Pramila ଙ୍କୁ ଶକ୍ତ ଜବାବ ଦେଲେ କଂଗ୍ରେସ ବିଧାୟକ Sura Routray, ଆଉ ଯାହା କହିଲେ ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇ ନିଜ ପର୍ଶନାଲ ଲାଇଫ ଓ ନିଜ କଡା ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଅନେକ ଲୋକ ସୁର ଭାଇଙ୍କ କଥା କହିବା ଷ୍ଟାଇଲକୁ ବେସ ଅଧିକ ପସନ୍ଦ କରନ୍ତି । ତେବେ ଗତ କିଛି ସମୟ ହେବ ସୁର ଭାଇଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ସୁର ଭାଇଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ସୁର ଭାଇ ଏହି ସାକ୍ଷାତ୍କାର ଭିଡିଓରେ କହୁଛନ୍ତି-‘ପହଡଦିନ ଗୋଟେ ମିଶ୍ରଣ କରିଥିଲେ ତାଙ୍କର ଜଣେ ଭାଦ୍ର ମହିଳା ଦୁଇ ଜଣଙ୍କୁ ନେଇ ଏକ ମିଶ୍ରଣ କରିଥିଲେ’ ।

ଆଗକୁ ସେ କହିଛନ୍ତି-‘କହିଲେ ସବୁ ମିସିକି ଆମେ ଦଖଲ କରିବୁ ବିଧାନ ସଭା ସିଟ । ୫୦ ହଜାର ଭୋଟ କେତେ ରେ କେତେ ବା ପ୍ରମିଳା । ତୁ ଗୋଟେ ସାନ ଭଉଣୀ ତୁ ଗଣି ଜାଣି ନାହୁଁ । ୫୦ ହଜାର ଜଟଣୀ ଭୋଟର ଭାଇ ଭଉଣୀ ମାନେ ଦେବେ କାହାକୁ କଣ । ଆରେ ଜଟଣୀରେ ଯେତିକି କାମ ହେଇଛି ତୁ ଅଚେତ୍ ହେଇଯିବୁ ପ୍ରମିଳା ଶୁଣିଲେ । ୱାଟର ସପ୍ଲାଏ ଡେ ଆଣ୍ଡ ନାଇଟ ପୁରୀରେ ନାହିଁ’ ।

ଆଗକୁ ସେ କହିଛନ୍ତି-‘ଭୁବନେଶ୍ବରରେ ବି ଡେଲି ଡେ ଆଣ୍ଡ ନାଇଟ ପାଣି ନାହିଁ । ବସ ଷ୍ଟାଣ୍ଡ, ସିଏସସି, ହସ୍ପିଟାଲ, କଲେଜ ୭ଟି ହାଇ ସ୍କୁଲ, ନୂଆ ତହସିଲ ଆରେ ଜଟଣୀର ମାନଚିତ୍ର ବଦଳା ଦିଆଯାଇଛି । ଅଚେତ୍ ହେଇଯିବୁ ପ୍ରମିଳା ଖାଲି ପଢିଦେ ଆମେ କଣ କଣ ସବୁ କରିଛୁ । ୪୨ଟି ହାଇ ସ୍କୁଲ, ୧୩ଟି କଲେଜ, ୧୭ଟି ହସ୍ପିଟାଲ ପ୍ରମିଳା ତୁ ଖାଲି ଲିଷ୍ଟ ଦେଖିଲେ ବାନ୍ତି କରି ପକେଇବୁ’ ।

ଆଗକୁ ସେ କହିଛନ୍ତି-‘ତୁ କହୁଛୁ କଣ ନା ୫୦ ହଜାର ଭୋଟରେ ଜିତିବୁ ଆମେ କେତେ ରେ କେତେ ମ । ଆରେ ଲୋକ ଭୋଟ ଦେବେ କିଏ କଣ କରିଛି ନ କରିଛି । ତମେ ପାୱାର ବଳରେ ମନି ବଳରେ ସବୁ ନୋଉଟେଇ ଦେବ’ । ତା ହେଲେ ବନ୍ଧୁଗଣ ସୁର ଭାଇଙ୍କ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *