ପୁଅ Aryan ଙ୍କୁ କେତେ ଟଙ୍କା ପକେଟ ମନି ଦେଉଥିଲେ Shahrukh ? ଜାଣିଲେ ଚମକି ପଡିବେ ଆପଣ !

ବନ୍ଧୁଗଣ ବଲିଉଡର କିଙ୍ଗ ଖାନ ଶାହରୁଖ ଖାନଙ୍କ ପୁଅ ଆରିୟାନ ଖାନ ଗି-ର-ଫ ହେବା ପରେ ସୋ-ସି-ଆ-ଲ ମି-ଡି-ଆରେ ଏହାକୁ ନେଇ ଚର୍ଚା ଜୋରସୋର ଧରିଛି । ବର୍ତ୍ତମାନ ଆରିୟାନଙ୍କ ଲାଇଫ ଷ୍ଟାଇଲକୁ ନେଇ ମଧ୍ୟ ବହୁତ ଚର୍ଚା ହେଉଛି । ଗତ ଶନିବାର ଦିନ ମୁମ୍ବାଇର ଗୋଆ ଯାଉଥିବା ଏକ କୃସ୍ ପାର୍ଟିରେ ଏନସିବି ଟିମ ଚଢାଉ କରିଥିଲା । ସେହି କୃସ୍ ରେ ଡ୍ର-ଗ୍ସ ପାର୍ଟି ଚାଲିଥିଲା ଯେଉଁଠି ଆରିୟାନ ଖାନ ବି ଥିଲେ ।

ଏହା ପରେ ଏନସିବି ଆରିୟାନଙ୍କ ସହ ଅନ୍ୟ ୧୦ ଜଣଙ୍କୁ ଗି-ର-ଫ କରିଥିଲା । ସାଧାରଣତଃ ଷ୍ଟାର କିଡ୍ସ ମାନଙ୍କ ଜୀବନରେ କୌଣସି ସୁଖ ସୁବିଧାର ଅଭାବ ରହେ ନାହିଁ । ଏମିତିରେ ଆରିୟାନ ଏତେ ବଡ ବଡ ପାର୍ଟିରେ କେତେ ଟଙ୍କା ଖର୍ଚ୍ଚ କରୁଥିଲେ ଓ ଡ୍ର-ଗ୍ସ ମଧ୍ୟ କେତେ ଟଙ୍କାର ନେଉଥିଲେ ତାକୁ ନେଇ ଚର୍ଚା ହେଉଛି । ଶାହରୁଖ ଖାନଙ୍କ ପାଖରେ ଟଙ୍କାର ଅଭାବ ନାହିଁ । ୨୦୧୪ ମସିହାରେ ଶାହରୁଖ ଖାନ ବିଶ୍ଵର ଦ୍ଵିତୀୟ ଧନୀ ଥିଲେ ।

୫ ହଜାର କୋଟିରୁ ଉର୍ଦ୍ଧ ସମ୍ପତ୍ତିର ମାଲିକ ହେଉଛନ୍ତି ଶାହରୁଖ ଖାନ । ଅନ୍ୟ ପକ୍ଷରେ ପୁଅ ଆରିୟାନଙ୍କ ଲକଜରିଅସ ଲାଇଫ ଷ୍ଟାଇଲ । ଇଣ୍ଡିଆ ଟିଭି ନାମକ ଏକ ଗଣମାଧ୍ୟମ ଆରିୟାନଙ୍କ ପକେଟ ମନି ବିଷୟରେ କହିଛି । ରିପୋର୍ଟସ ମୁତାବକ ୧୫ ରୁ ୨୦ ଲକ୍ଷ ଆରିୟାନ ମାସକୁ ଖର୍ଚ୍ଚ କରନ୍ତି । ଏନସିବି ଯେତିକି ଡ୍ର-ଗ୍ସ ଜବତ କରିଛି ତାକୁ କିଣିବା ପାଇଁ ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେବ ।

ଅନ୍ୟ କିଛି ରିପୋର୍ଟରେ ଶାହରୁଖ ନିଜ ପୁଅକୁ ୫୦ ରୁ ୬୦ ଲକ୍ଷ ଟଙ୍କା ପକେଟ ମନି ଦିଅନ୍ତି ବୋଲି ମଧ୍ୟ କୁହାଯାଇଛି । ଯଦି ଆରିୟାନ ମାସକୁ ୫ ଲକ୍ଷ ଟଙ୍କା ପାଉଥିବେ ତା ହେଲେ ଏଭଳି ଡ୍ର-ଗ୍ସ ଆଉ ଲକଜରିଅସ ଲାଫ ପାଇବା ସମ୍ଭବ ନୁହେଁ । ତେଣୁ ବାପା ଶାହରୁଖ ଖାନ ୧୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ପକେଟ ମନି ଦିଅନ୍ତି ବୋଲି ଚର୍ଚା ହେଉଛି । ତା ହେଲେ ବନ୍ଧୁଗଣ ଆରିୟାନଙ୍କ ପକେଟ ମନି ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *