ବିଜେପି ର ୫ ଜଣ ସବୁଠାରୁ ଶକ୍ତିଶାଳୀ ନେତା, ଯିଏ ଭବିଷ୍ୟତରେ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ବିଜେପିରେ ଏମିତି ନେତା ଅଛନ୍ତି ଯାହାଙ୍କର ନିଜର ଏକ ଅଲଗା ପରିଚୟ ରହିଛି ଏବଂ ସେମାନଙ୍କ ମଧ୍ୟରୁ ଅଧିକ ଲୋକ ପ୍ରିୟ ଅଟନ୍ତି । ବିଜେପିରେ ଆଜି କା ସମୟରେ ସବୁଠାରୁ ଶକ୍ତିଶାଳୀ ପାର୍ଟି ରୂପରେ ଉପରେ ରହିଛି । କିନ୍ତୁ ଯଦି ବିଜେପି ପାର୍ଟିରୁ ଭବିଷ୍ୟତରେ କାହାକୁ ପ୍ରଧାନମନ୍ତ୍ରୀ ବଛାଯାଏ ତାହେଲେ ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟତା କାହାର ସବୁଠାରୁ ଅଧିକ ରହିଛି, ଏହି ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ।

୧-ଅମିତ୍ ଶାହା

ଅମିତ୍ ଶାହା ଏହି ଲିଷ୍ଟ ରେ ପ୍ରଥମ ସ୍ଥାନ ରେ ଅଛନ୍ତି। ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାହା ଉପରେ ଆଖି ବନ୍ଦ କରି ଭରଷା କରିପାରନ୍ତି ତାହେଲେ ସିଏ ଅମିତ୍ ଶାହା । ସିଏ ମଧ୍ୟ ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟତା ରଖନ୍ତି ।

୨-ୟୋଗୀ ଆଦିତ୍ୟନାଥ

ଉତ୍ତରପ୍ରଦେଶ ର ଶକ୍ତିଶାଳୀ ମୂଖ୍ୟ ମନ୍ତ୍ରୀ, ୟୋଗୀ ଆଦିତ୍ୟନାଥ ଙ୍କ ଲୋକପ୍ରିୟତା ବିଷୟରେ ଜଣେଇବା କିଛି ଆବଶ୍ୟକତା ନାହିଁ । କେବଳ ୟୁପି ରେ ବି ନୁହେଁ ୟୁପି ବାହାରେ ମଧ୍ୟ ଲୋକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ବହୁତ ପସନ୍ଦ କରନ୍ତି । ଆଦିତ୍ୟନାଥ ବହୁତ କଠୋର ନିଷ୍ପତ୍ତି ନିଅନ୍ତି ବୋଲି ସମସ୍ତେ ଜାଣିଛନ୍ତି । ତାଙ୍କ ଭିତରେ ମଧ୍ୟ ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟତା ଅଛି ।

୩-ଜ୍ୟୋତିରାଦିତ୍ୟ ସିନ୍ଧ୍ୟା

ଜ୍ୟୋତିରାଦିତ୍ୟ ସିନ୍ଧ୍ୟା କଂଗ୍ରେସ୍ ପାର୍ଟି ଛାଡ଼ି କରି ଆସି ବିଜେପି ପାର୍ଟି ରେ ସାମିଲି ହେଲେ । ରାଜବଂଶ ସହିତ ସମ୍ପର୍କ ରଖିଥିବା ଜ୍ୟୋତିରାଦିତ୍ୟ ସିନ୍ଧ୍ୟା ରାଜନୀତି ରେ ଏକ ବିଶେଷ ସ୍ଥାନ ବଜାୟ ରଖିଛନ୍ତି । ସିଏ ବି ମଧ୍ୟ ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟତା ରଖିଛନ୍ତି ।

୪-ଜେପି ନଡ୍ଡା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନଡ୍ଡା ଙ୍କ ଉପରେ ଏବଂ ଅମିତ୍ ଶାହା ଙ୍କ ଉପରେ ସବୁଠାରୁ ଅଧିକ ବିଶ୍ୱାସ ରଖନ୍ତି । ତାଙ୍କର ବି ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟତା ଅଛି।

୫-ସ୍ମୃତି ଇରାନି

ସ୍ମୃତି ଇରାନି ବହୁତ ସମୟ ରୁ ଚର୍ଚ୍ଚାରେ  ନାହାନ୍ତି । କିନ୍ତୁ ତା ପରେ ବି ବିଜେପି ପାର୍ଟି ର ତାଙ୍କ ନାମ ରେ ଗୋଟେ କିଛି ଅଲଗା ଲେଭଲ୍ ରେ ରହିଛି । ସିଏ ଏଥରକ ଅମେଠି ରେ ରାହୁଲ୍ ଗାନ୍ଧୀ ଙ୍କୁ ହରାଇ ଦେଇଥିଲେ । ତାଙ୍କର ମଧ୍ୟ ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟତା ଅଛି । ତେବେ ଆପଣ କାହାକୁ ପସନ୍ଦ କରନ୍ତି ପ୍ରଧାନମନ୍ତ୍ରୀ ଭାବେ ଦେଖିବା ପାଇଁ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *