ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ସୋ-ସି-ଆ-ଲ ମିଡିଆର ବ୍ୟବହାର ସମସ୍ତ ଲୋକ କରୁଛନ୍ତି । ସୋ-ସି-ଆ-ଲ ମିଡିଆ ହେଉଛି ଏକ ଏପରି ପ୍ଲାଟ ଫର୍ମ ଯେଉଁଠି ଲୋକମାନେ ନିଜ ଟ୍ୟାଲେନ୍ଟ ବଳରେ ଅତି ସହଜରେ ଫେମସ ହୋଇପାରିବେ । ଫେମସ ହେବା ପାଇଁ ସେମାନଙ୍କୁ କୌଣସି ଅଡିସନ ଦେବାକୁ ପଡିବ ନାହିଁ । ସେହିପରି ଗତ କିଛି ଦିନ ମଧ୍ୟରେ ଏକ ଛୋଟ ପିଲାଟି ବହୁତ ଅଧିକ ଫେମସ ହୋଇଯାଇଛି ।
ଆପଣ ମାନେ ସେହି ଛୋଟ ଛୁଆଟିକୁ ବେସ ଭଲ ଭାବରେ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଛୁଆ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ସହଦେବ ଡିର୍ଡ଼ୋ । ଆପଣ ମାନେ ସମସ୍ତେ ସହଦେବଙ୍କୁ ସୋ-ସି-ଆ-ଲ ମି-ଡି-ଆରେ ନିଶ୍ଚୟ ଦେଖିଥିବେ । କେବଳ ଗୋଟିଏ ଗୀତ ‘ବଚପନ କା ପ୍ୟାର’ ଗାଇ ସେ ବହୁତ ଅଧିକ ଫେମସ ହୋଇଯାଇଛନ୍ତି ।
ଏହି ଗୀତଟି ପ୍ରଥମେ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଲା ଓ ଏହା ପରେ ବଲିଉଡ ଗାୟକ ବାଦଶାହ ସହଦେବଙ୍କୁ ଡକାଇ ତାଙ୍କ ସହ ଏକ ଆଲବମ ଗୀତ କରିଥିଲେ । ଗତ କିଛି ଦିନ ତଳେ ସହଦେବଙ୍କର ଆଲବମ ରିଲିଜ ହୋଇଥିଲା ଓ ଏହି ଗୋଟିଏ ଆଲବମ ପରେ ସହଦେବ ବର୍ତ୍ତମାନ ବହୁତ ଚର୍ଚାରେ ରହୁଛନ୍ତି । ଗତ କିଛି ସମୟ ହେବ ସହଦେବଙ୍କର ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ।
ଏହି ଭିଡିଓରେ ସହଦେବ ଆଉ ଗୋଟେ ନୂଆ ଗୀତ ଗାଉଥିବାର ନଜର ଆସୁଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଏହି ଭିଡିଓରେ ସହଦେବ ନିଜ ଗାଁ ପିଲାଙ୍କ ସହ ବସିଥିବାର ନଜର ଆସୁଛନ୍ତି । ଅବଶ୍ୟ ଆଗ ଅପେକ୍ଷା ସହଦେବଙ୍କ ଚାଲି ଚଳଣିରେ ବହୁତ ଫରକ ଦେଖିବାକୁ ମିଳିଛି । ଏହି ଭିଡିଓରେ ସହଦେବ ‘ପ୍ୟାର ନା ଡୁବେ’ ଗୀତ ଗାଉଥିବାର ନଜର ଆସୁଛନ୍ତି ।
ଏହି ଗୀତଟିକୁ ମଧ୍ୟ ସହଦେବ ଏକ ନିଆରା ଢଙ୍ଗରେ ଗାଇ ସମସ୍ତଙ୍କ ମନକୁ ଜିତିଛନ୍ତି । ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆରେ ସହଦେବଙ୍କ ଏହି ନୂଆ ଗୀତର ଭିଡିଓଟି ବହୁତ ଚର୍ଚାରେ ରହିଛି । ଲୋକମାନେ ତାଙ୍କର ଏହି ନୂଆ ଗୀତ ଶୁଣି ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସହଦେବଙ୍କ ଏହି ନୂଆ ଗୀତଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।