ଇଏ କେମିତିକା ପୁଅ…୧୩ ବର୍ଷରୁ ଫ୍ରିଜରେ ରଖି ଥିଲା ମା’ର ମୃତଦେହ, କାରଣ ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ଆଜି କାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରହୁଛି । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବାଙ୍ଗାଲୋରର ଜଣେ ଯୁବକ ନିଜ ମାଙ୍କ ମୃ-ତ ଶରୀରକୁ ପାଖା ପାଖି ୧୩ ବର୍ଷ ହେବ ଫ୍ରିଜରେ ରଖିଥିଲେ ।

ସୋ-ସି-ଆ-ଲ ମି-ଡି-ଆରେ ବିଭିନ୍ନ ଉପାୟର ଅବଲମ୍ବନ କରି ସେ ମା’ର ମୃ-ତ ଶରୀରକୁ ଫ୍ରିଜରେ ରଖିଥିଲେ ଯାହାର ଚିତ୍ର ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ବାଙ୍ଗାଲୋରରେ ଏହି ଘଟଣାଟି ବହୁତ ଚର୍ଚାରେ ରହିଛି ଓ ଯୁବକ ଜଣକ କଣ ପାଇଁ ନିଜ ମାଙ୍କୁ ଫ୍ରିଜରେ ରଖିଥିଲେ ତାହା ବିଷୟରେ ଜାଣିଲେ ଆପଣ ମାନେ ଆହୁରି ଆଶ୍ଚର୍ଯ୍ୟ ହେବେ ।

ଯୁବକଙ୍କ ମା ସରକାରୀ ପେନସନ ପାଉଥିଲେ ଓ ମା ମ-ରି-ଗ-ଲା ପରେ ସେ କିପରି ଚଳିବେ ତାହା ବିଷୟରେ ସେ ଚିନ୍ତା କରିଥିଲେ । ତେବେ ମା’ଙ୍କ ଶ-ବ-କୁ ସେ ଫ୍ରିଜରେ ରଖିଥିଲେ ଓ ପ୍ରତିବର୍ଷ ପେନସନ ପଇସାକୁ ସେ ଉପଭୋଗ କରୁଥିଲେ । ଏବେ ପର୍ଯ୍ୟନ୍ତ ସେ ୬୦ ଲକ୍ଷ ଟଙ୍କାର ପେନସନ ସେ ନିଜ ମୃ-ତ ମା’ଙ୍କ ନାମ ନେଇ ପାଇଛନ୍ତି । ଯେତେବେଳେ ମା’ଙ୍କ କଥା ପଚରା ଯାଉଥିଲା ସେତେବେଳେ ମା ଗାଁରେ ଅଛନ୍ତି ଓ ତାଙ୍କ ଦେହ ଅସୁସ୍ଥ ଅଛି ବୋଲି ସେ କହିଥିଲେ ।

୧୩ ବର୍ଷ ପରେ ଶ-ବ-କୁ ଉଧାର କରଚି ବାଙ୍ଗାଲୁରୁ ପୋଲିସ । ଗୋଟେ ୪୦ ବର୍ଷର ପୁଅ ପେନସନ ଟଙ୍କା ପାଇବା ପାଇଁ କିପରି ଭାବରେ ୧୩ ବର୍ଷ ହେବ ମା ସ-ବ ସ-ତ୍କା-ର ନକରି ତାକୁ ଫ୍ରିଜ ରଖିଥିଲା ତାକୁ ନେଇ ବର୍ତ୍ତମାନ ବହୁତ ପ୍ରଶ୍ନ ଉଠୁଛି । ବ୍ୟକ୍ତି ଜଣକ ବିଭିନ୍ନ ପ୍ରକାରର କେମିକାଲର ବ୍ୟବହାର କରି ମା ସ-ବ-କୁ ଏତେ ବର୍ଷ ଯାଏଁ ଫ୍ରିଜରେ ରଖିଥିଲେ । ତେବେ ଘର ପାଖର ଲୋକ ଏହାର ସୂଚନା ପୋଲିସକୁ ଦେବା ପରେ ସ-ବ-ଟି-କୁ ଉଧାର କରଯାଇଥିଲା ବୋଲି ସୂଚନା ମିଳିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *