କେମିତି ହୋଇଥିଲା Puneeth Rajkumar ଙ୍କ ମୃତ୍ୟୁ, ତାଙ୍କ ଘରୋଇ ଡାକ୍ତର ଯାହା କହିଲେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ! ଦେଖନ୍ତୁ Video

ବନ୍ଧୁଗଣ, ପାୱାର ଷ୍ଟାର ପୁନୀତ ରାଜକୁମାର ଙ୍କ ମୃ-ତ୍ୟୁ ପରେ ତାଙ୍କ ଘରୋଇ ଡାକ୍ତର ଖୋଲାସା କରିଛନ୍ତି । ତାଙ୍କୁ ବ୍ଲଡ଼ ପ୍ରେସର ନଥିଲା କି ନଥିଲା ଡାଇବେଟିସ । ସୂଚନା ଅନୁଯାୟୀ ଚେକଅପ ପାଇଁ ଆସିବା ସମୟରେ ମଧ୍ୟ ତାଙ୍କ ଅବସ୍ଥା ସଠିକ ଥିଲା । ଉଭୟ ରକ୍ତ ଚାପ ତଥା ହୃଦସ୍ପନ୍ଦନ ସ୍ଵାଭାବିକ ଥିଲା ବୋଲି ସେ କହିଛନ୍ତି । ତେବେ ପୁନୀତ ଙ୍କ ମୃ-ତ୍ୟୁ ପରେ ଏକ ଜାତୀୟ ଖବର କାଗଜ କୁ ଇଣ୍ଟରଭିଉ ଦେଇ ଡାକ୍ତର “ରାମାଣା ରାଓ” ଏଭଳି କହିଛନ୍ତି ।

ତାଙ୍କ କହିବା ଅନୁସାରେ ସେ ପୁନୀତ ଙ୍କ ବ୍ୟକ୍ତିଗତ ଚିକିତ୍ସ୍ୟକ ହୋଇଥିବାରୁ ସେ ହିଁ ପୁନୀତ ଙ୍କ ସ୍ୱାସ୍ଥ୍ୟବସ୍ତା କଥା ବୁଝନ୍ତି ଏବଂ ହୃଦଘାତ ହେବା ଦିନ ମଧ୍ୟ ପୁନୀତ ସିଧା ତାଙ୍କ ପାଖକୁ ଆସିଥିଲେ । ଖବର ଅନୁଯାୟୀ ଅକ୍ଟୋବର ୨୯ ତାରିଖ ଦିନ ପ୍ରାଏ ୧୧.୨୦ ବେଳକୁ ତାଙ୍କର ରକ୍ତଚାପ ଏବଂ ହୃଦସ୍ପନ୍ଦନ ହାର ସ୍ଵାଭାବିକ ଥିଲା । ମାତ୍ର ପୁନୀତ କିଛି ଦୁର୍ବଳତା ଅନୁଭବ କରୁଛନ୍ତି ବୋଲି ଅ-ଭି-ଯୋ-ଗ କରିଥିଲେ ।

ଏଭଳି କି ପୁନୀତ ଙ୍କ ଝାଳ ମଧ୍ୟ ବୋହୁଥିଲା । ସେ ଜିମ ଯାଇଥିଲେ ଏବଂ ନିୟମିତ ଏକ୍ସସାଇଜ ଏବଂ ବକସିଙ୍ଗ କରି ଫେରୁଥିଲେ । ଦେହ ଠିକ ନ ଲାଗିବାରୁ ସିଧା ଜିମ ରୁ ନିଜ ଡାକ୍ତର ଙ୍କ ପାଖକୁ ଆସିଥିଲେ । ତେଣୁ ଝାଳ ବୋହିବା ସ୍ଵାଭାବିକ ଲାଗୁ ନଥିଲା । ମାତ୍ର ECG ରିପୋର୍ଟ ରେ ଏକ ଷ୍ଟ୍ରେନ ଦେଖାଯିବା ପରେ ଡାକ୍ତର ରାଓ ତାଙ୍କୁ ସଙ୍ଗେ ସଙ୍ଗେ ବିକ୍ରମ ହସ୍ପିଟାଲ କୁ ରେଫର କରିଥିଲେ ।

ସେତେବେଳକୁ ତାଙ୍କର ବ୍ଲଡ଼ପ୍ରେସର ହାର ୧୫୦/୯୨ ଥିଲା । ତାଙ୍କ ଲଂଗ୍ସ ମଧ୍ୟ ସଂପୂର୍ଣ୍ଣ ସଫା ଥିଲା । ତାଙ୍କର କୌଣସି ପ୍ରକାରର ସମସ୍ୟା ନଥିଲା । କିନ୍ତୁ ବିକ୍ରମ ହସ୍ପିଟାଲ ରେ ପହଞ୍ଚିବା ପୂର୍ବରୁ ତାଙ୍କୁ ଆଉ ଏକ ଆ-ଟା-କ ଆସିଥିଲା ଯାହା କି ତାଙ୍କ ନିମନ୍ତେ ଅତ୍ୟନ୍ତ ମା-ରା-ତ୍ମ-କ ଥିଲା । ଏଣୁ ସଂପୂର୍ଣ୍ଣ ଭାବରେ ଅଭିନେତା ପୁନୀତଙ୍କର ମୃ-ତ୍ୟୁ ଭାଗ୍ୟର ନିଷ୍ଠୁରତା ବୋଲି ସେ କହିଛନ୍ତି ।

କାରଣ ପୁନୀତ ସବୁବେଳେ ଖୁସି ମିଜାସ ର ଥିଲେ ବିଶେଷ କିଛି ଚିନ୍ତା ମଧ୍ୟ କରୁ ନଥିଲେ । ଦୁଖରେ କେବେ ମ-ର୍ମା-ହ-ତ ହୋଇ ମଧ୍ୟ ରହୁ ନଥିଲେ । ସ୍ୱାସ୍ଥ୍ୟ ଉପରେ ବହୁତ ଗୁରୁତ୍ଵ ଦେଉଥିଲେ । ମାତ୍ର ଏଭଳି ଏକ କ୍ଷତି ଯାହା ଆଉ ପୂରଣ ହୋଇ ପାରିବ ନାହିଁ । ବନ୍ଧୁଗଣ ଏହି ଦୁଖଦ ଘ-ଟ-ଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *