ମୃତ୍ୟୁ ପୂର୍ବରୁ ଝିଅ ମାନଙ୍କ ସହିତ Puneeth Rajkumar ଙ୍କ ଶେଷ ଭିଡିଓ ଦେଖିଲେ କାନ୍ଦି ପକେଇବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ, ଆମ୍ଭ ନୀତିଦିନ ଜୀବନରେ ମୃ-ତ୍ୟୁ କେତେବେଳେ ଆସି ମନୁଷ୍ୟର ମୁଖପାତ୍ର ହୋଇଥାଏ ତାହା କେହି କହିପାରିବେ ନାହିଁ । ଏଭଳି ଆଉ ଏକ ଘଟଣା ଘ-ଟି-ଛି ସାଉଥ ଇଣ୍ଡଷ୍ଟ୍ରୀ ରେ । ଆପଣ ମାନେ ସମସ୍ତେ ସାଉଥ ଚଳଚ୍ଚିତ୍ର ର ଅଭିନେତା ପୁନୀତ ରାଜକୁମାର କୁ ନିଶ୍ଚିତ ଭାବେ ଜାଣିଥିବେ । ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ପ୍ରସିଦ୍ଧ ଚଳଚ୍ଚିତ୍ର ମାନଙ୍କରେ ନିଜର ଦକ୍ଷତା ଦେଖାଇଛନ୍ତି ।

ତାଙ୍କୁ ଦର୍ଶକେ ମଧ୍ୟ ବହୁତ ପସନ୍ଦ କରି ଆସିଛନ୍ତି । ମାତ୍ର ହଟାତ ହୃ-ଦ-ଘା-ତ ରେ ତାଙ୍କ ପରଲୋକ ସମଗ୍ର ଇଣ୍ଡଷ୍ଟ୍ରୀ ଏବଂ ପ୍ରିୟ ଦର୍ଶକ ମାନଙ୍କ ମଧ୍ୟରେ ବିରାଟ ବଡ କ୍ଷତି ପା-ଲ-ଟି ସାରିଛି । ଶରୀର ଜନିତ ପୁନୀତ ଙ୍କର କୌଣସି ପ୍ରକାରର ରୋଗ ନଥିଲା ମାତ୍ର କେଉଁ କାରଣ ବଷତ ଏଭଳି ହେଲା ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବର୍ତ୍ତମାନ ସମୟରେ ହୃ-ଦ-ଘା-ତ ଏକ ସାଧାରଣ ବିଷୟ ପାଲଟି ସାରିଛି ।

ପୁନୀତ ସଂପୂର୍ଣ୍ଣ ଭାବରେ ସଠିକ ଥିଲେ କିନ୍ତୁ ହଟାତ କେଉଁ କାରଣ ପାଇଁ ତାଙ୍କ ବି-ୟୋ-ଗ ଘ-ଟି-ଲା । ତାଙ୍କ ଚିକିତ୍ସିକ ଙ୍କ କହିବା ଅନୁଯାୟୀ ତାଙ୍କର ପୂର୍ବ ରୁ କୌଣସି ରୋଗ ନ ଥିଲା । କିନ୍ତୁ ଜିମ ରେ ଥିବା ସମୟରେ ତାଙ୍କ ଶରୀରରୁ ହଟାତ ଝାଳ ନିର୍ଗତ ହୋଇଥିଲା ଏବଂ ଏହା ଥିଲା ହୃ-ଦ-ଘା-ତ ର ପ୍ରଥମ ପାହାଚ । କିଛି ବୁଝିବା ଆଗରୁ ହସ୍ପିଟାଲ କୁ ଯାଉଥିବା ସମୟରେ ଦ୍ଵିତୀୟ ଆ-ଟା-କ ରେ ସବୁଦିନ ପାଇଁ ଆଖି ବୁଝିନେଲେ ପୁନୀତ ।

ପୁନୀତ ଙ୍କ ପ-ରଲୋକ ହେବା ପୂର୍ବରୁ ସେ ନିଜ ଝିଅ ମାନଙ୍କ ସହିତ ଆନନ୍ଦ ରେ ଖେଳୁଥିବାର ନଜର ଆସିଛନ୍ତି । ହସ ଖୁସି ରେ ନିଜ ପରିବାର ଲୋକଙ୍କ ସହିତ ସମୟ ବିତାଉଥିବାର ମୂଲ୍ୟବାନ ଦୃଶ୍ୟ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଦେଖଗିବାକୁ ମିଳିଛି । ଏହି ଦୃଶ୍ୟ ରେ ସେ ନିଜ ଝିଅ ମାନଙ୍କୁ ସ୍ନେହ କରୁଥିବାର ନଜର ଆସିଛନ୍ତି ।

ତାଙ୍କ ଧର୍ମପତ୍ନୀ ମଧ୍ୟ ତାଙ୍କ ସହିତ ବେସ ଖୁସି ରେ ସମୟ ବ୍ୟତୀତ କରୁଥିବାର ନଜର ଆସିଛନ୍ତି । କିନ୍ତୁ ବର୍ତ୍ତମାନ ତାହା ସ୍ମୁତି ହୋଇ ରହିଗଲା । ବର୍ତ୍ତମାନ ପୁନୀତ ଙ୍କ କ୍ଷତି ଅପୂରଣୀୟ ଅଟେ । ବନ୍ଧୁଗଣ ଏହି ମର୍ମହାତ ଘଟଣା ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *