ସ୍ବାମୀଙ୍କ ଆଗରେ ବୁଢୀ ଭଳି ଲାଗନ୍ତି TV ର ଏହି 4 ଜଣ Actress, 2 ନମ୍ବର Actress ତ ନିଜ ସ୍ବାମୀଙ୍କ ଠାରୁ 8 ବର୍ଷ ବଡ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏହା ବ୍ଯତୀତ ଏହି ଅଭିନେତ୍ରୀ ମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଆମ ଟିଭି ଇଣ୍ଡଷ୍ଟ୍ରିରେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ ଠାରୁ କମ ବୟସର ପୁରୁଷ ମାନଙ୍କ ସହ ବିବାହ କରିଛନ୍ତି ।

ଆପଣ ମାନେ କଣ ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିରେ ଫେମସ କମେଡିଆନ ଭାରତୀ ସିଂହ ଓ ତାଙ୍କ ସ୍ଵାମୀ ହର୍ଷ ଲିମ୍ବାଚିୟା । ବନ୍ଧୁଗଣ ଆପଣ ମାନେ ସମସ୍ତେ ଭାରତୀଙ୍କୁ କେତେକ କମେଡି ସୋରେ ନିଶ୍ଚୟ ଦେଖିଥିବେ । ଯେତେବେଳେ ଭାରତୀୟ ‘କମେଡି ସର୍କସ’ କରୁଥିଲେ ସେତେବେଳେ ହର୍ଷ କମେଡି ସ୍କ୍ରିପ୍ଟ ଲେଖିବାର କାମ କରୁଥିଲେ । ସେହି ସମୟରେ ଏହି ଦୁଇଜଣ ପରସ୍ପର ସହ ସାକ୍ଷାତ କରି ପ୍ରେମ କରି ବସିଥିଲେ । ଏହି ଦୁଇଜଣ ୨୦୧୭ରେ ବିବାହ କରିଥିଲେ । ବନ୍ଧୁଗଣ ହର୍ଷ ବୟସ ଭାରତୀଙ୍କ ଠାରୁ ୮ ବର୍ଷ କମ ଅଛି ।

ଅର୍ଚନା ପୁରନ ସିଂହ ଓ ପରିମିତ ସେଠି- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଅର୍ଚନା ପୁରନ ସିଂହ ଓ ତାଙ୍କ ସ୍ଵାମୀ ପରିମିତ ସେଠି । ଏହି ଦୁଇଜଣ ୧୯୯୨ ମସିହାରେ ପରସ୍ପର ସହ ବିବାହ କରିଥିଲେ । ଅର୍ଚନା ନିଜ ସ୍ଵାମୀଙ୍କ ଠାରୁ ୮ ବର୍ଷ ବଡ ଅଛନ୍ତି । ଏହି ଦୁଇଜଣ ବିବାହ ପୂର୍ବରୁ ୪ ବର୍ଷ ଲିଭିଙ୍ଗ ରିଲେସନ ସିପରେ ରହିଥିଲେ ଓ ବର୍ତ୍ତମାନ ଏମାନେ ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି ।

ମାହି ବିଜ ଓ ଜୟ ଭାନୁଶାଳୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ମାହି ବିଜ ଓ ତାଙ୍କ ସ୍ଵାମୀ ଜୟା ଭାନୁଶାଳୀ । ଏହି ଦୁଇଜଣ ୨୦୧୧ ମସିହାରେ ପରସ୍ପର ସହ ପ୍ରେମ ବିବାହ କରିଥିଲେ । ହେଲେ ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ମାହି ନିଜ ସ୍ଵାମୀ ଜୟଙ୍କ ଠାରୁ ୨ ବର୍ଷ ବଡ ଅଛନ୍ତି । କିନ୍ତୁ ଏହି ଦୁଇଜଣ ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି ।

ସନାୟା ଇରାନୀ ଓ ମୋହିତ ସହଗଲ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସନାୟା ଇରାନୀ ଓ ତାଙ୍କ ସ୍ଵାମୀ ମୋହିତ ସହଗଲ । ସନାୟା ଓ ମୋହିତ ୨୦୧୬ ମସିହାରେ ପରସ୍ପର ସହ ପ୍ରେମ ବିବାହ କରିଥିଲେ । ସନାୟା ନିଜ ସ୍ଵାମୀ ମୋହିତଙ୍କ ଠାରୁ ଦୁଇ ବର୍ଷ ବଡ ଅଛନ୍ତି । ହେଲେ ଏହି ଦୁଇଜଣ ବର୍ତ୍ତମାନ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *