ପାଣି ସହିତ କେବଳ ଏହି 1 ଜିନିଷ ଖାଆନ୍ତୁ, 99 % ଆଣ୍ଠୁ ଗଣ୍ଠି ଦରଜ, ଅନ୍ୟ ସବୁ ପ୍ରକାରର Joint pain ସବୁଦିନ ପାଇଁ ଭଲ ହୋଇଯିବ- Health Tips

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟ ଅଧିକାଂଶ ଲୋକଙ୍କର ଆଣ୍ଠୁ ଗଣ୍ଠି ବ୍ୟଥା, ଗ୍ଯାସ ସମସ୍ଯା, ଦୁର୍ବଳତା ଓ ମୁଣ୍ଡ ବିନ୍ଧା ଆଦି ସାମସ୍ୟା ଦେଖାଯାଉଛି । ଏହି ସବୁ ସମସ୍ଯା ହେବାର ଏକ ମାତ୍ର କାରଣ ହେଉଛି ଭୁଲ ଜୀବନ ଶୈଳୀ ଓ ଖାଦ୍ୟ ପେୟର ଅଭାବ । ବନ୍ଧୁଗଣ ବର୍ତ୍ତମାନର ସମୟରେ ବହୁତ କମ ବର୍ଷ ବୟସରେ ଲୋକମାନଙ୍କୁ ଏହି ସବୁ ସମସ୍ଯା ହୋଇଯାଉଛି । ଯେଉଁଥି ପାଇଁ ସେମାନେ ଚିନ୍ତିତ ହୋଇ ଅନେକ ମେଡ଼ିସିନର ସେବନ କରୁଛନ୍ତି । ହେଲେ ବନ୍ଧୁଗଣ ଏହି ସବୁ ସମସ୍ଯାକୁ ଦୂର କରିବା ପାଇଁ ଆପଣ ମାନଙ୍କୁ ଘରୋଇ ଉପଚାରର ପ୍ରୟୋଗ କରିବା ଆବଶ୍ୟକ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଦୁଇଟି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ମାନେ ସଂପୂର୍ଣ୍ଣ ଏହି ସବୁ ରୋଗକୁ ଦୂର କରିପାରିବେ ।

ବନ୍ଧୁଗଣ ଏହା ହେଉଛି ଘରୋଇ ଉପାୟ ଯାହାକୁ ଆପଣ ବହୁତ ସହଜରେ ଘର ମଧ୍ୟରେ ବନେଇ ପାରିବେ ଓ ଏଥିପାଇଁ ଆପଣଙ୍କର ଅଧିକ ଟଙ୍କା ମଧ୍ୟ ଖର୍ଚ ହେବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।


ବନ୍ଧୁଗଣ ସାଧାରଣତଃ ଯେତେବେଳେ ଆମ ଶରୀରରେ ବାୟୁର ଚଳନ ହୋଇଥାଏ ସେତେବେଳ ଆମ ଆଣ୍ଠୁ ଗଣ୍ଠି ଆଦିରେ କଷ୍ଟ ହୋଇଥାଏ ଓ ଆମ ମୁଣ୍ଡ ମଧ୍ୟ ଭାରି ଭାରି ଲାଗିଥାଏ ଯେଉଁଥି ପାଇଁ ଆମର ମୁଣ୍ଡ ବିନ୍ଧା ଆଦି ସମସ୍ଯା ହୋଇଥାଏ । ବନ୍ଧୁଗଣ ପେଟରେ ଗ୍ଯାସ ଆଦି ସମସ୍ଯା ହେବ କାରଣରୁ ଲୋକଙ୍କୁ ଅନେକ ସମସ୍ଯାର ସମ୍ମୁଖୀନ ହେବାକୁ ପଡିଥାଏ । ଏହି ସବୁ ସମସ୍ଯାକୁ ଦୂର କରିବା ପାଇଁ ଆପଣ ଶୁଦ୍ଧ ଜଡା ତେଲର ବ୍ୟବହାର କରିପାରିବେ ।

ବନ୍ଧୁଗଣ ଜଡା ତେଲ ଆମ କେସ ଓ ଚେହେରା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ  । ଏହା ବ୍ଯତୀତ ଆମର ଆଣ୍ଠୁ ଗଣ୍ଠି ବ୍ୟଥା, ପେଟ ସମସ୍ଯା, ଦୁର୍ବଳତା ଓ ମୁଣ୍ଡ ବିନ୍ଧା ଆଦି ସମସ୍ଯାକୁ ଦୂର କରିବା ପାଇଁ ମଧ୍ୟ ଜଡା ତେଲ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଆପଣ ପ୍ରତ୍ୟକ ଦିନ ସକାଳ ସମୟରେ ଏକ ଗ୍ଳାସ ଗରମ ପାଣିରେ ଏକ ଚାମଚ ଜଡ ତେଲ ମିଶାଇ ଏହାର ସେବନ କରନ୍ତୁ । ହେଲେ ବନ୍ଧୁଗଣ ଆପଣଙ୍କୁ ଏହି ମିଶ୍ରଣର ସେବନ ଖାଲି ପେଟରେ କରିବାକୁ ହେବ ।


ଏହି ମିଶ୍ରଣର ସେବନ ଆପଣ କେବଳ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ ଦେଖିବେ ଆପଣଙ୍କର ପେଟ ଜନିତ ସମସ୍ଯା ଓ ଆଣ୍ଠୁ ଗଣ୍ଠି ବ୍ୟଥା ଆଦି ସମସ୍ତ ସମସ୍ଯା ଦୂର ହୋଇଯିବ । ଏହା ସହିତ ବନ୍ଧୁଗଣ ଆପଣ ଅନ୍ୟ ଏକ ଉପଚାରର ପ୍ରୟୋଗ ନିଶ୍ଚୟ କରନ୍ତୁ । ରାତିରେ ଶୋଇବା ପୂର୍ବରୁ ଆପଣ ଏକ କପ ଜଡା ତେଲରେ ଏକ କଟନ ବା ତୁଳା ଭିଯାଇ ରଖିଦିଅନ୍ତୁ ।

ସକାଳ ହେବା ପରେ ଆପଣଙ୍କ ଯେଉଁ ସ୍ଥାନରେ କଷ୍ଟ ବା ବିନ୍ଧା ହେଉଛି ଆପଣ ସେହି ସ୍ଥାନରେ ଏହି କଟନକୁ ନେଇ ଲଗାଇ ଦିଅନ୍ତୁ ଓ ଏକ କପଡା ଦ୍ଵାରା ଏହି କଟନକୁ ବାନ୍ଧି ଦିଅନ୍ତୁ । ବନ୍ଧୁଗଣ ଏହି ଉପଚାରକୁ ଆପଣ କେବଳ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ପ୍ରୟୋଗ କରନ୍ତୁ ଦେଖିବେ ଆପଣଙ୍କର ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ସମସ୍ତ ସମସ୍ଯା ଦୂର ହୋଇଯିବ ।

ତେବେ ଆପଣଙ୍କୁ ଆମର ଏହି ଟିପ୍ସ ଟି କିପରି ଲାଗିଲା ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *