Jyotish Shastra – ପୃଥିବୀର ସବୁଠାରୁ ଶକ୍ତିଶାଳୀ ହୋଇଥାନ୍ତି ଏହି 2ଟି ରାଶି, ଭଗବାନ ସର୍ବଦା ରହିଥାନ୍ତି ଏମାନଙ୍କ ସାଥିରେ

ମଣିଷ ଜନ୍ମ ସମୟ ରେ ନିଜ ଭାଗ୍ୟ କୁ ତା ସାଙ୍ଗରେ ଆଣି ଆସିଥାଏ । କେହି କେହି ଜନ୍ମ ସମୟ ରେ ଧନ, ଖୁସି, ଭଲ ପରିବାର ଭାଗ୍ୟ ଆଣି ଆସିଥାଏ ଓ କେହି ଭାଗ୍ୟରେ ଦୁଃଖ ଆଣିଥାଏ । ମଣିଷ ଜୀବନରେ ରାଶି ଫଳ ର ଭୂମିକା ଗୁରତ୍ଵପୂର୍ଣ୍ଣ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୧୨ ଗୋଟି ରାଶି ରହିଛି । ସମସ୍ତ୍ ବ୍ୟକ୍ତି ଙ୍କ ର ଅଲଗା ଅଲଗା ରାଶି ହୋଇଥାଏ। ମଣିଷ ଜୀବନର ସମସ୍ତ ପରିବର୍ତ୍ତନ ରାଶି ଓ ଗ୍ରହ ମାନଙ୍କ ଯୋଗୁଁ ଘଟିଥାଏ ।

କିଛି ଲୋକଙ୍କ ପାଇଁ ଏହି ରାଶି ପରିବର୍ତ୍ତନ ଅତ୍ୟନ୍ତ ଭଲ ହେଇଥାଏ ଓ ଆଉ କିଛି ଲୋକଙ୍କ ପାଇଁ ଖରାପ ହେଇଥାଏ । ସେଥିପାଇଁ ଜୀବନରେ ଭଲ ଖରାପ ଲାଗି ରହିଥାଏ । ସର୍ବଦା ଭଲ ଓ ସର୍ବଦା ଖରାପ ହେବା ଏମିତି କିଛି ମାନେ ନାହିଁ । ୧୨ ଗୋଟି ରାଶି ମାନଙ୍କ ର ଉପସ୍ଥିତି, ଗ୍ରହ ଓ ନକ୍ଷତ୍ର ମାନଙ୍କ ସହ ଜଡ଼ିତ ରହିଛି ।

ଯେତେବେଳ ଏହି ଗ୍ରହ ନକ୍ଷତ୍ର ନିଜ ନିଜ ର ସ୍ଥିତି ବଦଳାଇଥାନ୍ତି ସେତେବେଳେ ଏହାର ସକରାତ୍ମକ ଓ ନାକରାତ୍ମକ ପ୍ରଭାବ ଆମ ରାଶି ଉପରେ ପଡ଼ିଥାଏ । ରାଶି କୁ ଆଧାର କରି କୌଣସି ବ୍ୟକ୍ତି ର ଜୀବନ ବିଷୟରେ ଜାଣିହୁଏ । ସବୁଦିନ ଗ୍ରହ ମାନଙ୍କ ଭିତରେ ନିରନ୍ତର ପରିବର୍ତ୍ତନ ହୁଏ । ଭଗବାନଙ୍କ ମଧ୍ୟରୁ ସବୁଠୁ ଶକ୍ତିଶାଳୀ ମହାଦେବଙ୍କୁ ମାନିଥାଉ । ଆମେ ତାଙ୍କୁ ଦେବ ଙ୍କ ଦେବ ମହାଦେବ ବୋଲି ସମ୍ବୋଧନ କରିଥାଉ ।

ଯଦି ମହାଦେବ କୌଣସି ଭକ୍ତ ଉପରେ ପ୍ରସନ୍ନ ହୋଇ ଯାଆନ୍ତି ତା ଭାଗ୍ ରେ ଖୁସି ର ବର୍ଷା ହେବାକୁ ଲାଗିଥାଏ । ଆସନ୍ତୁ ଜାଣିବା ପୃଥିବୀ ର ଏହିପରି ସବୁଠାରୁ ଶକ୍ତିଶାଳି ୨ ରାଶି ବିଷୟରେ ଯେଉଁ ମାନଙ୍କ ଉପରେ ସର୍ବଦା ଭଗବାନ ଭୋଲେନାଥ ଙ୍କ ଆଶୀର୍ବାଦ ରହିଥାଏ ଓ ଏମାନେ ଜୀବନରେ ବହୁତ ସଫଳତା ହାସଲ କରିଥାନ୍ତି ।

ମେଷ ରାଶି: ଏହି ରାଶି ଉପରେ ଦେବ ଙ୍କ ଦେବ ମହାଦେବ ଙ୍କ ଆଶୀର୍ବାଦ ରହିଥାଏ । ଏମାନଙ୍କ ଜୀବନରେ ସମସ୍ଯା କିଛି ସମୟ ପର୍ଯ୍ୟନ୍ତ ହିଁ ରହିଥାଏ । ଏହି ରାଶି ର ଲୋକ ମାନଙ୍କୁ ଖୁସି ଅଧିକ ମିଳିଥାଏ । ଭୋଲେନାଥଙ୍କ କୃପାରୁ ଏମାନେ ସବୁ କ୍ଷେତ୍ରରେ ସଫଳ ହୋଇଥାନ୍ତି । ସମଯରେ ଏମାନଙ୍କୁ ବହୁତ ମାନ ସମ୍ମାନ ପ୍ରାପ୍ତ ହୋଇଥାଏ ।

ଧନୁ ରାଶି: ଧନୁ ରାଶି ଜାତକଙ୍କର ସ୍ଵାମୀ ଗ୍ରହ ବୃହସ୍ପତି ଅଟନ୍ତି । ଏଥି ଯୋଗୁ ଅନ୍ୟ କୌଣସି ଗ୍ରହର ଖରାପ ପ୍ରଭାବ ଏହି ରାଶି ଉପରେ ପଡ଼ିନଥାଏ । ଏମାନେ ଦୁନିଆରେ ଅଧିକ ନାମ କମାଇଥନ୍ତି । ଏମାନେ ଯେ କୌଣସି କାମ କରନ୍ତି ସେଥିରେ ସଫଳତା ହାସଲ କରନ୍ତି । ଏମାନଙ୍କୁ ନିଜ ଜୀବନରେ ସମସ୍ତ ପରକାର ଖୁସି ପ୍ରାପ୍ତ ହୋଇଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *