ମା’ ହେବା ପରେ ମଧ୍ୟ ବହୁତ ହଟ ଆଉ ଫିଟ ନଜର ଆସନ୍ତି ଏହି 4 ଜଣ Bollywood Actress, ନମ୍ବର 1 ଙ୍କ ପାଇଁ ସମସ୍ତେ ଦିବାନା

ବନ୍ଧୁଗଣ ବଲିଉଡର ସମସ୍ତ ଅଭିନେତ୍ରୀ ନିଜ ଶରୀର ପ୍ରତି ବହୁତ ଧ୍ୟାନ ଦେଇଥାନ୍ତି । ଯୋଗ ଓ ବାୟାମ ଆଦି କରି ସେମାନେ ନିଜ ଫିଗରକୁ ମେଣ୍ଟେନ କରି ରଖନ୍ତି । ହେଲେ ବଲିଉଡର ଏହି ଅଭିନେତ୍ରୀ ମାନେ ମା ହେବା ପରେ ସଂପୂର୍ଣ୍ଣ ରୂପେ ବଦଳି ଯାଇଥାନ୍ତି । କିନ୍ତୁ ବଲିଉଡର ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ମା ହେବା ପରେ ମଧ୍ୟ ବହୁତ ଫିଟ୍ ଓ ସୁନ୍ଦର ନଜର ଆସୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି ବଲିଉଡ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବଲିଉଡ ଅଭିନେତ୍ରୀ ମାନଙ୍କ ବିଷୟରେ ।

ସନି ଲିଓନି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି । ବଲିଉଡ ଅଭିନେତ୍ରୀ ସନି ଲିଓନି । ଆପଣ ମାନେ ସମସ୍ତେ ସନିଙ୍କୁ ବିଭିନ୍ନ ଫିଲ୍ମରେ ଦେଖିଥିବେ । ବଲିଉଡରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ସନି ଲୋକପ୍ରିୟତା ହାସିଲ କରିଛନ୍ତି ।


ସନି ମା ହେବା ପୂର୍ବରୁ ବହୁତ ସୁନ୍ଦର ନଜର ଆସୁଥିଲେ ହେଲେ ସନି ମା ହେବା ପରେ ମଧ୍ୟ ସେହି ପରି ଫିଟ୍ ଓ ସୁନ୍ଦର ନଜର ଆସୁଛନ୍ତି । ସନି ବର୍ତ୍ତମାନ ୩୯ ବର୍ଷ ବୟସର ହୋଇ ସାରିଛନ୍ତି ହେଲେ ଯଦି ଆପଣ ସନିଙ୍କର ଫଟୋକୁ ଦେଖିବେ ତା ହେଲେ ଆପଣ ବିଶ୍ଵାସ କରିବେ ନାହିଁ ଯେ, ସନି ୩ଟି ଛୁଆର ମା ଅଟନ୍ତି ।

କରିନା କପୁର ଖାନ- ବନ୍ଧୁଗଣ ଆମ ଲିଷ୍ଟରେ ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ କରିନା କପୁର ଖାନ । ବଲିଉଡରେ କରିନା ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି ଓ ସେ ବଲିଉଡ ଅଭିନେତା ସେଫ ଅଲି ଖାନଙ୍କୁ ବିବାହ କରିଛନ୍ତି । କରିନା ନିଜର ପ୍ରଥମ ଛୁଆ ତେମୁର ଅଲି ଖାନଙ୍କୁ ଜନ୍ମ ଦେବା ପରେ ବହୁତ ଅଧିକ ଲାଇମ ଲାଇଟରେ ରହିଥିଲେ । ଏହା ପରେ କରିନା ବହୁତ ଯୋଗ ଓ ବାୟାମ ଆଦି କରି ନିଜକୁ ପୂର୍ବ ପରି ଫିଟ୍ କରିଦେଇଛନ୍ତି ।


ମିରା ରାଜପୁତ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ମିରା ରାଜପୁତ । ମିରା ବଲିଉଡର ଅଭିନେତ୍ରୀ ନ ହୋଇଥିଲେ ମଧ୍ୟ ସେ ବଲିଉଡ ଅଭିନେତ୍ରୀ ଠାରୁ କମ ନୁହନ୍ତି । କାରଣ ବଲିଉଡ ଅଭିନେତ୍ରୀ ମାନଙ୍କ ପରି ସେ ମଧ୍ୟ ବହୁତ ଲାଇମ ଲାଇଟରେ ରୁହନ୍ତି । ବଲିଉଡ ଅଭିନେତା ସାହିଦ କପୁରଙ୍କ ସହ ମିରା ବିବାହ କରିଛନ୍ତି ଓ ବର୍ତ୍ତମାନ ସେ ୨୫ ବର୍ଷ ବୟସରେ ଦୁଇଟି ଛୁଆଙ୍କ ମା ମଧ୍ୟ ଅଟନ୍ତି,ହେଲେ ତାଙ୍କୁ ଦେଖିଲେ ଆପଣ ଜାଣି ପାରିବେ ନାହିଁ ଯେ, ସେ ଦୁଇଟି ଛୁଆଙ୍କର ମା ଅଟନ୍ତି । କାରଣ ସେ ବହୁତ ଫିଟ୍ ଓ ସୁନ୍ଦର ନଜର ଆସନ୍ତି ।

ମଲାଇକା ଅରୋରା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଓ ମଡେଲ ମଲାଇକା ଅରୋରା । ବର୍ତ୍ତମାନ ମଲାଇକା ୪୬ ବର୍ଷ ବୟସର ହୋଇସାରିଛନ୍ତି ଓ ତାଙ୍କ ପୁଅ ୧୮ ବର୍ଷ ବୟସର ହୋଇ ସାରିଛନ୍ତି । ହେଲେ ଆପଣ ତାଙ୍କୁ ଦେଖିଲେ ବିଶ୍ଵାସ କରିବେ ନାହିଁ ଯେ, ଏତେ ବର୍ଷ ହେବା ପରେ ମଧ୍ୟ ସେ କିପରି ନିଜ ଫିଗରକୁ ଏତେ ମେଣ୍ଟେନ କରି ରଖିଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *