ଯଦି ଆପଣଙ୍କ ପୁଅ ବା ଝିଅର ବିବାହ ହୋଇପାରୁ ନାହିଁ ତ କଣ କରିବେ ? ପଢନ୍ତୁ ଆଜିର ୮ ଅନୁଚିନ୍ତା

ବନ୍ଧୁଗଣ ଏହି ଦୁନାର ଥିବା ସମସ୍ତ ଲୋକଙ୍କ ପାଇଁ ବିବାହ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ହୋଇଥାଏ । ସାଧାରଣତଃ ଗୋଟେ ବାପା ପାଇଁ ତାର ଝିଅର ବିବାହ ସବୁଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ କାମ ହୋଇଥାଏ । ହେଲେ ବନ୍ଧୁଗଣ କିଛି ମହିଳା ଏପରି ଅଛନ୍ତି ଯେଉଁ ମାନେ ବିବାହ ପାଇଁ ରାଜି ହୋଇନଥାନ୍ତି । ଏହା ବ୍ଯତୀତ ଏପରି ମଧ୍ୟ କିଛି ଝିଅ ଅଛନ୍ତି ଯେଉଁ ମାନଙ୍କ ବିବାହରେ ବହୁତ ବାଧା ବିଘ୍ନ ଆସିଥାଏ ଯାହାଫଳରେ ସେମାନଙ୍କର ବିବାହ ହୋଇପାରି ନଥାଏ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବିବାହ ସମ୍ବନ୍ଧିତ ଏପରି କିଛି ଗୁରୁତ୍ଵପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ମାନେ ବିବାହ ସମ୍ବନ୍ଧିତ ସମସ୍ତ ସମସ୍ଯାକୁ ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଯଦି ଆପଣ ମଙ୍ଗଳ ବାର ଦିନ ଗାଈକୁ ମାସୁରୀ ଡାଲି ସହିତ ଗୁଡ ମିଶାଇ ଖାଇବାକୁ ଦିଅନ୍ତି ତା ହେଲେ ଆପଣଙ୍କ ସମସ୍ତ ମନୋସ୍କାମନା ନିଶ୍ଚୟ ପୂରଣ ହେବ ।

୨. ଯଦି ଆପଣଙ୍କ ଘରେ କୌଣସି ସମସ୍ଯା ଲାଗି ରହୁଛି ତା ହେଲେ ଆପଣ ସଖାଳୁ ଉଠି ଗଣେଶଙ୍କ ଉପରେ ନାଲି ରଙ୍ଗର ଫୁଲ ଚଢାଇ ଦିଅନ୍ତୁ । ଦେଖିବେ ଆପଣଙ୍କର ଘରର ସମସ୍ତ ସମସ୍ଯା ନିଶ୍ଚୟ ଦୂର ହୋଇଯିବ ।

୩. ଯଦି ବନ୍ଧୁଗଣ ଆପଣଙ୍କ କନ୍ୟାର ବିବାହ ହୋଇପାରୁ ନାହିଁ ତା ହେଲେ ଆପଣ ଏକ ହଳଦିଆ କପଡାରେ ହଳଦୀ ବାନ୍ଧି କନ୍ୟାର ତକିଆ ତଳେ ରଖିଦିଅନ୍ତୁ । ଦେଖିବେ କନ୍ୟାର ବିବାହ ନିଶ୍ଚୟ ହୋଇଯିବ ।

୪. ଯଦି ପୁତ୍ର ଓ କନ୍ୟାର ବିବାହ ହୋଇପାରୁ ନଥିବ ତା ହେଲେ ଆପଣ ୧୩ ଦିନ ପର୍ଯ୍ୟନ୍ତ ଆଶ୍ଵସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ । ଦେଖିବେ ଆପଣଙ୍କୁ ନିଶ୍ଚୟ ଶୁଭଫଳ ମିଳିବ ।

୫. ଯଦି ବିବାହ ପାଇଁ ପୁତ୍ର କିମ୍ବା କନ୍ୟା ରାଜି ହେଉ ନଥାନ୍ତି ତା ହେଲେ ତାଙ୍କ ଶୋଇବା ଘରର ଉତ୍ତର ପାଟରେ ଏକ କ୍ରିଷ୍ଟାଲ ବଲ କାଚ ରଖିଦିଅନ୍ତୁ । ଦେଖିବେ ଆପଣଙ୍କୁ ନିଶ୍ଚୟ ଶୁଭଫଳ ମିଳିବ ।

୬. ଯଦି ପୁତ୍ର କିମ୍ବା କନ୍ୟାର ଜାତକରେ ମଙ୍ଗଳ ଦୋଷ ରହିଥାଏ ତା ହେଲେ ଆପଣ ମଙ୍ଗଳ ବାର ଦିନ ବ୍ରତ କରନ୍ତୁ । ଏହାର କରିବା ଦ୍ଵାରା ଜାତକରେ ଥିବା ମଙ୍ଗଳ ଦୋଷ ଖଣ୍ଡନ ହୋଇଥାଏ ।

୭. ବନ୍ଧୁଗଣ ଗର୍ଭାବସ୍ତା ସମୟରେ ଚାଉଳରେ ହଳଦୀ ମିଶାଇ ଘର ମଧ୍ୟରେ ପକାଇଲେ ଘର ମଧ୍ୟରେ ଥିବା ସମସ୍ତ ଅଶୁଭ ଶକ୍ତି ଦୂର ହୋଇଥାଏ । ଏହା ସହିତ ମା ଓ ଶିଶୁଙ୍କର ମଙ୍ଗଳ ହୋଇଥାଏ ।

୮. ଯଦି ବନ୍ଧୁଗଣ ଆପଣଙ୍କର କୌଣସି କାର୍ଯ୍ୟ ହୋଇପାରୁ ନାହିଁ କିମ୍ବା କାର୍ଯ୍ୟରେ ବାଧା ବିଘ୍ନ ଆସୁଛି ତା ହେଲେ ଆପଣ ନିଜ ସମସ୍ଯା ବିଷୟରେ ଗାଈ କାନରେ କହିଦିଅନ୍ତୁ ଦେଖିବେ ଆପଣଙ୍କ କାର୍ଯ୍ୟରେ ସଫଳତା ନିଶ୍ଚୟ ମିଳିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *