Jyotish Shastra- ପ୍ରେମରେ କେବେ ବି ଧୋକା ଦିଅନ୍ତି ନାହିଁ ଏହି 5 ଟି ନାମର ଝିଅ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭଲ ପାଇବାରେ ସର୍ବ ପ୍ରଥମେ ଯେଉଁ ଜିନିଷ ର ଆବଶ୍ୟକତା ରହିଛି ତାହା ହେଉଛି ବିଶ୍ୱାସ । ବିଶ୍ୱାସ ବଳରେ ହିଁ ଭଲ ପାଇବା ର ବନ୍ଧନ ଅତୁଟ ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନ ରେ ଏଭଳି ଏକ ଜୀବନ ସାଥୀର କାମନା କରିଥାଏ ଯିଏ କେବଳ ତାଙ୍କୁ ହିଁ ଭଲ ପାଉ ଏବଂ ଯେ କୌଣସି ପରିସ୍ଥିତି ଆସିଲେ ମଧ୍ୟ ତାଙ୍କ ସାଥ ଦେଉ ଏବଂ ଜୀବନ ର ସବୁ କ୍ଷେତ୍ରରେ ତାଙ୍କ ସହ ଏକାଠି ରହୁ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି ୫ ଟି ନାମ ଥିବା ଝିଅ ଙ୍କ ସମ୍ବନ୍ଧରେ କହିବୁ ଯିଏ ଅତ୍ୟନ୍ତ ବିଶ୍ୱସନୀୟ ଅଟନ୍ତି ଏବଂ ନିଜ ପ୍ରେମିକ ଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ କେବେବି ଧୋକା ଦେଇ ନଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଝିଅ ମାନଙ୍କ ସମ୍ବନ୍ଧରେ ।

୧. ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମ ‘S’ ଅକ୍ଷର ରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ନିଜ ଜୀବନ ରେ ଭଲ ପାଇବାକୁ ନେଇ ବହୁତ କଠିନ ପରିସ୍ଥିତି ର ସାମ୍ନା କରିଥାନ୍ତି ଏବଂ ଏମାନଙ୍କୁ ଶୀଘ୍ର ଏବଂ ସହଜରେ ନିଜ ଜୀବନ ସାଥି ମିଳି ନଥାନ୍ତି । କିନ୍ତୁ ବନ୍ଧୁଗଣ ଯେବେ ଏହି ଝିଅ ମାନଙ୍କୁ ନିଜ ଜୀବନ ସାଥି ମିଳିଥାନ୍ତି ତେବେ ସେମାନେ ତାଙ୍କ ଜୀବନ ସାଥିକୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଇଥାନ୍ତି ।

୨. ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମ ‘R’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ଜୀବନ ସାଥି ଙ୍କ ସମସ୍ତ କର୍ତ୍ତବ୍ୟ ରେ ତାଙ୍କ ସାଥ ଦେଇଥାନ୍ତି ଏବଂ ଏହି ଝିଅ ମାନେ ନିଜ ସମ୍ପର୍କକୁ ବହୁତ ମାତ୍ରା ରେ ଗୁରୁତ୍ୱ ଦେଇଥାନ୍ତି । ଏମାନେ ନିଜ ଜୀବନ ସାଥୀଙ୍କୁ ନିଜର ଶେଷ ସମୟ ପର୍ଯ୍ୟନ୍ତ ବହୁତ ଭଲ ପାଇଥାନ୍ତି ଏବଂ କେବେବି ଧୋକା ଦେଇନଥାନ୍ତି ।

୩. ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମ ‘M’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ଏମାନଙ୍କୁ ନିଜ ଜୀବନ ସାଥି ଖୁବ ଶୀଘ୍ର ମିଳିଯାଇଥାଏ । ଏହି ଝିଅ ମାନେ ନିଜ ଜୀବନ ସାଥି ଙ୍କ ସମସ୍ତ ଆବଶ୍ୟକତା କୁ ପୁରଣ କରିଥାନ୍ତି ଏବଂ କେବେବି ନିଜ ଜୀବନ ସାଥି ଙ୍କ ଠାରୁ ଦୂରେଇ ରୁହନ୍ତି ନାହିଁ ।

୪. ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମ ‘K’ ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଶାନ୍ତ ଏବଂ ସରଳ ସ୍ଵଭାଵ ର ହୋଇଥାନ୍ତି । ଏହି ଝିଅ ମାନେ ନିଜ ଜୀବନ ସାଥି ଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ଏମାନେ କେବେବି ନିଜ ଜୀବନ ସାଥି ଙ୍କ ସହିତ ବିଶ୍ୱାସ ଘାତକତା କରନ୍ତି ନାହିଁ ।

୫. ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମ ‘A’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନଙ୍କ ସମ୍ବନ୍ଧରେ କୁହାଯାଏ ଯେ ଏମାନେ ନିଜ ଜୀବନ ସାଥି ଙ୍କ ବହୁତ ଯତ୍ନ ନେଇଥାନ୍ତି । ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ଏମାନଙ୍କୁ ବହୁତ ଶୀଘ୍ର ନିଜ ଜୀବନ ସାଥି ମିଳିଯାଇଥାଏ । ଏମାନେ ସର୍ବଦା ନିଜ ଜୀବନ ସାଥୀଙ୍କୁ ହିଁ ଭଲ ପାଇଥାନ୍ତି ଏବଂ କେବେବି ତାଙ୍କୁ ଧୋକା ଦେଇ ନଥାନ୍ତି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *