ପତ୍ନୀ ଶ୍ରୀୟା କଲେ ବଡ ଖୁଲାସା କହିଲେ କହିଲେ ମଦ ପିଇ ପିଇ Human ଙ୍କ ଖାଦ୍ୟନଳୀ ହେଇଯାଇଛି ନଷ୍ଟ ସେ ସବୁବେଳେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହ୍ୟୁମାନଙ୍କର ଖାଦ୍ୟ ନଳୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ହଁ ବନ୍ଧୁଗଣ ଏପରି କିଛି କଥା ହ୍ୟୁମାନଙ୍କର ସ୍ତ୍ରୀ ଶ୍ରୀୟାଙ୍କ ମୁହଁରୁ ଶୁଣିବାକୁ ମିଳିଛି। ତେବେ ଏହି କିଛି ଦିନ ହେବ ହ୍ୟୁମାନ ଓ ଶ୍ରୀୟା ଉଭୟଙ୍କର ମଧ୍ୟରେ ପାରିବାରିକ କଳହ କାରଣରୁ ଶ୍ରୀୟା ଥାନାର ଦ୍ଵାରସ୍ଥ ହୋଇଥିଲେ । ତେବେ ଶ୍ରୀୟାଙ୍କର ଅଭିଯୋଗ ଅନୁସାରେ ହ୍ୟୁମାନ ତାଙ୍କୁ ଶାରୀରିକ ଓ ମାନସିକ ନି-ଇର୍ଯା-ତ-ଅନା ମଧ୍ୟ ଦେଉଥିଲେ ।

ତେବେ ଏହି ଘଟଣା ପରେ ଶ୍ରୀୟାଙ୍କ ମୁହଁରୁ କିଛି ଏପରି ଶୁଣିବାକୁ ମଧ୍ୟ ମିଳିଛି । ହ୍ୟୁମାନ ସାଗରଙ୍କର ଖାଦ୍ୟନଳୀ ନଷ୍ଟ ହେଇଯାଇଛି । କିଛି ମାସ ପୂର୍ବରୁ ହ୍ୟୁମାନ ବହୁତ ସୁସ୍ଥ ସବଳ ଦେଖାଯାଉଥିଲେ । ହେଲେ ବର୍ତ୍ତମାନ ହ୍ୟୁମାନଙ୍କର ସ୍ଵାସ୍ଥ ଅବସ୍ତାରେ କିଛି ପରିବର୍ତ୍ତନ ଆସିଯାଇଛି । ଯେଉଁଥିରେ ହ୍ୟୁମାନ ଆଗ ଅପେକ୍ଷା ପତଳା ଦେଖାଯାଉଛନ୍ତି । ତେବେ ହ୍ୟୁମାନଙ୍କର କୋଲୋନୋସ୍କୋପି ମଧ୍ୟ କରାଯାଉଛି ।

ଯେଉଁଥି ପାଇଁ ହ୍ୟୁମାନ ଝଡି ଯାଇ ବର୍ତ୍ତମାନ ସମୟରେ ବହୁତ ପତଳା ଦେଖାଯାଉଛନ୍ତି । ତେବେ ହ୍ୟୁମାନଙ୍କର ଧର୍ମପତ୍ନୀ ଶ୍ରୀୟାଙ୍କର କହିବା ଅନୁସାରେ ହ୍ୟୁମାନ ଅତ୍ୟଧିକ ପରିମାଣର ମ-ଅଦ୍ୟପାନ କରିଥାନ୍ତି । ମ-ଅଦ ପିଇବାକୁ ବାରଣ କରିଲେ ହ୍ୟୁମାନ ତାଙ୍କ ସ୍ତ୍ରୀଙ୍କ କଥା ଶୁନୁନଥିଲେ । ଏହା ସହିତ ମ-ଆଡ ମଧ୍ୟ ମାରୁଥିଲେ । ଯେଉଁ କାରଣରୁ ତାଙ୍କ ଖାଦ୍ୟ ନଳୀ ଖରାପ ହୋଇଯାଇଛି । ଯେତେବେଳେ ଶ୍ରୀୟା ଓ ହ୍ୟୁମାନଙ୍କର ଦାମ୍ପତ୍ୟ ଜୀବନ ଠିକ ଠାକ ଚାଲିଥିଲା ।

ସେତେବେଳେ ଶ୍ରୀୟା ହ୍ୟୁମାନଙ୍କର  ଯତ୍ନ କରୁଥିଲେ । ହେଲେ ପାରିବାରିକ କଳହ ଓ ଅଶାନ୍ତି କାରଣରୁ ଉଭୟଙ୍କ ମଧ୍ୟରେ ମନ ମାଳିନ୍ୟ ଓ ଅଶାନ୍ତି ଦେଖା ଦେଇଥିଲା । ଏହା ଛଡା ଶ୍ରୀୟାଙ୍କର ଅଭିଯୋଗ ଅନୁସାରେ ହ୍ୟୁମାନ ମ-ଅଦ ପିଇ ତାଙ୍କ ସ୍ତ୍ରୀ ଙ୍କୁ ଶାରୀରିକ ଆଘାତ ମଧ୍ୟ କରିଥାନ୍ତି । ତେବେ ଏହି ସବୁ କାରଣରୁ ଶ୍ରୀୟା ହ୍ୟୁମାନଙ୍କ ଘର ଛାଡି ୫  ମାସ ହେବ । ତାଙ୍କ ବାପ ଘରେ ଆସି ରହୁଛନ୍ତି ।

ତେବେ ଗଣ ମାଧ୍ୟମ ଆଗରେ ହ୍ୟୁମାନ ସାଗରଙ୍କର ସ୍ଵାସ୍ଥ ଅବସ୍ତା ସମ୍ପର୍କରେ ହ୍ୟୁମାନଙ୍କର ଧର୍ମପତ୍ନୀ ଜଣାଥିଲେ । ତେବେ ବର୍ତ୍ତମାନ ସମୟରେ ହ୍ୟୁମାନଙ୍କର ଫୋଟ ଦେଖିଲେ ହିଁ ସବୁ କିଛି  ଜଣାପଡିଯାଉଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ କରିବା ସହ ନିଜର ମତାମତ କମେଣ୍ଟ କରିକି କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *