ପାଇଲଟ ମାନଙ୍କ ଦରମା କେତେ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ନମସ୍କାର ବନ୍ଧୁଗଣ ସମସ୍ତେ ଉଡାଯାହାଜ କୁ ଦେଖିଲେ ବହୁତ ଖୁସି ହୋଇ ଯାଇଥାନ୍ତି। ସେ ଛୋଟ ହେଉ କିମ୍ବା ବଡ଼ ହେଉ ଯେତେବେଳେ ଆକାଶ ରେ ଉଡାଯାହାଜ ଟି ଉଡେ ସେତେବେଳେ ସମସ୍ତେ ଉତ୍ସାହିତ ହୋଇ ଏବଂ ଖୁସି ହୋଇ ତାକୁ ଦେଖିବାକୁ ଲାଗିଯାଇ ଥାଆନ୍ତି। ଏବଂ ସମସ୍ତ ଙ୍କର ସ୍ୱପ୍ନ ମଧ୍ୟ ଥାଏ କି ସେମାନେ ବି ନିଶ୍ଚିତ ଗୋଟିଏ ଦିନ ଉଡାଯାହାଜ ରେ ବସିବେ ଏବଂ ଉଡ଼ିବେ। ଏବଂ ସମସ୍ତ ଙ୍କ ମନରେ ସେହି ଉଡାଯାହାଜ କୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଥାଏ। କି ଉଡାଯାହାଜ ଆକାଶ ରେ କିପରି ଉଡୁଛି ଏବଂ ତାକୁ କିଏ ଉଡାଉଛି।

ସେଥିରେ କଣ ସବୁ ଅଛି ଆଦି ଅନେକ କିଛି। ଏବଂ ଆଉ ଅନେକ ବ୍ୟକ୍ତିଙ୍କ ମନରେ ଏଭଳି ପ୍ରଶ୍ନ ମଧ୍ୟ ଆସେ କି ସେହି ଉଡାଯାହାଜ ଉଡାଉ ଥିବା ବ୍ୟକ୍ତି ଅର୍ଥାତ ପାଇଲଟ କୁ କେତେ ଦରମା ମିଳୁଛି। ଏବଂ ସେମାନେ କିଭଳି ଜୀବନ ଯାପନ କରୁଛନ୍ତି ଆଦି। ତେବେ ଚାଲନ୍ତୁ ଜାଣିନେବା ସେହି ପାଇଲଟ ମାନଙ୍କ କାମ ଏବଂ ଦରମା ବିଷୟରେ।

ଦୁନିଆ ରେ ଟ୍ରକ ଡ୍ରାଇଭର, ଟ୍ରେନ ଡ୍ରାଇଭର, ଏବଂ ଅନ୍ୟ ସମସ୍ତ ଡ୍ରାଇଭର ଠାରୁ ପାଇଲଟ ମାନେ ସବୁଠୁ ଅଧିକ ଦରମା ପାଇଁ ଥାଆନ୍ତି। ଏବଂ ମଜା କଥା ଏହା କି ସେମାନେ କେବଳ ଉଡାଯାହାଜ ରେ ବସି ଥାନ୍ତି ଏବଂ ଉଡାଯାହାଜ ନିଜ ମନକୁ ମନ ଚାଲି ଥାଏ। ସେମାନେ କେବଳ ଜରୁରୀ କାଳୀନ ପରିସ୍ଥିତି ରେ ଲାଣ୍ଡିଂ ସମୟରେ ଏବଂ ଆରମ୍ଭ ସମୟରେ ହିଁ କାମ କରିଥାନ୍ତି।

ସର୍ବ ଗୁରୁତ୍ୱ କଥା ହେଲା ପାଇଲଟ ହେବା ଅତି ସହଜ କାର୍ଯ୍ୟ ନୁହେଁ। ଏବଂ ଆମ ଭାରତରେ ଯଦି ପାଇଲଟ ହେବାକୁ ଚାହୁଁଛନ୍ତି ତେବେ ତାର ପାଠ ପଢା ଏବଂ ଟ୍ରେନିଂ ଆଦି କୁ ନେଇ ପଚାଶ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। ସବୁ ପାଇଲଟ ମାନଙ୍କ ଦରମା ଅଲଗା ଅଲଗା ଥାଏ। ବଡ଼ ଉଡାଯାହାଜ ର ପାଇଲଟ କୁ ଅଧିକ ଦରମା ଏବଂ ଛୋଟ ଉଡାଯାହାଜ ର ପାଇଲଟ କୁ କମ ଦରମା ମିଳିଥାଏ। ଏବଂ ଜାତୀୟ ସ୍ତରର ପାଇଲଟ କୁ କମ ଦରମା ଏବଂ ଅନ୍ତର୍ଜାତୀୟ ସ୍ତରର ପାଇଲଟ କୁ ଅଧିକ ଦରମା ମିଳିଥାଏ।

ଯେଉଁ ବ୍ୟକ୍ତି କୁ ପାଇଲଟ ର ପ୍ରମାଣ ପତ୍ର ମିଳିଥାଏ ସେମାନଂକୁ ଜୁନିୟର ଫାଷ୍ଟ ଅଫିସର କୁହାଯାଏ। ଏବଂ ସେମାନଙ୍କୁ ଏକ ଲକ୍ଷ ପଚାଶ ହଜାର ରୁ ଏକ ଲକ୍ଷ ଅସି ହଜାର ଭିତରେ ଦରମା ମିଳିଥାଏ । ତାପରେ ସେମାନଙ୍କ ର ପଦୋନ୍ନତି ମଧ୍ୟ ହୋଇଥାଏ। ଏବଂ ସେତେବେଳେ ସେମାନଙ୍କ ଦରମା ତିନି ଲକ୍ଷ ରୁ ସାଢ଼େ ତିନି ଲକ୍ଷ ମଧ୍ୟ ରେ ହୋଇଥାଏ ।

ଅଢେଇ ବର୍ଷ ପରେ ସେହି ପାଇଲଟ କୁ ସିନିୟର ଫାଷ୍ଟ ଅଫିସର କୁହାଯାଏ। ଏବଂ ସେହି ସମୟରେ ତାଙ୍କ ଦରମା ସାଢ଼େ ଚାରି ଲକ୍ଷ ହୋଇଥାଏ। ଏବଂ ଫୁଣି ଚାରି ବର୍ଷ ଅନୁଭବ ହୋଇ ସାରିବା ପରେ ତାଙ୍କ ପ୍ରମୋସନ ହୋଇ ତାଙ୍କୁ କ୍ୟାପ୍ଟନ କୁହାଯାଏ। ଏବଂ ସେ ସମୟରେ ତାଙ୍କ ଦରମା ସାତ ଲକ୍ଷ ଟଙ୍କା ହୋଇଥାଏ।
ଏବଂ ଭାରତ ରେ ସବୁଠାରୁ ଅଧିକ ଦରମା ପାଉ ଥିବା ବ୍ୟକ୍ତି ହେଉଛନ୍ତି କ୍ୟାପ୍ଟନ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *