“ମୁଁ ଆଜି ଏଇଠି ସୁଇସାଇଡ କରିବି, ମୁଁ ବଞ୍ଚିବାକୁ ଚାହୁଁନାହିଁ, ଆମେ ଜୀଆନ୍ତା ମରିଗଲୁ…” ଦେଖନ୍ତୁ ରାସ୍ତା ମଝିରେ ଝିଅଟି ଏମିତି କାହିଁକି କରୁଛି, ଦେଖନ୍ତୁ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହ ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନେ ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଏହି ଭିଡିଓରେ କିଛି ମହିଳା ରାସ୍ତା ଉପରେ ବସି ସ୍ଵର ଉତ୍ତୋଳନ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମହିଳା ଅନ୍ୟ ଲୋକ ମାନଙ୍କୁ ଡିଆସିଲ ମାଗୁଛି । ମହିଳା ଜଣକ ନିଜ ଉପରେ କିରୋସିନ ପକାଇ ଆତ୍ମହତ୍ୟା କରିବା କଥା କହୁଛନ୍ତି । ମହିଳା ଜଣକ ରାସ୍ତା ଉପରେ ସମସ୍ତଙ୍କ ସାମ୍ନାରେ କାନ୍ଦି କାନ୍ଦି ଆତ୍ମହତ୍ୟା କରିବା କଥା କହୁଛନ୍ତି । କହି ଦେଉଛୁ କି ଆଜି ସକାଳୁ ଝାରପଡା ଗଣେଷ ମଣ୍ଡପ ହାଟ ଭଙ୍ଗା ଯାଇଛି । ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି ।

ଗତକାଲି ରାତି 9 ଟାରେ ଘୋଷଣା ହୋଇଥିଲା ଓ ସକାଳୁ ସକାଳୁ ଆସି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଯାହାକୁ ନେଇ ସନ୍ଦେହ ବଢିଛି ।  ମହିଳାଙ୍କ ମତରେ, ଆମେ ଭୋଟ ଦେଇଛୁ ବୋଲି ଆମକୁ ମାରିଦେବାକୁ ବସିଲା । ଆମ ଦୋକାନ ଘର ଭାଙ୍ଗି ଦେଲା ଆମ ସଂସାର ବୁଡାଇ ଦେଲା । ଆମର ଜୀବନ ନେଇଗଲା ଆଉ ଆମର ସବୁ ସଂସାର ବୁଡାଇ ଦେଲା । ଆମେ ଆଉ କିଛି କରିପାରିବୁ ନାହିଁ ଆମେ ଜିଅନ୍ତା ମରିଗଲୁ । ଆମର ଦୋଷ କଣ ରହିଲା ଆମକୁ କୁହ । ସେ ଜଣ ଜଣଙ୍କୁ ନେଇ ଫର୍ୱାଡ କରିଛନ୍ତି ତାଙ୍କ ସଂସାର କେମିତି ଚଳିବ’ ।

ଆଗକୁ ସେ କହୁଛନ୍ତି-‘ମୋ ଦୋକାନ ଭାଙ୍ଗିଦେଲେ ମୁ ବଞ୍ଚିବାକୁ ଚାହୁଁ ନାହିଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ମହିଳା ଜଣକ କାନ୍ଦି କାନ୍ଦି ନିଜ ଦୁଃଖ ପ୍ରକାଶ କରିଛନ୍ତି । ତେବେ ମହିଳାଙ୍କ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *