ନମସ୍କାର ସାଙ୍ଗମାନେ । ସମସ୍ତେ ସଫଳ ହେବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସେଥିପାଇଁ ବହୁତ ପରିଶ୍ରମ ଇଚ୍ଛାଶକ୍ତି ଓ ବୁଦ୍ଧି ର ଆବଶ୍ୟକ ହୋଇଥାଏ । ଆପଣ ଦେଖିଥିବେ କିଛି ଲୋକ ଜୀବନରେ ବହୁତ୍ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତିବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେନାହିଁ । ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରିବା ନିଜର ଜ୍ଞାନର ସୀମା କୁ ସଙ୍କୁଚିତ କରନ୍ତୁ ନାହିଁ।
ଏହାକୁ ସର୍ବଦା ବଢ଼େଇବା ପାଇଁ ଚେଷ୍ଟା କରନ୍ତୁ। ଏହାର ଫଳ ନିଶ୍ଚୟ ଆପଣ ଙ୍କୁ ମିଳିବ। ପରିଶ୍ରମୀ ଲୋକ ସୁଖ ପାଏ ଅଳସୁଆ ଲୋକ ଦୁଃଖ ପାଏ ଏହା ତା ଆପଣ ମାନେ ସମସ୍ତେ ପ୍ରାୟ ଜାଣିଥିବେ।ଏହି କଥା ମଧ୍ୟ ଆମେ ପିମ୍ପୁଡ଼ି ଆଉ ଝିଂଟିକା ଗଳ୍ପ ରୁ ଶିକ୍ଷା ଲାଭ କରି ଆସିଛୁ। ଜ୍ଞାନ ଆମକୁ ବିନୟୀ , ଭଦ୍ର, ନମ୍ର ଓ ଚରିତ୍ର ଗଠନ ରେ ସାହାଯ୍ୟ କରେ। ଦୟା ଭାବ ଆମ ମନରେ ଜାଗ୍ରତ କରେ ।
ପ୍ରଶ୍ନ – 1
ଏମିତି କେଉଁ ବାହାନ ଅଛି ଯାହା ଆପଣଙ୍କ ଉପରେ ଚାଲିଗଲେ ମଧ୍ୟ ଆପଣଙ୍କୁ କିଛି ଲାଗେ ନାହିଁ ?
ଉତ୍ତର – ଉଡାଜହାଜ
ପ୍ରଶ୍ନ – 2
ଏମିତି କେଉଁ ପତି ଅଟେ ଯିଏ ଜଙ୍ଗଲରେ ବି ରହିଥାଏ ଓ ସହରରେ ମଧ୍ୟ ରହିଥାଏ ?
ଉତ୍ତର – ବନସ୍ପତି
ପ୍ରଶ୍ନ – 3
ଏମିତି କେଉଁ ଜିନିଷ ଅଛି କି ଯାହାକୁ ମିଳିଯାଏ ତାହାର ମନ ପୁରା ଖୁସିରେ ଭରିଯାଏ ?
ଉତ୍ତର – ଖୁସି
ପ୍ରଶ୍ନ – 4
ଏମିତି କେଉଁ କୋଟ ଅଛି ଯାହାକୁ କୌଣସି ପୁରୁଷ ନୁହେଁ, କେବଳ ମହିଳାମାନେ ପିନ୍ଧନ୍ତି ?
ଉତ୍ତର – ପେଟିକୋଟ
ପ୍ରଶ୍ନ – 5
ଘୋଡାର ଶରୀରରେ କଣ ମିଳେ ନାହିଁ ?
ଉତ୍ତର – gall bladder
ପ୍ରଶ୍ନ – 6
ଭାରତର କେଉଁ ଗ୍ରାମରେ ସବୁଠୁ ଅଧିକ ସଂସ୍କୃତ କୁହାଯାଏ ?
ଉତ୍ତର – ମେଟୁର ଗ୍ରାମ ଆନ୍ଧ୍ରପ୍ରଦେଶ
ପ୍ରଶ୍ନ – 7
ନବଜାତ ଶିଶୁ କେତୋଟି ରଙ୍ଗକୁ ଦେଖିପାରିବ ?
ଉତ୍ତର – ଦୁଇଟି ରଙ୍ଗ, କଳା ଓ ଧଳା
ପ୍ରଶ୍ନ – 8
ପୁରୁଷଙ୍କର ବଡ ହେଉ ବା ଛୋଟ ହେଉ ବିବାହ ପରେ ସବୁ ସ୍ତ୍ରୀଙ୍କୁ ନେବାକୁ ପଡିଥାଏ ?
ଉତ୍ତର – ଟାଇଟେଲ
ପ୍ରଶ୍ନ – 9
ଭାରତରେ ପ୍ରଥମେ ଆଇଏଏସ ପରୀକ୍ଷା କେବେ ହୋଇଥିଲା ?
ଉତ୍ତର – ୧୯୫୦ ମସିହାରେ
ପ୍ରଶ୍ନ – 10
ଖାଇବା କାମରେ ଆସିଥାଏ, କାମ ମୋର ଓଲଟା ସିଧା ଏକ ସମାନ, ତେବେ କୁହ ମୋର ନାମ କଣ ?
ଉତ୍ତର – ଡାଲଡା
ପ୍ରଶ୍ନ – 11
ଏମିତି କେଉଁ ଜିନିଷ ଅଛି ଯାହା ଆପଣଙ୍କ ହୋଇଥାଏ କିନ୍ତୁ ଆଉ ଜଣେ ବ୍ୟବହାର କରିଥାଏ ?
ଉତ୍ତର – ଆପଣଙ୍କ ନାମ
ପ୍ରଶ୍ନ – 12
ମଧ୍ୟପ୍ରଦେଶରେ କୁମ୍ଭ ମେଳା କେଉଁସ୍ଥାନରେ ହୋଇଥାଏ ?
ଉତ୍ତର – ଉଜ୍ଜୈନ ରେ
ପ୍ରଶ୍ନ – 13
ଭାଷାର ମା କାହାକୁ କୁହାଯାଏ ?
ଉତ୍ତର : ସଂସ୍କୃତକୁ
ପ୍ରଶ୍ନ – 14
ଇଞ୍ଜିନିୟରକୁ ଓଡିଆରେ କଣ କୁହାଯାଇଥାଏ ?
ଉତ୍ତର : ଯନ୍ତ୍ରୀ
ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ