ମୋ ସ୍ୱାମୀରେ ବହୁତ ପ୍ରେମିକା, ପ୍ରଥମ ପତ୍ନୀକୁ ଛାଡି ଜଣେ ଓଡ଼ିଆ ଆଲବମ ହିରୋଇନଙ୍କୁ ଲୁଚି ବାହା ହେଇଛନ୍ତି, ଶୁଣନ୍ତୁ ଏ ନେଇ କଣ କହୁଛନ୍ତି ତାଙ୍କ ପ୍ରଥମ ପତ୍ନୀ, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘ-ଟ-ଣା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘ-ଟ-ଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣାର ଖୁଲାସା ହୋଇଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଜଣେ ଅଭିନେତା ଓ ଅଭିନେତ୍ରୀ ପରସ୍ପର ସହ ପ୍ରେମ କରି ୨୦୦୭ ମସିହାରେ ବିବାହ କରିଥିଲେ । ୧୫ ବର୍ଷ ଏକା ସହ ରହିବା ପରେ ସମ୍ପର୍କରେ ଫା-ଟ ସୃଷ୍ଟି ହୋଇଥିଲା ଯାହା ଫଳରେ ଅଭିନେତା ଦ୍ଵିତୀୟ ବିବାହ କରିଥିଲେ । ଦ୍ଵିତୀୟ ବିବାହ ଯାହାଙ୍କ ସହ କରିଛନ୍ତି ସେ ବି ଜଣେ ଅଭିନେତ୍ରୀ । ପ୍ରଥମ ସ୍ତ୍ରୀ ଏବେ ପ୍ରଶାସନର ଦ୍ଵାରସ୍ତ ହୋଇଛନ୍ତି ନ୍ୟାୟ ପାଇଁ ।

ପ୍ରଥମ ସ୍ତ୍ରୀଙ୍କ ମତରେ, ସେମାନେ ପ୍ରଥମେ ମଡେଲିଙ୍ଗ ସମୟରେ ସାକ୍ଷାତ କରିଥିଲେ । ଅଭିନେତାଙ୍କ ନାମ ହେଉଛି ହରିଶ ଖଣ୍ଡେଲବା ସେ ହେଉଛନ୍ତି ହୁକମ ସିଂହଙ୍କ ପୁଅ । ହରିଶ ମାରୁଆଡି ଥିଲେ ଓ ଅଭିନେତ୍ରୀ ଜଣକ ଥିଲେ ଓଡିଆ ବ୍ରାହ୍ମଣ । ମାରୁଆଡି ଘରେ ବିବାହ କରି ସେ ସମସ୍ତ ରୀତିନୀତିର ପାଳନ କରିଥିଲେ । ବିବାହର ଏକ ଦୁଇ ମାସ ପରେ ପାରିବାରିକ ବିଶୃଙ୍ଖଳା ଆରମ୍ଭ ହୋଇଥିଲା ।

ହାରିଶଙ୍କ ପରିବାର ଲୋକେ ଓଡିଆ ଲୋକ ମାନଙ୍କୁ ଛୋଟ ନଜରରେ ଦେଖୁଥିଲେ । ଓଡିଆ ଓ ମାରୁଆଡି କଥାକୁ ନେଇ ଅଧିକ ଝ-ଗ-ଡା ହେଉଥିଲା । ବିବାହର କିଛି ବର୍ଷ ପରେ ଦୁଇଟି ପୁଅ ହେଲେ । ବର୍ତ୍ତମାନ ଗୋଟେ ପୁଅ ୧୪ ବର୍ଷ ଓ ଅନ୍ୟଟି ୧୨ ବର୍ଷର ଅଛି । ଛୁଆ ହେବା ପରେ ହରିଶ ଅନେକ ଯୁବତୀଙ୍କ ସହ ଅଫେୟାରରେ ରହିଲେ ଓ ନିଜ ପ୍ରଥମ ସ୍ତ୍ରୀଙ୍କ ଉପରେ ଅ-ତ୍ୟା-ଚା-ର କରିଲେ । ଏହା ପରେ ହରିଶ ନିଜ ସ୍ତ୍ରୀ ଛୁଆଙ୍କୁ ଛାଡି ଅଲଗା ରୁମରେ ରହିଲେ ଓ ଦ୍ଵିତୀୟ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ ।

ସେହି ସମୟରେ ଯୁବତୀଙ୍କ ଜୀବନ ପ୍ରତି ବି-ପ-ଦ ଆସିବାର ତାଙ୍କୁ ଜଣା ପଡିଥିଲା ଯାହା ଫଳରେ ସେ ନିଜ ବାପଘରକୁ ଆସିଗଲେ । ବର୍ତ୍ତମାନ ହରିଶ ଜ୍ୟୋତିର୍ମୟୀ ମହାନ୍ତିଙ୍କ ସହ ଦ୍ଵିତୀୟ ବିବାହ କରିଛନ୍ତି । ଜ୍ୟୋତିର୍ମୟୀ ହେଉଛନ୍ତି ଜଣେ ଅଭିନେତ୍ରୀ । ଯୁବତୀ ଜଣକ ବର୍ତ୍ତମାନ ଅସହାୟ ହୋଇଯାଇଛନ୍ତି । ତାଙ୍କ ପାଖରେ ସମସ୍ତ ପ୍ରମାଣ ଥାଇ ମଧ୍ୟ କୌଣସି ଓକିଲ ତାଙ୍କ ପାଇଁ କେ-ସ ଲ-ଢୁ ନାହିଁ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *