ପୁଅ ମାନଙ୍କ ହୃଦୟରେ ରାଜ କରିଥାନ୍ତି ଏହି 4 ଟି ନାମର ଝିଅ- Jyotish Shastra

ବନ୍ଧୁଗଣ ଆମ ହିନ୍ଦୁଧର୍ମ ଅନୁସାରେ ଝିଅ ମାନଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନା ଯାଇଥାଏ । କାରଣ ଗୋଟେ ଝିଅ ଘରକୁ ସ୍ଵର୍ଗ ଓ ନର୍କ କରିଦେଇପାରେ । ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ବ୍ୟକ୍ତି ଉପରେ ତାର ନାମର ପ୍ରଥମ ଅକ୍ଷରର ବହୁତ ପ୍ରଭାବ ରହିଥାଏ । ଆପଣ ମାନେ ସମସ୍ତେ ଯଦି କୌଣସି ବ୍ୟକ୍ତି ନାମର ପ୍ରଥମ ଅକ୍ଷରକୁ ଧ୍ୟାନରେ ରଖିବେ ତେବେ ଆପଣ ସେହି ବ୍ୟକ୍ତି ବିଷୟରେ ବହୁତ କିଛି ଜାଣିପାରିବେ । ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଏପରି କିଛି ଝିଅ ମାନେ ଅଛନ୍ତି ଯେଉଁମାନେ ପୁଅ ମାନଙ୍କ ମନରେ ରାଜ୍ କରିଥାନ୍ତି ।

ବନ୍ଧୁଗଣ ଏହି ଝିଅ ମାନେ ବହୁତ ସୁନ୍ଦର ହେବା ସହିତ ଏମାନଙ୍କ ସ୍ଵଭାବ ବହୁତ ଭଲ ହୋଇଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ନାମର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ପୁଅ ମାନଙ୍କ ମନରେ ରାଜ୍ କରିଥାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଝିଅ ମାନଙ୍କ ବିଷୟରେ ।


C ନାମର ଝିଅ ମାନେ- ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମର ଆରମ୍ଭ C ରୁ ଆରମ୍ଭ ହେଉଛି ସେହି ଝିଅ ମାନେ ବହୁତ ସୁନ୍ଦର ଓ ଦୟାଳୁ ସ୍ଵଭାବର ହୋଇଥାନ୍ତି । ବନ୍ଧୁଗଣ ଏହି ଝିଅ ମାନେ ସମସ୍ତ ଲୋକଙ୍କ ସହ ମଧୁର ବଚନରେ କଥା ବାରତା କରିଥାନ୍ତି ଓ ଏମାନେ ନିଜ ପାର୍ଟନରକୁ ବହୁତ ଅଧିକ ଭଲ ପାନ୍ତି । ବନ୍ଧୁଗଣ ଏହି ଝିଅ ମାନେ ପୁଅ ମାନଙ୍କର ମନରେ ରାଜ୍ କରିଥାନ୍ତି । କାରଣ ଏମାନେ ନିଜ ସ୍ଵଭାବ ଓ ମଧୁର ବଚନ ଦ୍ଵାରା ସମସ୍ତ ପୁଅ ମାନଙ୍କୁ ଆକର୍ଷିତ କରିଥାନ୍ତି ।

K ନାମର ଝିଅ ମାନେ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି K ନାମ ଥିବା ଝିଅ ମାନେ । ବନ୍ଧୁଗଣ ଏହି ଝିଅ ମାନଙ୍କର ମନ ବହୁତ ସଫା ଥାଏ । ଏମାନେ ନିଜର ସମସ୍ତ କଥା ସାମ୍ନାରେ କହିଦିଅନ୍ତି । ବନ୍ଧୁଗଣ ଏହି ଝିଅ ମାନେ ବହୁତ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ପାର୍ଟନରକୁ ବହୁତ ଅଧିକ ଭଲ ପାଇଥାନ୍ତି ଓ ନିଜ ପାର୍ଟନରକୁ ସମସ୍ତ ପ୍ରକାରର ସୁଖ ଦେଇଥାନ୍ତି । ଏହି ଝିଅ ମାନେ ନିଜ ଶାଶୁ ଘରେ ମଧ୍ୟ ରାଣୀ ପରି ରୁହନ୍ତି ।


N ନାମର ଝିଅ ମାନେ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି N ନାମର ଝିଅମାନେ । ବନ୍ଧୁଗଣ ଏହି ଝିଅ ମାନଙ୍କର ସ୍ଵଭାବରେ ବହୁତ ଲୋକ ପ୍ରଭାବିତ ହୋଇଥାନ୍ତି । ଏହି ଝିଅ ମାନଙ୍କ ସୁନ୍ଦରତା ଓ ଷ୍ଟାଇଲ ବହୁତ ଅନ୍ଯତମ ହୋଇଥାଏ । ବନ୍ଧୁଗଣ ସମସ୍ତ ପୁଅ ଏହି ନାମ ଥିବା ଝିଅ ମାନଙ୍କ ସହ ବିବାହ କରିବା ପାଇଁ ଇଛା କରିଥାନ୍ତି ।


R ନାମର ଝିଅ ମାନେ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି R ନାମର ଝିଅ ମାନେ । ବନ୍ଧୁଗଣ ଏହି ଝିଅ ମାନଙ୍କ ସ୍ଵଭାବ ବହୁତ ଭଲ ହୋଇଥାଏ । ଏମାନେ ସମସ୍ତଙ୍କ ସହ ବହୁତ ସହଜରେ ମିଶି ଯାଇଥାନ୍ତି । ଏମାନେ ବହୁତ ସୁନ୍ଦର ହୋଇଥିବାରୁ ପୁଅ ମାନେ ଏମାନଙ୍କୁ ବିବାହ କରିବା ପାଇଁ ଇଛା କରିଥାନ୍ତି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *