ପୂଜାରୀଙ୍କ ଆଖି ଆଗରେ ମନ୍ଦିର ଭିତରକୁ ପଶି ଆସିଲା ମହାନଦୀ ପାଣି , ଦେଖୁ ଦେଖୁ ସବୁ ବୁଡିଗଲା !

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ମହାନଦୀ ପାଣିରେ ଦେଖି ଦେଖୁ ସବୁକିଛି ବୁଡିଗଲା । ଲୋକଙ୍କ ଆଖି ଆଗରେ ମନ୍ଦିର ମଧ୍ୟକୁ ପଶିଆସିଛି  ବନ୍ୟା ପାଣି । ଯାହାକୁ ଦେଖି ପୂଜାରୀ ମାନେ ମଧ୍ୟ ହେଇଗଲା କାବା । ହଁ ଦର୍ଶକବନ୍ଧୁ ହୀରାକୁଦ କର୍ତ୍ତୁପକ୍ଷ ଗେଟ୍ ଖୋଲିବା  ପରେ ଜଳସ୍ତର ଦିନକୁ ଦିନ ବୃଦ୍ଧିହେବାକୁ ଲାଗିଥିଲା । ମହାନଦୀରେ ମଧ୍ୟ ପାଣି ବୃଦ୍ଧି ହୋଇଥିଲା ତେବେ ଏହାକୁ କିଛି ଦିନର ଲଗାଣ ବର୍ଷା ଯାହା ବନ୍ୟା ପାଣି ବୃଦ୍ଧି କରାଉଛି ।

ଆପଣମାନେ ଦେଖିପାରୁଥିବେ ଏହି ଦୃଶ୍ୟ ଯେଉଁଥିରେ ଲୋକେମାନେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରକୁ ଯାଇଥିଲେ କିନ୍ତୁ ସମସ୍ତେ ଦେଖିବା ଅବସ୍ଥାରେ ହିଁ ବନ୍ୟା ପାଣି ମନ୍ଦିର ଭିତରକୁ ପଶିଆସିଥିଲା । ଦଶନ କରିବାକୁ ଆସିଥିବା ଭକ୍ତମାନେ ଏହାକୁ ଦେଖି ଭୟଭୀତ ହୋଇ ଦୌଡିବାକୁ ଲାଗିଥିଲେ । ପୂଜାରୀମାନେ ମଧ୍ୟ ଏଭଳି ଦୃଶ୍ୟ ପୂର୍ବରୁ କେବେ ଦେଖିନଥିଲେ ସବୁ ବର୍ଷ ବନ୍ୟା ବର୍ଷା ଆଦି  ହୁଏ ହେଲେ କେବେବି ତାହା ମନ୍ଦିରକୁ ସ୍ପର୍ଶ କରିନଥାଏ ।

ମାତ୍ର ଚଳିତ ବର୍ଷର ପ୍ରଥମ ବନ୍ୟା ବର୍ଷା ମନ୍ଦିରର ପାହାଚକୁ ଛୁଇଁବାକୁ ଲାଗିଛି । ଯାହା ଫଳରେ ପୂଜା କରିବା ବନ୍ଦ ଯାଇଛି ଏବଂ ଲୋକେ ଚାହିଁ ରହୁଛନ୍ତି । ତେବେ ଏହି ଦୃଶ୍ୟ  ହେଉଛି କଟକ ଜିଲ୍ଲା ବରଙ୍ଗାର ଥିବା ବଟ୍ଟାରିକା ମନ୍ଦିରର । ଯାହାକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ ତେବେ ହଠାତ ବଢିଥିଲା ଜଳସ୍ତର ଏବ ମନ୍ଦିରର ଗୋଟାଏ ପରେ ଗୋଟାଏ ପାହାଚକୁ ବୁଡେଇବାରେ ଲାଗିଛି ।

ତେବେ ଏଭଳି ଘଟିବ ବୋଲି କେହି ଭାବିନଥିଲେ କାରଣ  ମନ୍ଦିର ବୁଡିବା କେଉଁ ବିପଦକୁ ସୂଚାଉଛି ତାହା ଲୋକେ ଜାଣିପାରୁନାହାଁନ୍ତୁ । ତେବେ ବନ୍ୟା ପାଣି ଓ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ପାଣି ଜମିଛି ଏବଂ ଘରମାନଙ୍କ ପଶି ଲୋକଙ୍କୁ ହଇରାଣ କରୁଛି । ଏଣୁ ମନ୍ଦିର ବୁଡିବା ଦେଖି ପୂଜାରୀ ଭୟଭୀତରେ ମନ୍ଦିର ଭିତରୁ ଦୃଶ୍ୟକୁ ଦେଖୁଛନ୍ତି ।

ସୂଚନା ଅନୁସାରେ ଯଦି ଏଭଳି ଲଗାତାର ବର୍ଷା ହୁଏ ତେବେ ମନ୍ଦିରକୁ ସେପଟେ ମହାନଦୀ ପାଣି ଓ ଏପଟେ ବନ୍ୟା ପାଣି ସମ୍ପୁର୍ଣ୍ଣ ବୁଡାଇ ଦେବା ବୋଲି ପୂର୍ବଅନୁମାନ କରାଯାଉଛି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *