ଏମାନେ ହେଉଛନ୍ତି Bollywood ର 5 ଜଣ ଅପାଠୁଆ ହିରୋଇନ, ଯିଏ ଫିଲ୍ମ ରେ ସିନା Hit କିନ୍ତୁ ପାଠ ପଢାରେ ବିଲକୁଲ ବି ନୁହଁନ୍ତି Fit

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିରେ ଥିବା ସମସ୍ତ ଅଭିନେତ୍ରୀ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ସଫଳତା ହାସଲ କରିଛନ୍ତି ହେଲେ ଆପଣ ମାନେ କଣ ଏହି ଅଭିନେତ୍ରୀ ମାନଙ୍କ ଏଜୁକେଶନ ବିଷୟରେ ଜାଣିଛନ୍ତି ।

ଆଜିଆମେ ଆପଣ ମାନଙ୍କୁ ବଲିଉଡର କିଛି ଏପରି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବହୁତ କମ ପାଠ ପଢିଛନ୍ତି । ବନ୍ଧୁଗଣ ଏହି ସବୁ ଅଭିନେତ୍ରୀ ମାନଙ୍କ ଏଜୁକେସନ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ପ୍ରିୟାଙ୍କା ଚୋପଡା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡର ଦିଗଜ ଅଭିନେତ୍ରୀ ପ୍ରିୟାଙ୍କା ଚୋପଡା । ଆପଣ ମାନେ ପ୍ରିୟାଙ୍କାଙ୍କୁ ଅନେକ ବଲିଉଡ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ପ୍ରିୟାଙ୍କା ବହୁତ ସୁପର ହିଟ ଫିଲ୍ମରେ କାମ କରି ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ପ୍ରିୟାଙ୍କା କେବଳ ୧୨ ଶ୍ରେଣୀ ପାସ କରିଛନ୍ତି । ସେ ଆଜି ପର୍ଯ୍ୟନ୍ତ କଲେଜ ଯାଇନାହାନ୍ତି ।

କରିନା କପୁର ଖାନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ କରିନା କପୁର ଖାନ । କରିନା ବଲିଉଡକୁ ଅନେକ ସୁପର ହିଟ ଫିଲ୍ମ ଦେଇ ପ୍ରସିଦ୍ଧି ହାସଲ କରିଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବଲିଉଡରେ ନିଜର କାରିୟର ବନେଇବା ପାଇଁ କରିନା ଅଧାରୁ ନିଜ ପାଠ ପଢା ଛାଡି ଦେଇଥିଲେ ।

ଆଲିୟା ଭଟ୍ଟ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ । ବନ୍ଧୁଗଣ ଆଲିୟା ହେଉଛନ୍ତି ଏକ ଏପରି ଅଭିନେତ୍ରୀ ଯିଏ ବହୁତ କମ ବୟସରେ ବଲିଉଡରେ ସଫଳତା ପାଇଛନ୍ତି । ଆଲିୟା ନିଜ ସ୍କୁଲ ସମୟରେ ନିଜ ଅଭିନୟ କାରିୟରକୁ ଆରମ୍ଭ କରିଥିଲେ । ଆଲିୟା କେବଳ ଦ୍ଵାଦଶ ଶ୍ରେଣୀ ପାସ କରିଛନ୍ତି ଓ ସେ କଲେଜ ମଧ୍ୟ ଯାଇ ନାହାନ୍ତି ।

ଦୀପିକା ପାଦୁକୋନ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଦୀପିକା ପାଦୁକୋନ । ଦୀପିକା ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ ଦେଇ ସଫଳତା ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଦୀପିକା ନିଜର ଗ୍ରାଜୁଏସନ ପୂରଣ କରିନାହାନ୍ତି । ହେଲେ ଦୀପିକା ଏକ ଇଣ୍ଟର୍ବ୍ୟୁରେ କହିଥିଲେ ଯେ, ସେ ନିଶ୍ଚୟ ନିଜ ପାଠ ପଢାକୁ ପୂରଣ କରିବେ ।

ଐଶ୍ଵର୍ଯ୍ୟ ରାୟ ବଚ୍ଚନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟ ବଚ୍ଚନ । ବର୍ତ୍ତମାନ ଐଶ୍ଵର୍ଯ୍ୟ ବଲିଉଡରେ ବହୁତ କମ ଫିଲ୍ମରେ ନଜର ଆସୁଛନ୍ତି ହେଲେ ସେ ଏକ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ଐଶ୍ଵର୍ଯ୍ୟ କେବଳ ୧୨ ଶ୍ରେଣୀ ପାସ କରିଛନ୍ତି । ସେ ନିଜ କାରିୟର ପାଇଁ ନିଜ ପାଠ ପଢାକୁ ଅଧାରୁ ଛାଡି ଦେଇଥିଲେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *