୧୨ ବର୍ଷ ପୂର୍ବେ TV ସିରିଏଲ ‘ଛୋଟୀ ବୋହୁ’ ରେ ଦୁଇ ଭଉଣୀ ର ଅଭିନୟ କରିଥିବା ଏହି ଦୁଇ Actress ଆଜି ଆଗ ଅପେକ୍ଷା ଦେଖା ଯାଆନ୍ତି ଅଧିକ ସୁନ୍ଦର ଆଉ ବୋଲ୍ଡ

ଟିଭି ରେ ଅନେକ ରୋମାଣ୍ଟିକ ଷ୍ଟୋରି ଯିଏ ନିଜ ଦର୍ଶକ ମାନଙ୍କର ଭରପୁର ମନୋରଞ୍ଜନ କରିଛନ୍ତି ଓ ତାହା ମଧ୍ୟରୁ ଗୋଟିଏ ସିରିଏଲ ଅଟେ ଛୋଟୀ ବୋହୁ ଯାହାକୁ 2008 ରେ ଟିଭି ଚ୍ଯାନେଲ କଲର୍ସ ରେ ପ୍ରସାରିତ କରା ଯାଇଥିଲା । ଏହି ସିରିଏଲ ର କାହାଣୀ ଦର୍ଶକ ଙ୍କୁ ଏତେ ପସନ୍ଦ ଆସିଥିଲା କି ଏହି ସିରିଏଲ ନିଜର 1000 ରୁ ଅଧିକ ଏପିସୋଡ କମ୍ପ୍ଲିଟ କରି ନେଇଥିଲା । ଏହି ସିରିଏଲ 2012 ପର୍ଯ୍ୟନ୍ତ ଦର୍ଶକ ଙ୍କର ଭରପୁର ମନୋରଞ୍ଜନ କରିଥିଲା । ଯାହାର ସାରା କ୍ରେଡିଟ ଯାଏ ସିରିଏଲ ର ଷ୍ଟାରକାଷ୍ଟଙ୍କୁ ।

ଯେଉଁମାନେ ନିଜର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କର ମନକୁ ଜିତି ନେଇଥିଲେ । ସେହି ଦୁଇଟି ଚରିତ୍ର ମଧ୍ୟରେ ଦୁଇଟି ଚରିତ୍ର ଥିଲା ରାଧିକା ଓ ବିଶାଖା। ଯେଉଁ ମାନେ ସିରିଏଲ ରେ ଭଉଣୀ ତ ଅଟନ୍ତି କିନ୍ତୁ ଦୁଇ ଜଣଙ୍କ ଅନ୍ଦାଜ ବିଲକୁଲ ଅଲଗା ଅଟେ । ଏହି ଦୁଇଟି ଚରିତ୍ର କୁ ହିଁ ଦର୍ଶକ ବହୁତ ପସନ୍ଦ କରିଥିଲେ ।

କିନ୍ତୁ ଏହି ସିରିଏଲ ସରିବାର ଆଜି 8 ବର୍ଷ ହୋଇ ଯାଇଛି ଓ ଏହି 8 ବର୍ଷରେ ଏହି ଦୁଇଟି ଚରିତ୍ର କରିଥିବା ଅଭିନେତ୍ରୀ ବହୁତ ବଦଳି ଯାଇଛନ୍ତି । ଯାହାଙ୍କୁ ପ୍ରଥମ ନଜରରେ ଚିହ୍ନିବା ଟିକେ କଷ୍ଟ ଅଟେ । ଆଜି ଆମେ ଆପଣଙ୍କୁ ଏହି ଦୁଇ ଅଭିନେତ୍ରୀ ଙ୍କ ବିଷୟରେ କହିବୁ ଯିଏ ଆଗ ପେକ୍ଷା କାଫି ବଦଳି ଯାଇଛନ୍ତି ।

ସିରିଏଲ ରେ ମୁଖ୍ୟ ଚରିତ୍ର ରାଧିକା ରୋଲ ରେ ନଜର ଆସିଥିବା ଅଭିନେତ୍ରୀ ରୁବିନା ଦିଲାଇକ ଙ୍କ ଜନ୍ମ 26 ଅଗଷ୍ଟ 1987 ରେ ସିମଲା ରେ ହୋଇଥିଲା । ଏହିଠାରୁ ସେ ନିଜର ପାଠ ପଢା ପୁରା କରିଥିଲେ । ଯଦି ଆମେ ତାଙ୍କ ଆକଟିଂ କ୍ଯାରିୟର ବିଷୟରେ କହିବା ତ ସେ 2007 ରେ ଆସିଥିବା ଫିଲ୍ମ ଜବ ଵି ମେଟ ରୁ ଆକଟିଂ କ୍ଯାରିୟର ର ଆରମ୍ଭ କରିଥିଲେ ।

ଯେଉଁଥିରେ ତାଙ୍କୁ ବହୁତ ପସନ୍ଦ କରାଯାଇଥିଲା । ତାଙ୍କୁ ଆଉ କୌଣସି ଫିଲ୍ମ କରିବାକୁ ନ ମିଳିଲେ ମଧ୍ୟ ସେ ଛୋଟ ପରଦାରେ ନିଜର ଜଲବା ଦେଖେଇଥିଲେ । ଏହା ପରେ ସେ ସିରିଏଲ ରେ ଛୋଟୀ ବିହୁରେ ମୁଖ୍ୟ ରୋଲ ରେ ନଜର ଆସି ଦର୍ଶକ ମାନଙ୍କ ମନକୁ କିଣି ନେଇଥିଲେ ଯେଉଁ କାରଣରୁ ତାଙ୍କୁ ଆଉ କିଛି ସିରିଏଲ ରେ କାମ କରିବାକୁ ମଉକା ମିଳିଥିଲା ।

ସେଇଠି ଏହି ସିରିଏଲ ରେ ରାଧିକା ର ଭଉଣୀ ବିଶାଖା ରୋଲ ରେ ନଜର ଆସିଥିବା ଅଭିନେତ୍ରୀ ଙ୍କ ନାମ ପ୍ରିୟଙ୍କା ମିଶ୍ର ଅଟେ । ଯାହାଙ୍କର ଜନ୍ମ ଉତ୍ତର ପ୍ରଦେଶରେ ହୋଇଥିଲା । ଏଠାରୁ ହିଁ ସେ ନିଜର ପାଠ ପଢା ପୁରା କରିଥିଲେ । ସେ ପ୍ରଥମେ ମଡେଲିଙ୍ଗ କରିଥିଲେ ଓ ଏହା ପରେ ଛୋଟୀ ବୋହୁ ସିରିଏଲ ରେ ଅଭିନୟ କରି ଫେମସ ହୋଇଥିଲେ । ଏହା ପରେ ତାଙ୍କୁ ଜୟ ଶ୍ରୀ କୃଷ୍ଣ ରେ ଦେବକୀ ରୋଲ କରିବାକୁ ମଉକା ମିଳିଥିଲା ।

କିନ୍ତୁ ଆଜି ଏହି ସିରିଏଲ ସରିବାର 8 ବର୍ଷ ହୋଇ ଯାଇଛି ଓ ଏହି 8 ବର୍ଷରେ ଏହି ଦୁଇ ଅଭିନେତ୍ରୀ ବହୁତ ବଦଳି ଯାଇଛନ୍ତି । ଯାହାଙ୍କୁ ପ୍ରଥମ ନଜରରେ ଚିହ୍ନିବା ଟିକେ ମୁସ୍କିଲ ଅଟେ । ଯେଉଁଠି ରାଧିକା ଅଭିନୟ କରିଥିବା ଅଭିନେତ୍ରୀ ରୁବିନା ଦିଲାଇକ ଆଜି 33 ବର୍ଷର ହୋଇ ଯାଇଛନ୍ତି ସେଇଠି ପ୍ରିୟଙ୍କା ମିଶ୍ର ମଧ୍ୟ ଆଗ ଅପେକ୍ଷା ବହୁତ ବଦଳି ଯାଇଛନ୍ତି । ରୁବିନା ଦିଲାଇକ 2018 ରେ ଟିଭି ଷ୍ଟାର ଅଭିନବ ଶୁକ୍ଲା ଙ୍କ ସହିତ ବିବାହ କରି ନେଇଛନ୍ତି ଓ ସେ ଆଗ ଅପେକ୍ଷା ଆଜି ବହୁତ ଅଧିକ ଷ୍ଟାଇଲିସ ଓ ବୋଲ୍ଡ ନଜର ଆସନ୍ତି ଓ ସେ ଏବେ ବି ନିଜର ଆକଟିଂ କ୍ଯାରିୟର କୁ ଜାରି ରଖିଛନ୍ତି ।

ସେଇଠି ପ୍ରିୟଙ୍କା ମିଶ୍ର ଆଗ ଭଳି ଆଜି ମଧ୍ୟ ଶିଙ୍ଗିଲ ଅଛନ୍ତି ଓ ଏକୁଟିଆ ହିଁ ନିଜ ଜୀବନ ବିତାଉଛନ୍ତି । ଯିଏ ସିରିଏଲ ଛୋଟୀ ବୋହୁ ଓ ଜୟ ଶ୍ରୀ କ୍ରୀଷ୍ଣା ପରେ ଆଉ କୌଣସି ସିରିଏଲ ରେ କାମ କରିଲେ ନାହିଁ ଓ ନା ସେ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ଆକ୍ଟିଭ ଅଟନ୍ତି । ଯେଉଁ କାରଣରୁ ଆମକୁ ତାଙ୍କର ବହୁତ କମ ଫଟୋ ଦେଖିବାକୁ ମିଳିଥାଏ ଯେଉଁଥିରେ ସେ ବହୁତ ସିମ୍ପଲ ଅନ୍ଦାଜ ରେ ନଜର ଆସନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ ଏହି ସିରିଏଲ ରେ ଏହି ଦୁଇ ଅଭିନେତ୍ରୀଙ୍କ ଅଭିନୟ କେମିତି ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *