‘ସେ ପାଇଲଟ ମୋ ପାପା’ ଏ କୁନି ଝିଅର ମୁଁହକୁ ଟିକେ ଦେଖନ୍ତୁ ନିଜେ ଯାଉଥିବା ଫ୍ଲାଇଟରେ ତାର ପାଇଲଟ ବାପାଙ୍କୁ ଦେଖି କେତେ ଖୁସି ସେ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ପ୍ରାୟତଃ ଦୁନିଆର ସମସ୍ତ ମଣିଷ ସୋ-ସି-ଆ-ଲ ମିଡିଆ ଓ ଇଣ୍ଟର୍ନେଟ ସହ ଜଡିତ ହୋଇ ରହୁଛନ୍ତି । ସୋ-ସି-ଆ-ଲ ମିଡିଆ ଦ୍ଵାରା ଲୋକ ମାନେ ଦେଶ ବିଦେଶରେ ଘ-ଟୁ-ଥି-ବା ସମସ୍ତ ଖବର ଓ ଘଟଣା ବିଷୟରେ ନିଜ ଘରେ ରହି ଅତି ସହଜରେ ଜାଣି ପାରୁଛନ୍ତି । ଏହା ସହ ସୋ-ସି-ଆ-ଲ ମି-ଡି-ଆ ଦ୍ଵାରା ଲୋକମାନେ ନିଜର ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି ।

ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ସୁନ୍ଦର ଭିଡିଓଟି ବହୁତ ଭା-ଇ-ରା-ଲ ହେଉଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନଙ୍କ ମନ ବି ଖୁସି ହୋଇଯିବ । ଆଜି ଆମେ ଆପଣ ମାନଙ୍କୁ ଏହି ଭା-ଇ-ରା-ଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭା-ଇ-ରା-ଲ ଭିଡିଓ ବିଷୟରେ । ଭା-ଇ-ରା-ଲ ହେଉଥିବା ଭିଡିଓଟି ହେଉଛି ଏକ ପ୍ଳେନ ଭିତରର । ପ୍ଳେନ ଭିତରେ ଏକ କୁନି ଝିଅ ନିଜ ପାପାକୁ ଦେଖି ବହୁତ ଅଧିକ ଖୁସି ହେଇଯାଉଛି ।

ଝିଅର ବାପା ହେଉଛନ୍ତି ସେହି ପ୍ଳେନର ପାଇଲଟ ତେଣୁ ନିଜ ଝିଅକୁ ଦେଖା କରିବା ପାଇଁ ସେ ନିଜ କେଭିନରୁ ବାହାରକୁ ଆସିଥିଲେ ଯାହା ଫଳରେ ଝିଅଟି ନିଜ ବାପାକୁ ଦେଖି ବହୁତ ଅଧିକ ଖୁସି ହୋଇ ଯାଇଥିଲା । ସେହି ସମୟରେ ଝିଅର ମା ତାର ଏହି ଭିଡିଓଟି କରି ସୋ-ସି-ଆ-ଲ ମି-ଡି-ଆରେ ଅପଲୋଡ କରିଥିଲେ । ଏହି ଭିଡିଓଟିକୁ ଦେଖି ଲୋକମାନେ ବହୁତ ଖୁସି ହୋଇଯାଉଛନ୍ତି ।

କାରଣ ଏହି କୁନି ଝିଅର ଖୁସିକୁ ଆପଣ ମାନେ ବି ଅନୁଭବ କରିପାରିବେ । ଅଚାନକ ନିଜର ପ୍ରିୟ ଲୋକକୁ ଦେଖିଲେ ମନ କେତେ ଖୁସି ହୁଏ ଆପଣ ମାନେ ଏହି ଭିଡିଓରେ ଦେଖିବାକୁ ପାଇବେ । ସୋ-ସି-ଆ-ଲ ମି-ଡି-ଆରେ ଏହି ଭିଡିଓର ଚର୍ଚା ବହୁତ ହେଉଛି ଓ ଲୋକମାନେ ଏହି ଭିଡିଓ ଦେଖି ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *