ଏହି ଫଟୋରେ ଲୁଚିଛି ଏକ ଖତରନାକ ପଶୁ, କୁହନ୍ତୁ କେଉଁଠି ? ୯୦% ଲୋକ ହେଲେ ଫେଲ

ଇଣ୍ଟର୍ନେଟ ଏକ ଏମିତି ଜାଗା ଅଟେ ଯେଉଁଠି କେତେବେଳେ କଣ ଭାଇରାଲ ହେଇଯିବ କିଛି କୁହାଯାଇ ପାରିବ ନାହିଁ । ଏବେ କିଛି ଦିନରୁ ଇଣ୍ଟର୍ନେଟରେ ଏକ ଟ୍ରେଣ୍ଡ ଚାଲିଛି, ଯେଉଁଥିରେ ଗୋଟିଏ ଫଟୋରେ କୌଣସି ପଶୁ ଲୁଚି ରହିଥାଏ ଯାହାକୁ ୟୁଜରଙ୍କୁ ଖୋଜିବାକୁ ପଡିଥାଏ । ଏହି ପଶୁଙ୍କୁ ସେହି ଲୋକମାନେ କେବଳ ଖୋଜି ପାରିବେ ଯାହାର ନଜର ତେଜ ହୋଇଥାଏ । ଯଦି ଆପଣଙ୍କ ମଧ୍ୟରେ ବି ଏହି ଗୁଣ ଅଛି ତେବେ ଆପଣ ଏହି ଫଟୋରେ ଲୁଚିଥିବା ପଶୁକୁ ଖୋଜି ବାହାର କରନ୍ତୁ ।

କାଦୁଅ ଭିତରେ ଲୁଚିଛି ଭୟଙ୍କର ପଶୁ

ବର୍ଷା ବା ପାଣି କାରଣରୁ ସାଧାରଣତଃ କାଦୁଅ ହୋଇଯାଏ ଯାହା କୌଣସି ଦଲଦଲ ଭଳି ଦେଖାଯାଏ । ଏହି ସ୍ଥିତିରେ କିଛି ପଶୁ ଏଥିରେ ନିଜକୁ ଏମିତି ଲୁଚାଇ ଦିଅନ୍ତି କି କାହାକୁ ଜଣା ହିଁ ପଡେ ନାହିଁ କି ସେଠାରେ କେହି ଅଛି । ଏହି ଭାଇରାଲ ଫଟୋ କୁ ଟ୍ବିଟର ରେ IFS ସନ୍ଦିପ ତ୍ରିପାଠୀ ଶେୟାର କରିଛନ୍ତି । ସେ ଏହି ଫଟୋ କୁ ଶେୟାର କରି ଲେଖିଛନ୍ତି କି “କଣ ଆପଣ କହି ପାରିବେ ଏହି ଫଟୋ କେଉଁ ବିଷୟରେ ଅଟେ “।

ଏବେ ଆପଣ ଥରେ ଏହି ଫଟୋ କୁ ଧ୍ୟାନର ସହ ଦେଖନ୍ତୁ । କଣ ଆପଣ ଏଥିରେ ଲୁଚିଥିବା ଭୟାନକ ପଶୁକୁ ଖୋଜି ବାହାର କରି ପାରିଛନ୍ତି । ଯଦି ନୁହେଁ ତ ଆମେ ଆପଣଙ୍କୁ ଏହାର ସଠିକ ଜବାବ କହିଦେବୁ ।

ଏହା ଅଟେ ସଠିକ ଜବାବ

ଯେତେବେଳେ IFS ସନ୍ଦିପ ତ୍ରିପାଠୀ ଏହି ଫଟୋରେ ଲୁଚିଥିବା ପଶୁ ବିଷୟରେ ପଚାରିଲେ ତେବେ ଲୋକମାନେ ବି ନିଜ ମୁଣ୍ଡ ଲଗାଇବା ଆରମ୍ଭ କରିଦେଲେ । ଗୋଟିଏ ଗୋଟିଏ କରି ସମସ୍ତେ କହବାକୁ ଲାଗିଲେ କି ଏହି ଫଟୋରେ କେଉଁ ପଶୁ ଲୁଚିଛି । ପ୍ରକୃତରେ ଏହାର ଠିକ ଜବାବ ହେଲା କୁମ୍ଭୀର । ଆଜ୍ଞା ହଁ, ଯଦି ଆପଣ ଏହି ଫଟୋକୁ ଧ୍ୟାନର ସହ ଦେଖିବେ ତେବେ ଆପଣଙ୍କୁ ଏହା ମଧ୍ୟରେ ଏକ କୁମ୍ଭୀର ଦେଖା ଦେବ ।

ଏହି କଳା ରଙ୍ଗର କାଦୁଅରେ ଆପଣଙ୍କୁ ଏକ ଚମକୁଥିବା ଧୂସରିଆ ଜିନିଷ ବି ଦେଖା ଯାଉଥିବ । ଏହା କୁମ୍ଭୀରର ଆଖି ଅଟେ । କୁମ୍ଭୀର ପ୍ରାୟତଃ ଏହିପରି ଲୁଚି କି ରୁହନ୍ତି ଓ ଶିକାର ଆସିବାର ଅପେକ୍ଷା କରନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆଖିର ଏହି ଏକ୍ସର୍ସାଇଜ ପସନ୍ଦ ଆସିଥିବ । ଆପଣ ଏହାକୁ ନିଜର ସାଙ୍ଗ ଓ ପରିଜନ ମାନଙ୍କ ସହ ଶେୟାର କରି ତାଙ୍କୁ ଚ୍ୟାଲେଞ୍ଜ କରି ପାରିବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବେ ।

Leave a Reply

Your email address will not be published. Required fields are marked *