ପ୍ରଥମ ଥର ପାଇଁ ଦେଖାଗଲା ଭୟଭୀତ କରିଦେବା ଭଳି ଚନ୍ଦ୍ରନାଗ(Monocled Cobra), ନାଗରାଜ ଯେତିକି ଭୟଙ୍କର ତା’ର ଗର୍ଜନ ତା ଠାରୁ ଅଧିକ ଭୟଙ୍କର, ଯାହା ଆପଣଙ୍କ ନିଦ ହଜେଇଦେବ, ଦେଖନ୍ତୁ Video

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ନାଗ ସାପର ବହୁତ ପୌରାଣିକ ମାନ୍ୟତା ରହିଛି । ନାଗ ସାପକୁ ଆଗ କାଳରୁ ହିଁ ପୂଜା କରାଯାଇଥାଏ କାରଣ ନାଗ ସାପକୁ ସବୁବେଳେ ଭଗବାନ ଶିବ ନିଜ ବେକରେ ଧାରଣ କରନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ନାଗ ସାପକୁ ଅସଲ ଜୀବନରେ କିମ୍ବା ସୋ-ସି-ଆ-ଲ ମି-ଡି-ଆରେ ନିଶ୍ଚୟ ଦେଖିଥିବେ । ଏହି ସାପଟି ସମସ୍ତ ସାପଙ୍କ ମଧ୍ୟରୁ ଭିନ୍ନ ଅଟେ ଓ ଏହି ସାପର ବି-ଶ ଘା-ତ-କ ହୋଇଥାଏ ।

ଯଦି ନାଗ ସାପ କୌଣସି ମଣିଷକୁ ଚୋ-ଟ ମା-ରି-ବ ତା ହେଲେ ମାତ୍ର କିଛି ମିନିଟ ମଧ୍ୟରେ ସେହି ମଣିଷ ନିଜ ପ୍ରା-ଣ ହରାଇବ । ଗତ କିଛି ସମୟ ହେବ ଚନ୍ଦ୍ର ନାଗ ସାପର ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି । ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଏହି ଭିଡିଓରେ ନାଗ ସାପର ଏପରି କ୍ରୋ-ଧ ଆପଣ ମାନେ ଆଗରୁ କେବେ ଦେଖି ନଥିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଭା-ଇ-ରା-ଲ ହେଉଥିବା ଭିଡିଓରେ ଏକ ଚନ୍ଦ୍ର ନାଗ ସାପକୁ ଉଧାର କରାଯାଇଛି । ଚନ୍ଦ୍ର ନଗ ସାପ ସାଧାରଣ ନାଗ ଠାରୁ ବହୁତ ଅଲଗା ଅଟେ । ସାଧାରଣ ନାଗ ଅପେକ୍ଷା ଏହି ସାପଟି ବହୁତ ଅଧିକ ଫୁରତିଲା ଥାଏ । ଜଣେ ସାପ ଧରାଳି ଚନ୍ଦ୍ର ନାଗ ସାପଟିକୁ ଉଧାର କରିବା ପାଇଁ ଏକ ସ୍ଥାନକୁ ଯାଉଛି ଯେଉଁଠି ଚନ୍ଦ୍ର ନାଗ ସାପ ଅଛି । ବନ୍ଧୁଗଣ ସାପ ଧରାଳି ଯିବା ପରେ ଚନ୍ଦ୍ର ନାଗ ସାପର ଭ-ୟା-ନ-କ ରୂପ ଦେଖିବାକୁ ମିଳୁଛି ।

ସାପଟି କ୍ରୋ-ଧ-ରେ ବାରମ୍ବାର ଗ-ର୍ଜ-ନ କରିବା ସହ ଅନେକ ଥର ଚୋ-ଟ ମା-ରି-ବା-କୁ ମଧ୍ୟ ଚେଷ୍ଟା କରୁଛି । ଦୀର୍ଘ ସମୟର ଚେଷ୍ଟା ପରେ ସାପ ଧରାଳି ଜଣକ ଚନ୍ଦ୍ର ନାଗକୁ ଉଧାର କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *