ପିଲା ମାସଙ୍କ ସହ ଏମିତି ନାଚିଲେ ସ୍କୁଲ ଦିଦି, ଭିଡ଼ିଓ ହେଲା ଭାଇରାଲ୍, ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହ ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନେ ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି ।

ଅନେକ ଲୋକ ସୋସିଆଲ ମିଡିଆ ମାଧ୍ୟମରେ ନିଜ ଟ୍ୟାଲେନ୍ଟ ଦେଖାଇ ଫେମସ ମଧ୍ୟ ହୋଇପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏହି ଭିଡିଓରେ ଜଣେ ସ୍କୁଲ ଶିକ୍ଷୟତ୍ରୀ ନିଜ ଛାତ୍ର ମାନଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ବନ୍ଧୁଗଣ ଗୋଟେ ସମୟ ଥିଲା ସ୍କୁଲରେ କେବଳ ପାଠ ପଢା ହେଉଥିଲା । ଛାତ୍ର ଛାତ୍ରୀ ମାନେ ସ୍କୁଲ ଟିଚର ମାନଙ୍କୁ ଦେଖିଲେ ଭୟ କରୁଥିଲେ । ହେଲେ ବର୍ତ୍ତମାନ ସମୟ ବହୁତ ବଦଳି ଯାଇଛି ।

ସ୍କୁଲ ଭିତରେ ଶିକ୍ଷୟତ୍ରୀ ଜଣକ ଛାତ୍ର ଛାତ୍ରୀଙ୍କ ସହ ଡ୍ୟାନ୍ସ କରୁଛନ୍ତି । ଏହି ଶିକ୍ଷୟତ୍ରୀ ଜଣକ ସମ୍ବଲପୁରୀ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ତେବେ ଏହି ସ୍କୁଲ ଶିକ୍ଷୟତ୍ରୀଙ୍କ ଡ୍ୟାନ୍ସକୁ ଅନେକ ଲୋକ ପସନ୍ଦ କରିଛନ୍ତି ଓ କେତେକ ଲୋକ ଏହି ଭିଡିଓକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

ତେବେ ବନ୍ଧୁଗଣ ଏହି ଭିଡିଓଟି କେଉଁ ସ୍ଥାନର ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ ହେଲେ ଏହା ଓଡିଶାରେ ଘଟିଛି । ଶିକ୍ଷୟତ୍ରୀଙ୍କ ତାଳେ ତାଳେ ପିଲା ମାନେ ମଧ୍ୟ ଅତି ଆନନ୍ଦର ସହ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *