ହଜାର ହଜାର ଟଙ୍କାର ଔଷଧ ଖାଇବା ବଦଳରେ ପ୍ରତିଦିନ ଏହି ପତ୍ର ଗୋଟିଏ ଖାଇ ନିଅନ୍ତୁ ? ଜୀବନ ଯାକ ଆଉ ହେବନି କୌଣସି ରୋଗ- Baba Ramdev Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏକ ଏଭଳି ଘରୋଇ ଉପଚାର ସମ୍ବନ୍ଧରେ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣ ପ୍ରାୟତଃ ରୋଗରୁ ମୁକ୍ତି ପାଇ ପାରିବେ। ଆପଣ ବିନା ପଇସା ଖର୍ଚ୍ଚ କରି ଏହି ଘରୋଇ ଉପଚାର ଦ୍ୱାରା ଲାଭ ପାଇ ପାରିବେ।ଆପଣ ଅନେକ ପ୍ରକାର ରୋଗ ଯଥା ମଧୁମେହ, ପେଟରୋଗ,ମୋଟପଣ,କେଶ ଜନିତ ସମସ୍ୟା ଆଦି ରୁ ମୁକ୍ତି ପାଇ ପାରିବେ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ । ଆଜି ଆମେ ଯେଉଁ ପତ୍ର ବିଷୟରେ ରେ ଆପଣ ମାନଙ୍କୁ କହିବୁ ଯାହାର ଉପଯୋଗ ଖାଇବାର ସ୍ୱାଦ ବଢାଇବା ପାଇଁ କରାଯାଇଥାଏ କିନ୍ତୁ ତାର ଉପକରିତା ବହୁତ କମ ଲୋକଙ୍କୁ ଜଣା।

ଯେଉଁ ଲୋକ ମାନଙ୍କୁ ଏହାର ଗୁଣ ବିଷୟରେ ଜ୍ଞାନ ଅଛି,ସେମାନେ ଆର ପ୍ରତି ଦିନ ସେବନ କରିଥାନ୍ତି।କାରଣ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପଯୋଗୀ ଓ ଆୟୁର୍ବେଦିକ ପୋଷକ ତତ୍ତ୍ୱ ଭାବେ ଗଣାଯାଏ। ଏହା ବହୁତ ସାରା ରୋଗ କୁ ଦୁର କରିବାରେ କାମରେ ଆସିଥାଏ।ଏହି ଗଛ ର ନାହିଁ ହେଲା ‘ଭ୍ରୁସୁଙ୍ଗ’ । ଏହି ଗଛରେ ଏତେ ପରିମାଣରେ ଆୟୁର୍ବେଦିକ ତତ୍ତ୍ୱ ଥାଏ ଯାହା କର୍କଟ ଭଳି ରୋଗ କୁ ଭଲ କରିଥାଏ। ଯଦି ଆପଣ ଭ୍ରୁସୁଙ୍ଗ ପତ୍ର ର ସେବନ କରୁନାହାନ୍ତି, ତେବେ ଆଜିଠୁ ହିଁ ଏହାର ସେବନ ଆରମ୍ଭ କରିଦିଅନ୍ତୁ।

ତେବେ ଚାଲନ୍ତୁ ଜାଣିବା ଏହାର ଫାଇଦା ବିଷୟରେ-

ଯଦି କାହାକୁ ଚର୍ବି ସମସ୍ୟା ଅଧିକ ରହିଛି ତେବେ ଏହି ପତ୍ର ର ସେବନ ଆପଣଙ୍କ ପାଇଁ ବହୁତ ଲାଭଦାୟକ ଅଟେ ।କାରଣ ଏହା ର ସେବନ ଦ୍ୱାରା ଆପଣଙ୍କ ର ଚର୍ବୀ କୁ କମ କରିବାରେ ସାହାଯ୍ୟ କରିଥାଏ। ହୃଦ ରୋଗୀ ଙ୍କ ପାଇଁ ଭ୍ରୁସୁଙ୍ଗ ପତ୍ର ସେବନ କରିବା ମଧ୍ୟ ବହୁତ ଲାଭ ଦାୟୀ ଅଟେ।

ଯଦି ଆପଣଙ୍କ କେଶ ଅଧିକ ଉପୁଡୁଛି ତେବେ ଆପଣ ନିହାତି ଭ୍ରୁସୁଙ୍ଗ ପତ୍ର ର ସେବନ କରନ୍ତୁ।ଏହି ପତ୍ର ସେବନ ଦ୍ୱାରା ଆପଣଙ୍କ କେଶ ଘନ,ଲମ୍ବଓ ଚମକଦାର ହୋଇଥାଏ। ଏହା ସେବନ କରିବା ଦ୍ୱାରା କେଶ ସମ୍ବଧିଅ ସବୁ ସମସ୍ୟା ଦୂର ହୋଇଥାଏ।

ଯଦି ଆପଣ ବ୍ଲଡ ସୁଗାର ରେ ପୀଡିତ ତେବେ ଭ୍ରୁସୁଙ୍ଗ ପତ୍ର ର ସେବନ ନିହାତି ଆପଣଙ୍କ ପାଇଁ ଜରୁରୀ ,ଏହା ଦ୍ୱାରା ଆପଣଙ୍କ ବ୍ଲଡ଼ ସୁଗାର କଣ୍ଟ୍ରୋଲ ରେ ରହିଥାଏ ଏବଂ ଆପଣ ଏହି ଭୟଙ୍କର ରୋଗରୁ ମୁକ୍ତି ପାଇଥାଆନ୍ତି।

ବନ୍ଧୁଗଣ ଏହି ପତ୍ର ଆପଣଙ୍କ ପେଟ ପାଇଁ ବହୁତ ଉପକାରୀ, ଯଦି ଆପଣଙ୍କ ପେଟ ରେ ଗ୍ୟାସ କିମ୍ବା ଏସିଡିଟି ହେଉଥାଏ ତେବେ ଏହି ପତ୍ର ସେଵନ କରନ୍ତୁ ଆପଣଙ୍କ ବହୁତ ଆରାମ ମିଳିବ। ଯଦି ଆପଣଙ୍କ ଖାଦ୍ୟ ହଜମ ହଉନାହିଁ ତେବେ ଏହି ପତ୍ର ର ସେବନ କଲେ ହଜମ ଠିକ୍ ଭାବରେ ହୁଏ।ଏହି ପତ୍ର ସେବନ କରିବା ଦ୍ୱାରା ଏହା ଆମ ପାଚନ ତନ୍ତ୍ରକୁ ମଜବୁତ କରିଥାଏ ଯାହା ଫଳରେ ଖାଦ୍ୟ ସଠିକ ଭାବରେ ହଜମ ହୋଇଥାଏ ଏବଂ ଶରୀର ସୁସ୍ଥ ରହିଥାଏ।

ଭ୍ରୁସୁଙ୍ଗ ପତ୍ର ଆପଣଙ୍କୁ ଅତି ସହଜରେ ଆପଣଙ୍କ ବାଡ଼ି ଘରୁ ମିଳିଯିବ ।ଏହି ପତ୍ର କୁ ଆପଣ ଯଦି ସେମିତି ସେବନ କରିବାକୁ ଚାହୁଁ ନାହାନ୍ତି ତେବେ ଏହାକୁ ଆପଣ ତରକାରୀ ରେ ପକାଇ ସେବନ କରିପାରିବେ।
ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର କୁ ଆପଣଂକ ନିତ୍ୟ ଜୀଵନ ରେ ପ୍ରୟୋଗ କରନ୍ତୁ।ଏହା ଆପଣଂକ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *