଆମ ପେଟକୁ ସଫା ରଖିଥାଏ ଏବଂ କବ୍ଜ ପରି ସମସ୍ଯାକୁ ଦୂର କରିଥାଏ । ବନ୍ଧୁଗଣ ଯେଉଁ ଲୋକମାନଙ୍କର ସ୍ପର୍ମ ହେଉନାହିଁ, ସେମାନଙ୍କ ପାଇଁ ଭିଜା ଚଣା କୌଣସି ବରଦାନ ଠାରୁ କମ ନୁହେଁ । ରାତି ସାରା ଭିଜା ଯାଇଥିବା ଚଣା ରେ ଅଳ୍ପ ଚିନି ମିଶାଇ ଖାଇବା ଦ୍ଵାରା ସ୍ପର୍ମ ବଢିବା ସହିତ ବନ୍ଦ ରହିଥିବା ସ୍ପର୍ମ ମଧ୍ୟ ବନିବା ଆରମ୍ଭ ହୋଇଯାଏ ।


ଏହା ବ୍ଯତୀତ ଯେଉଁ ମାନଙ୍କର ବହୁମୂତ୍ର ପରି ସମସ୍ଯା ରହିଛି ସେମାନେ ରାତିରେ ଭିଜା ଯାଇଥିବା ଚଣାରେ ଏକ ଚାମଚ ଗୁଡ ମିଶାଇ ଖାଆନ୍ତୁ । ଏହାର ସେବନ ଦ୍ଵାରା ଆପଣଙ୍କର ଏହି ସମସ୍ଯା ବହୁତ ଶୀଘ୍ର ଦୂର ହୋଇଯିବ । ବନ୍ଧୁଗଣ ଭିଜା ଯାଇଥିବା ଚଣା ଆମ ସ୍କିନ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ ।


ଯେଉଁ ଲୋକମାନଙ୍କର ବ୍ରଣ ବା କଳା ଦାଗ ଆଦି ସମସ୍ଯା ରହୁଛି, ସେମାନେ ପ୍ରତ୍ୟେକ ଦିନ ଏହି ଭିଜା ଚଣା ର ସେବନ କରନ୍ତୁ । ଏହା ବ୍ଯତୀତ ଚଣା ଓଜନ ବଢାଇବା ପାଇଁ ମଧ୍ୟ ବହୁତ ସହାୟକ ହୋଇଥାଏ । ଯଦି ଆପଣ ପ୍ରତିଦିନ ଚଣା ର ସେବନ କରିଥାନ୍ତି ତା ହେଲେ ଆପଣ ନିଜ ଓଜନ ବଢାଇବା ସହ ଆପଣ ନିଜକୁ ଅଧିକ ଶକ୍ତିଶାଳୀ ମଧ୍ୟ କରାଇ ପାରିବେ । ତା ହେଲେ ବନ୍ଧୁଗଣ ଚଣାର ଏହି ସବୁ ପ୍ରକ୍ରିୟାକୁ ଧ୍ୟାନରେ ରଖି ଚଣାର ସେବନ କରନ୍ତୁ ଓ ଆଜୀବନ ସୁସ୍ଥ ରୁହନ୍ତୁ ।

ଏହି ଟିପ୍ସଟି ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *