ଏହି ନାଗ-ନାଗୁଣୀ ଯୋଡି ର ପ୍ରେମାଳାପ ଦେଖିବା ପାଇଁ ଜମା ହେଇଗଲେ ଗାଁ ଲୋକ, ଦେଖନ୍ତୁ ନାଗ-ନାଗୁଣୀଙ୍କର ଏହି ରୋମାଣ୍ଟିକ Video

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ସାପ ମାନଙ୍କୁ ଆଗ କାଳରେ ପୂଜା କରାଯାଉଥିଲା । ସାପର ବହୁତ ପ୍ରଜାତି ଅଛନ୍ତି ହେଲେ ନାଗ ସାପର ବହୁ ପୌରାଣିକ ମାନ୍ୟତା ରହିଛି । ନାଗ ସାପକୁ ଭଗବାନ ଶିବ ସବୁବେଳେ ନିଜ ବେକରେ ଧାରଣ କରନ୍ତି । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ନାଗ ସାପର ପୂଜା ଅର୍ଚ୍ଚନା କରାଯାଇଥାଏ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି  ।

ଏହି ଭିଡିଓରେ ନାଗ ଓ ନାଗୁଣୀର ଅଦ୍ଭୁଦ ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ମି-ଡି-ଆ ରିପୋର୍ଟ ଅନୁସାରେ ଏହି ଦୃଶ୍ୟ ଅନ୍ତପୁର ମୁଣ୍ଡା ସାହିରେ ଦେଖିବାକୁ ମିଳିଛି । ନାଗ ନାଗୁଣୀ ଏକ ଘର ଭିତରେ ଥିବା ସମୟରେ ଗାଁ ଲୋକ ସେମାନଙ୍କୁ ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ ।

ଏହା ପରେ ଏକ ସାପ ଧରାଳି ସେହି ସ୍ଥାନକୁ ଯାଇ ଘର ଭିତରୁ ନାଗ ନାଗୁଣୀଙ୍କୁ ଉଧାର କରିଥିଲେ । ଘରୁ ବାହାରିବା ପରେ ନାଗ ନାଗୁଣୀଙ୍କ ଅଦ୍ଭୁଦ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ବହୁତ କମ ଦେଖିବାକୁ ମିଳେ । ବନ୍ଧୁଗଣ ନାଗ ନାଗୁଣୀଙ୍କ ମିଳନ ଦେଖି ସେଠାକାର ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ସୋ-ସି-ଆ-ଲ ମି-ଡି-ଆରେ ଏହି ଭିଡିଓଟି ବହୁତ ଭା-ଇ-ରା-ଲ ହେଉଛି ଓ ସମସ୍ତ ସ୍ଥାନରେ ଏହି ଭିଡିଓର ଚର୍ଚା ହେଉଛି । ଲୋକମାନେ ଏହି ଭିଡିଓ ଦେଖି ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ନାଗ ନାଗୁଣୀଙ୍କ ଏହି ଅଦ୍ଭୁଦ ଦୃଶ୍ୟ ଆପଣ ମାନଙ୍କୁ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *