ଯେତେବେଳେ Foreingn ଏୟାରପୋର୍ଟରେ ସମସ୍ତଙ୍କ ସାମ୍ନାରେ Bollywood ର ଏହି 3 ଜଣ ହିରୋଇନ ଙ୍କ ସହ କରାଗଲା ଖରାପ ବ୍ୟବହାର, ଆଉ ତା’ ପରେ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଓ ବଲିଉଡ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡ ଅଭିନେତ୍ରୀ ମାନେ କୌଣସି ନା କୌଣସି କାରଣ ପାଇଁ ସବୁବେଳେ ଲାଇମ ଲାଇଟରେ ରହିଥାନ୍ତି । ବଲିଉଡ ଅଭିନେତ୍ରୀ ମାନେ ଯେଉଁ ସ୍ଥାନରେ ଥିଲେ ମଧ୍ୟ ସେଠାରେ ଭିଡ ହୋଇଯାଇଥାଏ, କାରଣ ଫ୍ୟାନ୍ସ ମାନେ ସେମାନଙ୍କ ସହ ଫଟୋ ଉଠାଇବା ପାଇଁ ଇଛା କରିଥାନ୍ତି । ଠିକ ସେହି ପରି ବଲିଉଡ ଅଭିନେତ୍ରୀ ମାନଙ୍କୁ ଏୟାରପୋର୍ଟରୁ ଫେରୁଥିବା ସମୟରେ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ବଲିଉଡ ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ଏୟାରପୋର୍ଟରୁ ଆସୁଥିବା ସମୟରେ ଅସୁବିଧା ଓ ଲଜ୍ଜିତ ହୋଇଛନ୍ତି । ତା ହେଲେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଜ୍ୟାକଲିନ ଫର୍ନାଣ୍ଡିଜ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଷ୍ଟାଇଲିସ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜ । ଆପଣ ମାନେ ସମସ୍ତେ ଜ୍ୟାକଲିନଙ୍କୁ କେତେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ଜ୍ୟାକଲିନଙ୍କ ସୁନ୍ଦରତା ଓ ଷ୍ଟାଇଲକୁ ଦେଖିବା ପାଇଁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ସେଥିପାଇଁ ଭାରତରେ ଜ୍ୟାକଲିନଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି ।

ହେଲେ ବନ୍ଧୁଗଣ ଥରେ ଜ୍ୟାକଲିନ ଏୟାରପୋର୍ଟରୁ ଆସୁଥିବା ସମୟରେ ଲଜ୍ଜିତ ହୋଇଥିଲେ । କାରଣ ଏୟାରପୋର୍ଟରୁ ଆସୁଥିବା ସମୟରେ ତାଙ୍କର ଏକ ଫ୍ୟାନ ଫଟୋ ଉଠାଇବା ପାଇଁ ଜ୍ୟାକଲିନଙ୍କୁ ଠେଲି ଦେଇଥିଲା । ଯାହା ଫଳରେ ସେହି ସମୟରେ ଜ୍ୟାକଲିନଙ୍କୁ ଲଜ୍ଜିତ ହେବାକୁ ପଡିଥିଲା ।


ଶିଲ୍ପା ସେଟି- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟି । ଶିଲ୍ପାଙ୍କୁ ମଧ୍ୟ କିଛି ବର୍ଷ ପୂର୍ବେ ଜାତିବାଦୀର ଭେଦ ଭାବର ସାମ୍ନା କରିବାକୁ ପଡିଥିଲା । ବନ୍ଧୁଗଣ ୧୧ ବର୍ଷ ପୂର୍ବେ ଶିଲ୍ପା ଏହି ଜାତିବାଦୀର ଭେଦ ଭାବର ଶିକାର ହୋଇ ସମସ୍ତ ଦୁନିଆ ସାମ୍ନାକୁ ଆସିଯାଇଥିଲେ ।

ହେଲେ ଏହି କିଛି ମାସ ପୂର୍ବରୁ ଶିଲ୍ପାଙ୍କ ସହ ପୁଣି ଥରେ ନାସଲଭେଦ ଅଷ୍ଟ୍ରେଲିଆରେ ହୋଇଥିଲା । ଶିଳ୍ପା ଏହା ବିଷୟରେ ନିଜେ ସୋସିଆଲ ମିଡିଆରେ କହିଥିଲେ । ଶିଲ୍ପାଙ୍କ ସହ ଏହି ଘଟଣା ଅଷ୍ଟ୍ରେଲିଆର ଏକ ଏୟାରପୋର୍ଟରେ ହୋଇଥିଲା । ଶିଲ୍ପା ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏହି ମାମଲା ବିଷୟରେ କହିଥିଲେ ଓ ସେ ବହୁତ ଅଧିକ କ୍ରୋଧ ମଧ୍ୟ କରିଥିଲେ ।


ରିଚା ଚଢା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ରିଚା ଚଢା । ରିଚା ବଲିଉଡର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ହେଲେ ରିଚା ମଧ୍ୟ ଏୟାରପୋର୍ଟରେ ଲଜ୍ଜିତ ହୋଇଛନ୍ତି । କାରଣ କିଛି ବର୍ଷ ପୂର୍ବେ ରିଚା ଏୟାରପୋର୍ଟରୁ ଆସୁଥିବା ସମୟରେ ବର୍ଣ୍ଣଗତ ଭେଦଭାବର ଶିକାର ହୋଇଥିଲେ । ଏହା ରିଚାଙ୍କ ପାଇଁ ବହୁତ ଲଜ୍ଜିତ ସମୟ ହୋଇଥିଲା । କେବେଳ ଏତିକି ନୁହେଁ ବଲିଉଡ ଓ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ମଧ୍ୟ ହଲିଉଡରେ ଇଣ୍ଟରଭ୍ୟୁ ଦେବା ସମୟରେ ବର୍ଣ୍ଣଗତ ଭେଦଭାବର ଶିକାର ହୋଇଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *