‘ପ୍ରେମିକ ସହ ଶୋଇଥିଲି, ପୁଅ ଦେଖିଦେଲା, ସେଥିପାଇଁ ମୁଁ ତାକୁ…’ ନୃଶଂସ ମା’ ନିଜ ପିଲାକୁ ମାରିବା ପରେ ବଖାଣୁଛି ହତ୍ୟା ପଚରା କାହାଣୀ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଣେ ମା’ ତାର ୩ ବର୍ଷ ର କଅଁଳ ଶିଶୁ କୁ ମଆରିଦେଇଛି । ଆସନ୍ତୁ ଏଭଳି କାଣ୍ଡ ଭିଆଇବା ପଛର ରହସ୍ୟ ସମ୍ବନ୍ଧରେ ଜାଣିନେବା । ୩ ବର୍ଷ ର କଅଁଳ ଶିଶୁଟିଏ, ସେ ମା’ ସ୍ନେହ ଛଡା ଆଉ କଣ ବା ଜାଣିଥିବ ଦୁନିଆରେ ?  ତା’ ଆଖି ଆଗରେ ତା’ ମା ଅନ୍ୟ ପୁରୁଷ ଙ୍କ ସହିତ ଖରାପ ସମ୍ପର୍କ ରଖିଲା । ସେ କିଛି ଜାଣୁ କି ଅବା ନ ବୁଝୁ ମା’ ମନରେ ପାପ ଛୁଇଁଲା ସେ ଚିନ୍ତା କରିଲା ଯେ କାଳେ ଏହି କୁନି ପିଲାଟି କାହା ଆଗରେ କ’ଣ କହିଦେବ

ଏବଂ ତାହାର ଅସଲ ମୁଖା ପଦାରେ ପଡିଯିବ ଏବଂ ଶେଷରେ ପ୍ରେମ ପାଇଁ ପାଗେଳି ହେଇଥିବା ମା’ ଏହିଭଳି କାଣ୍ଡ କରିଲା ଯାହାକୁ ଚିନ୍ତା କରିଲା ମାତ୍ରେ ରୋମ ଟାଙ୍କୁରି ଯାଉଅଛି । ନିଜ ଶିଶୁ କୁ କଚଆଡି କଚଆଡି ମଆରିଦେଲା ମା’ ଜଣଙ୍କ । ମାତ୍ର ସେତିକି ରେ ତାହାର ମନ ବୁଝିଲାନି ଯେ ତାକୁ ନେଇ ମାଟି ଖୋଳି ପୋତିଦେଲା ।

ଖବର ଅନୁଯାୟୀ ମା’ ର ସବୁ କଥା ପୁଅ ନୀତି ଦେଖୁଥିଲା ଏବଂ ପୁଅ କାଳେ ବଡ ହୋଇ ସମସ୍ତଙ୍କୁ କହିଦେବ ବୋଲି ମା’ ଏମିତି ଏକ ନିଷ୍ପତ୍ତି ନେଲା । ଆମ ସଭ୍ୟ ସମାଜରେ ମଣିଷ ପଥଭ୍ରଷ୍ଟ ହୋଇ କୁପଥଗାମୀ ହେଲାଣି । କେଉଁଠି ପିଲାଛୁଆ, ସ୍ଵାମୀ ଙ୍କୁ ଛାଡି ସ୍ତ୍ରୀ ପର ପୁରୁଷ ସହିତ ଚାଲି ଯାଉଅଛି ଆଉ କେଉଁଠି ନିଜ ଛୁଆ, ପିଲା ସ୍ତ୍ରୀ କୁ ଛାଡି ସ୍ଵାମୀ ପର ସ୍ତ୍ରୀ କୁ ନେଇ ଯାଉଛି ।

ନୀତି ଏଭଳି ଖବର ସାମ୍ନାକୁ ଆସିବାରେ ଲାଗିଛି । ମାତ୍ର ଟିକିଏ ପ୍ରେମ ପାଇବା ପାଇଁ ମା’ କଣ ତା’ ପ୍ରେମିକ ସହିତ ମିଶି ଏଭଳି କାଣ୍ଡ ରଚିପାରେ ? ଏହା ସାଧାରଣତଃ ବିଶ୍ଵାସ କରି ହେଉନାହିଁ । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟମୁଣ୍ଡେଇ ଥାନା ଅନ୍ତର୍ଗତ ମାଟିଆ ପଡା ଗ୍ରାମରେ । ଦୁହିପୁଡ ଗ୍ରାମର ଜଣେ ମହିଳା ମାଟିଆପଡା ଗ୍ରାମର ସୁକାନ୍ତ ନାଥ ନାମକ ଜଣେ ବ୍ୟକ୍ତି ଙ୍କୁ ବିବାହ କରିଥିଲେ ।

ଆଉ ମହିଳା ଙ୍କର ୧ ନୁହେଁ, ୨ ନୁହେଁ ବରଂ ୩ ଟି ସନ୍ତାନ ଅଛନ୍ତି । ଏହାପରେ ମଧ୍ୟ ତାଙ୍କୁ ଆଉ ଏକ ପୁରୁଷ ଙ୍କ ସହିତ ପ୍ରେମ ହୋଇଥିଲା । ସ୍ଵାମୀ ବାହାରେ ରହୁଥିବା ବେଳେ ମହିଳା ଜଣଙ୍କ ଅନ୍ୟ ଜଣଙ୍କ ସହିତ ପ୍ରେମ କରିବାକୁ ଲାଗିଲା ମାତ୍ର ୩ ବର୍ଷର ଶିଶୁ ପୁତ୍ର ରାସ୍ତାରେ ଆସିବାରୁ ମହିଳା ଜଣକ ନିଜ ପ୍ରେମୀକ ଙ୍କ ସହିତ ମିଶି ନିଷ୍ପାପ ଶିଶୁଟିର ହ-ତ୍ୟା କରିଦେଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *