‘ଯିଏ ମୋ ପୁଅ ଆର୍ୟନକୁ ମିଛରେ ଫସେଇବାକୁ ଚେଷ୍ଟା କରୁଛି ତାକୁ ନିଃଶ୍ୱାସ ନେବାକୁ ଦେବିନି’ Aryan ଗିରଫ ହେବା ପରେ ରାଗିଯାଇ Shahrukh କହିଲେ କିଛି ଏମିତି…ଦେଖନ୍ତୁ Video

କୃସ୍ ପାର୍ଟିରେ ଆରିୟାନ ଖାନ ଗି-ର-ଫ ହେବା ପରେ ବଲିଉଡ ଅଭିନେତା ଶାହରୁଖ ଖାନ ଅସ୍ଥିର ହେବାକୁ ଲାଗିଛନ୍ତି । ପୁଅ ଆରିୟାନକୁ ଡ୍ର-ଗ୍ସ ପାର୍ଟିରେ ଗି-ର-ଫ କରାଯାଇଛି । ଶାହରୁଖ ନିଜ ଫିଲ୍ମ ‘ପଠାନ’ର ସୁ-ଟି-ଙ୍ଗ ଛାଡି ପୁଅ ପାଇଁ ଆସି ଯାଇଛନ୍ତି ହେଲେ କିଛି ବି କରି ପାରୁ ନାହାନ୍ତି । ବର୍ତ୍ତମାନ ଏନସିବି କ-ଷ୍ଟେ-ଡି-ରେ ଅଛନ୍ତି ଆରିୟାନ ଖାନ । ଆରିୟାନଙ୍କ କ-ଷ୍ଟେ-ଡି-ର ଦିନ ଯେତେ ବଢୁଛି ଶାହରୁଖ ଖାନଙ୍କ ଅସ୍ଥିରତା ମଧ୍ୟ ବଢିବାରେ ଲାଗିଛି ।

ଶାହରୁଖ ବଡ ବଡ ମନ୍ତ୍ରୀ ଓ ବଡ ବଡ ଏନସିବି ଅଧିକାରୀଙ୍କ ସହ କଥା ହେଉଛନ୍ତି । ଅନ୍ୟ ପକ୍ଷରେ ଆରିୟାନଙ୍କ ଓକିଲ ସତିଶ ମନସିନ୍ଦେ ନିଜ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି । ସତିଶ ବଡ ବଡ କଳାକାର ମାନଙ୍କର ବେ-ଲ କରାଇ ଛନ୍ତି । ବର୍ତ୍ତମାନ ସତିଶ ଗୋଟେ ପରେ ଗୋଟେ ତର୍କକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ସତିଶଙ୍କ ମତରେ, ଆରିୟାନଙ୍କୁ ସେହି କୃସ୍ ପାର୍ଟିରେ ନିମନ୍ତ୍ରଣ କରଯାଇଥିଲା । ତାଙ୍କ ପାଖରେ କୌଣସି ଟିକେଟ ନଥିଲା ।

ଆରିୟାନ ସେହି ପାର୍ଟିରେ ଡ୍ର-ଗ୍ସ ନେଇ ନାହାନ୍ତି ଓ ତାଙ୍କ ପାଖରେ କୌଣସି ଡ୍ର-ଗ୍ସ ନାହିଁ । ଏହି ସବୁ ତ-ର୍କ ଆଧାରରେ ସେ ଆରିୟାନଙ୍କ ବେ-ଲ ପାଇଁ ଚେଷ୍ଟା ଚଲେଇ ଛନ୍ତି । ଅନ୍ୟ ପକ୍ଷରେ ଶାହରୁଖ ଖାନଙ୍କ କିଛି ବଡ କଥା ସାମ୍ନାକୁ ଆସିଛି । ମି-ଡି-ଆ ରିପୋର୍ଟସ ଅନୁସାରେ ଶାହରୁଖ ଖାନ କହିଛନ୍ତି-‘ମୋ ପୁଅ ଉପରେ ହୋଇଥିବା ପ୍ରତୀତି ଅ-ତ୍ୟା-ଚା-ର-ର ବଦଲା ମୁ ନେବି ।ମୋ ପୁଅ ଜୀବନକୁ ଯେଉଁ ମାନେ ନଷ୍ଟ କରିବାକୁ ଚାହୁଁ ଛନ୍ତି ମୁ ତାଙ୍କ ଜୀବନକୁ ସ୍ତିର କରି ରଖିବୀ ନାହିଁ ।

ଯେଉଁ ମାନେ ମୋ ପୁଅର କାରିୟରକୁ ବରବାଦ କରୁଛନ୍ତି ମୁ ସେମାନଙ୍କ ଜୀବନର କାରିୟର ବରବାଦ କରିଦେବି’ । ଏମିତି ଅନେକ କିଛି କଥା ଶାହରୁଖ ଖାନ କହୁଥିବାର ଶୁଣିବାକୁ ମିଳିଛି । ତା ହେଲେ ବନ୍ଧୁଗଣ ଏହି ଘଟଣାଟି ଶାହରୁଖ ଓ ତାଙ୍କ ପୁଅ ଆରିୟାନଙ୍କ ଜୀବନରେ କେତେ ପ୍ରଭାବ ପକାଇବ ତାହା ବହୁତ ଶୀଘ୍ର ଜଣା ପଡିଯିବ ।

Leave a Reply

Your email address will not be published. Required fields are marked *