ପର ପୁରୁଷ ପ୍ରେମରେ ମା’ ଭୁଲିଗଲା ମମତା, ନିଜ ଜନ୍ମାକଲା ପିଲା ସହ ଯାହା କଲା ଶୁଣିଲେ ଛାତି ଥରି ଉଠିବ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ପର ପୁରୁଷ ପ୍ରେମରେ ଅନ୍ଧ ହୋଇଗଲା ମା’ ଏବଂ ନିଜ ଛୁଆ କୁ କଚାଡି କଚାଡି ମଆରିଦେଲା । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ବିଦେଶରେ ଦିନରାତି ପରିଶ୍ରମ କରି ଛୁଆ ପିଲା ଏବଂ ସ୍ତ୍ରୀ ପାଇଁ ଟଙ୍କା ପଠାଉଥିଲେ ସ୍ଵାମୀ । ମାତ୍ର ୩ ଟି ସନ୍ତାନର ମା’ ପର ପୁରୁଷ ପ୍ରେମରେ ହଜିଯାଇଥିଲା । ଉଭୟଙ୍କ ପ୍ରେମରେ କଣ୍ଟା ସାଜିଥିଲା ୩ ବର୍ଷ ର କୁନି ପୁଅ । ରାସ୍ତାର କଣ୍ଟା କାଢିବା ନିମନ୍ତେ ସେମାନେ ରଚିଥିଲେ ଏକ ବଡ ଷଅଡଯନ୍ତ୍ର । 

ସେଥି ନିମନ୍ତେ ୩ ବର୍ଷର କୁନି ପୁଅକୁ ଧରି ପଟାମୁଣ୍ଡାଇରେ ରହୁଥିଲେ ମହିଳା ଜଣଙ୍କ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ମାଟିଆପଳା ଗ୍ରାମର ସଶ୍ମିତା ନାଥ ୩ ଟି ସନ୍ତାନର ମା’ ଅଟନ୍ତି । ତେବେ ସେ ସ୍ଵାମୀ ଙ୍କ ଅନୁପସ୍ଥିତି ରେ ଲକ୍ଷ୍ମୀଧର ନାମକ ଏକ ଯୁବକଙ୍କ ସହିତ ଗଢିଉଠିଥିଲା ତାଙ୍କର ପ୍ରେମ ସମ୍ପର୍କ । ବଡ ଝିଅ ଏବଂ ବଡ ପୁଅ ମାମୁଁ ଘରେ ରୁହନ୍ତି । ମାତ୍ର ସେଦିନ ଭାଗ୍ୟ ବଶତ ବଡ ଝିଅ ଘରେ ଥିଲା ।

ପ୍ରେମିକ ଲକ୍ଷ୍ମୀଧର ବାରିକ ଘରକୁ ଆସି କୁନି ପୁଅ କୁ ଗାଧୋଇଦେବା ବାହାନାରେ କଚାଡି କଚାଡି ମଆରିଥିଲା ଆଉ ତାକୁ ସାଥ ଦେଇଥିଲା ଜନ୍ମ କରିଲା ମା’ । ମାତ୍ର ଏହା ପରେ ମହିଳା ଜଣଙ୍କ ମିଛ କଥା କହିଥିଲା । ଛାତରୁ ପଡି କୁନି ପୁଅର ଜୀବନ ଚାଲିଗଲା ବୋଲି ନିଜ ବାପା ଘରକୁ ଫୋନ କରି କହିଥିଲା । କିନ୍ତୁ ବଡ ଝିଅ ସମସ୍ତ ଘଟଣାକୁ ଦେଖିଥିଲା ।

ତେବେ ବଡ ଝିଅ କହିଛି ଯେ ଆମକୁ ପାଠ ପଢାଇବାକୁ ଆସୁଥିବା ଲୋକ ପୁଅକୁ ନେଇ ଗାଧୋଇ ଦେବ ବୋଲି କହିଲା ଏବଂ ହାତରୁ ଛଡାଇ ନେଇଗଲା । ତା’ପରେ ଥରେ ଉପରୁ ଟେକି ଫୋଫାଡି ଦେଇଥିଲା ଏହା ପରେ ଦୁଇଥର କଚାଡି କଚାଡି ତାକୁ ମଆରିଦେଲା । ଝିଅ ଟି କହିଥିଲା ଯେ ସେ ଡଋ ତଳକୁ କାହାକୁ ଡାକିବାକୁ ଯାଇଥିଲା ମାତ୍ର ଆସିଲା ବେଳେ ଦେଖିବାକୁ ପାଇଲା ଯେ ତାଙ୍କ ପୁଅ ଆଉ ନାହିଁ । 

ଅପର ପାର୍ଶ୍ଵରେ ମୃତ ଶିଶୁ ର ଅଜା କହିଛନ୍ତି ଯେ ଝିଅ ଆମକୁ ଫୋନ କରି କହିଲା ଯେ ପୁଅ ଛାତରୁ ପଡି ମରିଯାଇଛି । କିନ୍ତୁ ଆମେ ବର୍ତ୍ତମାନ ଶୁଣିବାକୁ ପାଉଛୁ ଯେ ତାକୁ କଚାଡି କଚାଡି ମଆରିଦେଇଛନ୍ତି । ତେବେ ମା’ ଜଣଙ୍କ ପ୍ରେମ ପାଇଁ ନିଜ ଜନ୍ମିତ ପିଲା ଙ୍କୁ ହତୟଆ କରିଦେଲା, ତା’ ହାତ ଗଲା କିଭଳି ଜୀବନ ନେବାକୁ ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *