ପ୍ରେମିକାଙ୍କୁ ଯାଇଥିଲେ ଦେଖା କରିବାକୁ କିନ୍ତୁ ପହଞ୍ଚିଗଲେ ପାକିସ୍ଥାନ ରେ, ଆଉ ତା’ ପରେ ଯାହା ହେଲା ଆପଣ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ବିଶାଖାପାଟଣା ର ୩୨ ବର୍ଷୀୟ ୱାଇ ପ୍ରଶାନ୍ତ । ହାଇଦ୍ରାବାଦ ଠାରେ ଏକ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରୁଥିଲେ । ଫେସବୁକ ରେ ମଧ୍ୟପ୍ରଦେଶ ର ଜଣେ ଯୁବତୀ ଙ୍କ ସହ ତାଙ୍କ ବନ୍ଧୁତା ବଢିବା ସହ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ସେହି ଯୁବତୀ ଜଣକ ସୁଇଜର୍ଲ୍ୟାଣ୍ଡ ରେ ଜଣେ ସଫ୍ଟୱେର ଇଂଜିନିୟରିଂ ଭାବେ କାର୍ଯ୍ୟ କରୁଥିଲେ । ଦୁଇ ଜଣ ପରସ୍ପରକୁ ଭଲ ପାଇ ବସିଲେ । ବିବାହ କରିବାକୁ ମଧ୍ୟ ଚାହୁଁଥିଲେ ।
ପ୍ରଶାନ୍ତ ଯୁବତୀ କୁ ଭେଟିବା ପାଇଁ ସୁଇଜର୍ଲ୍ୟାଣ୍ଡ ଯିବାକୁ ମନସ୍ଥ କରିଥିଲେ । କିନ୍ତୁ ସେଥିପାଇଁ ଅର୍ଥ ର ଅଭାବ ଥିଲା । ସେ ଇଣ୍ଟରନେଟ ମାଧ୍ୟମରେ ଜାଣିବାକୁ ପାଇଲେ କି ଭାରତ ରୁ ପାକିସ୍ତାନ କୁ ଦେଇ ସୁଇଜର୍ଲ୍ୟାଣ୍ଡ ଯାଇ ହେବ ।

ପାକିସ୍ତାନ ରୁ ଚାଲି ଚାଲି ଷାଠିଏ ଦିନ ରେ ଯାଇହେବ । ସେଥିପାଇଁ ୨୦୧୭ ରେ ଘରେ କିଛି ନ ଜଣାଇ ଟ୍ରେନ ଯୋଗେ ରାଜସ୍ଥାନ ର ବିକାନେର ଯାଇଥିଲେ ଏବଂ ସେଠାରୁ ସେ ଭାରତ ପାକିସ୍ତାନ ସୀମା କୁ ଯାଇଥିଲେ । ତାର ବା-ଡ଼ ଡେ-ଇଁ ପାକିସ୍ତାନ ରେ ପହଁଚି ଥିଲେ ।

କିନ୍ତୁ ପାକିସ୍ତାନ ରେ ପ୍ରବେଶ କରିବା ପରେ ସେ ଆଉ ଆଗକୁ ବଢି ପାରି ନଥିଲେ । ସେଠାରେ ସେ ବେ-ଆ-ଇ-ନ ପ୍ରବେଶ ପାଇଁ ପାକିସ୍ତାନ ର ଭବାଲ ପୁର ପୋ-ଲି-ସ ତାଙ୍କୁ ଗି-ର-ଫ କରିଥିଲେ । ଏହି କଥା କିନ୍ତୁ ପରିବାର ସଦସ୍ୟ ମାନେ ଜାଣି ନଥିଲେ । ତାଙ୍କ ପରିବାର ପକ୍ଷରୁ ମାଧ ପୁର ଥାନା ରେ ଏକ ନି-ଖୋ-ଜ କେ-ଶ ଦର୍ଜ କରାଯାଇ ଥିଲା ।

ଦେଢ଼ ବର୍ଷ ପରେ ସୋସିଆଲ ମିଡିଆ ରେ ପୋଷ୍ଟ କରା ଯାଇଥିବା ଏକ ଭିଡିଓ ଦ୍ୱାରା ପ୍ରଶାନ୍ତ ପାକିସ୍ତାନ ରେ ଅଟକ ଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ । ଏହା ପରେ ପୋ-ଲି-ସ ଏବଂ ରାଜ୍ୟ ସରକାର ପ୍ରଶାନ୍ତ ଙ୍କୁ ଉଦ୍ଧାର ପାଇଁ ଆଗଭର ହୋଇଥିଲେ । କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ ପାକିସ୍ତାନ ଜେ-ଲ ରୁ ମୁକ୍ତ ହୋଇ ସେ ଘରକୁ ଫେରି ଛନ୍ତି ।

ପାକିସ୍ତାନ ଜେ-ଲ ରେ ସେ ଚାରିବର୍ଷ କା-ଟି ଛନ୍ତି । ଜେ-ଲ ରେ ସେ ଅନେକ ବହି ପଢ଼ିଛନ୍ତି ଏବଂ ଫୁଣି ଚାକିରୀ କରିବେ ବୋଲି ଆଶା ରଖିଛନ୍ତି । ପ୍ରଶାନ୍ତ କୁ ଫୁଣି ଥରେ ଫେରି ପାଇଁ ତାଙ୍କ ପରିବାର ସଦସ୍ୟ ମାନେ ମଧ୍ୟ ଏବେ ବହୁତ ଖୁସି ମଧ୍ୟ ଅଛନ୍ତି । ତେବେ ଭବିଷ୍ୟତ ରେ ଏପରି ଭୁଲ ଆଉ କରିବେ ନାହିଁ ବୋଲି ମଧ୍ୟ ସେ କହିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଯଦି ଆପଣଙ୍କୁ ଏହି ପୋସ୍ଟ ଇ ଭଲ ଲାଗିଥାଏ ନିଶ୍ଚୟ ଗୋଟିଏ ଲାଇକ କରିଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *