ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଏହି ବଡ ପ୍ରମାଣ ସାମ୍ନା କୁ ଆସିବା ପରେ ମଧ୍ୟ ନ୍ୟାୟ କାହିଁକି ମିଳିଲା ନାହିଁ, ଏହା ଅଟେ କାରଣ

ବଲିଉଡ ର ଦିଗ୍ଗଜ ଅଭିନେତା ସୁଶାନ୍ତ ଦୁନିଆରୁ ଚାଲିଯିବାର ଏକ ସପ୍ତାହରୁ ଅଧିକ ହୋଇ ଗଲାଣି । କିନ୍ତୁ ଏ ପର୍ଯ୍ୟନ୍ତ ସୁରକ୍ଷା ଏଜେନ୍ସି କୌଣସି କନକ୍ଲୁଜନ ରେ ପହଞ୍ଚି ନାହିଁ । ଲଗାତାର ନୂଆ ନୂଆ କଥା ସାମ୍ନା କୁ ଆସୁଛି, ଯାହା ଆଶ୍ଚର୍ଯ୍ୟ କରିଦେବା ଭଳି ଅଟେ । କିନ୍ତୁ କୌଣସି ବି ଠୋସ ପ୍ରମାଣ ମିଳୁ ନାହିଁ । ଏହା ମଧ୍ୟରେ ଏକ ଏମିତି ପ୍ରମାଣ ସାମ୍ନା କୁ ଆସିଛି ଯାହା ଆଶ୍ଚର୍ଯ୍ୟ କରିଦେବା ଭଳି ଅଟେ ।

କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ କୁହାଯାଉଛି କି ଏହା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫଟୋ ଅଟେ । ଏହି ଫଟୋ ରେ ତାଙ୍କର ହାତ ନଜର ଆସୁଛି ଓ ଏହି ହାତରେ କିଛି ଲାଲ ଟାଙ୍ଗର ଚିହ୍ନ ଯାହା କୌଣସି କ୍ଷତ ଭଳି ନଜର ଆସୁଛି । ଏହାର ମତଲବ କ୍ଲିୟର ଅଟେ କି ସୁଶାନ୍ତ ସିଂହ ରାଜପୁତ ଆହୁରି ବଞ୍ଚିବାକୁ ଚାହୁଁଥିଲେ । ସେଥିପାଇଁ ସେ ସଂଘର୍ଷ କରିଥିଲେ । ଏହି ପ୍ରକାରରେ ତାଙ୍କର ନିଧନକୁ କୁହା ଯାଉଛି ଏହା ଏକ ଡ୍ରାମାଟିକାଲ ଷ୍ଟୋରି ଅଟେ ।

ସୁସାଇଡ କେସ ରେ ହାତରେ କୌଣସି ଚିହ୍ନ ପଡିବାର ପ୍ରଶ୍ନ ହିଁ ଉଠୁ ନାହିଁ । ଏହି ଫଟୋ ସୋସିଆଲ ମିଡିଆରେ ଆସିବା ପରେ ବହୁତ ଶୀଘ୍ର ଏହା ଭାଇରାଲ ହେବାରେ ଲାଗିଛି ଓ ସୁଶାନ୍ତଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରା ଯାଉଛି ଓ ଏହି ପୁରା ମାମଲାରେ CBI ଯାଞ୍ଚ ହେବାର ଦାବି କରା ଯାଉଛି ।

ଦ୍ଵିତୀୟ କଥା ଯାହା ଉପରେ ଧ୍ୟାନ ଦେବା ଆବଶ୍ୟକ କି ଯେଉଁ ହସ୍ପିଟାଲ ରେ ସୁଶାନ୍ତ ସିଂହ ରାଜପୁତ ଙ୍କ ପୋସ୍ଟ ମାର୍ଟମ ହୋଇଥିଲା, ସେହି ହସ୍ପିଟାଲରେ ପରବୀନ ବବି ଓ ଦିବ୍ୟାଙ୍କର ମଧ୍ୟ ପୋସ୍ଟ ମାର୍ଟମ ହୋଇଥିଲା । ବହୁତ ଲୋକ ଏହା ଉପରେ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି କି ଏହି ପ୍ରକାରେ ଯେଉଁ ସବୁ ଡେଥ ହୋଇଥାଏ କାହିଁକି ତାଙ୍କ ଶବକୁ କପୁର ହସ୍ପିଟାଲକୁ ନିଆଯାଏ ।

ଏମିତି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ହସ୍ପିଟାଲ ର ଡାକ୍ତରଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି । କାରଣ ପିଏମ ରିପୋର୍ଟ ବନାଇବା ପୁରା ପୁରି ସେହି ଡାକ୍ତରଙ୍କ ହାତରେ ଥାଏ, ଯିଏ ପୋସ୍ଟ ମାର୍ଟମ କରିଥାଏ ଓ ସେହି ରିପୋର୍ଟ ଉପରେ ଭରସା କରି ଆଗକୁ କାରବାଇ କରାଯାଇଥାଏ । ଏମିତିରେ ହସ୍ପିଟାଲ ଉପରେ ପ୍ରଶ୍ନ ଉଠାଇବା ଲଗାତାର ବଢିବାକୁ ଲାଗିଛି । ଏହା ମଧ୍ୟରେ ବହୁତ ଷ୍ଟାର ଅଛନ୍ତି ଯେଉଁମାନେ ଦୁନିଆ ଛାଡି ଚାଲିଗଲେ କିନ୍ତୁ ସମସ୍ତଙ୍କ କେସ କୁ ଦବାଇ ଦିଆଗଲା । କିନ୍ତୁ ସୁଶାନ୍ତଙ୍କ ମାମଲାରେ ଏହା ଏତେ ଜଲ୍ଦି ଶାନ୍ତ ହେବାର ନାହିଁ । ଏବେ ଲୋକ ନ୍ୟାୟ ର ଦାବି କରୁଛନ୍ତି, CBI ଯାଞ୍ଚ ର ଦାବି କରୁଛନ୍ତି ।

ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଏହି ମାମଲାରେ ଆଗକୁ ଅଧିକ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରି ଆମ ସହିତ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *