ପାନେ ଖାଇଲେ ଅତିରିକ୍ତ ତହସିଲଦାର ମାଡାମ୍‌, ଏମିତି କ’ଣ କଣ ହେଲା… ଦେଖନ୍ତୁ ଏହି Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବର୍ତ୍ତମାନର ଏହି ଡିଜିଟାଲ ଦୁନିଆରେ ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଲୋକମାନେ ଏହି ସବୁ ଘଟଣା ବିଷୟରେ ଯେକୌଣସି ସ୍ଥାନରେ ରହି ଜାଣି ପାରୁଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଭିଡିଓଟିକୁ ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ବର୍ତ୍ତମାନ ପଞ୍ଚାୟତ ନିର୍ବାଚନର ମାହୋଲ ଚାଲିଛି । ଏହି ସମୟରେ ଓଡିଶାର ତିନୋଟି ଦଳ ସରପଞ୍ଚ ନିର୍ବାଚନ ହେତୁ ପ୍ରଚାର କରିବାକୁ ଲାଗିଛନ୍ତି । ତେବେ ଏହି ସମୟରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ।ଭାଇରାଲ ହେଉଥିବା ଭିଡିଓରେ ସାଧାରଣ ଲୋକ ମାନେ ତହସିଲଦାରଙ୍କ ଗାଡିକୁ ଘେରି ଯାଇଥିବାର ନଜର ଆସୁଛନ୍ତି ।

ସାଧାରଣ ଲୋକଙ୍କ ମତରେ ତହସିଲଦାରଙ୍କ ଟିମ କେବଳ ବିଜେପି ବ୍ୟାନର ଚିରି ଦେଇଛନ୍ତି । ସାଧାରଣ ଲୋକ ଘେରି ଯିବାରୁ କର୍ମଚାରୀ ଅନ୍ୟ ବ୍ୟାନର ଗୁଡିକୁ ମଧ୍ୟ ହଟାଇ ଥିଲେ । ସେହି ସବୁ ବ୍ୟାନର ଗୁଡିକ ବେଆଇନ ଭାବେ ଲଗା ଯାଇଥିଲା ।ତେବେ ମିଡିଆ ରିପୋର୍ଟସ ଅନୁସାରେ ସରକାରୀ ଜମିରୁ ନିର୍ବାଚନୀ ପ୍ରଚାର ବ୍ୟାନର ଉଚ୍ଛେଦ କରିବାକୁ ଯାଇ ଅତିରିକ୍ତ ତହସିଲଦାରଙ୍କ ଟିମ ହଟହଟା ହୋଇଛନ୍ତି ।

କଟକ ଜିଲ୍ଲା ସାଲେପୁର ବ୍ଲକ ମିର୍ଜାପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଜାଗାରୁ ବେଆଇନ ଭାବେ ଲଗାଯାଇଥିବା ବ୍ୟାନର ଚିରିବା ବେଳେ ଏକ ନିର୍ଦ୍ଦିଷ୍ଟ ଦଳ ସମର୍ଥିତ ପ୍ରାର୍ଥୀଙ୍କ ବ୍ୟାନର ଚିରା ଯାଇନଥିବା ଅଭିଯୋଗ କରି ସାଧାରଣ ଲୋକେ ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଘେରିଥିଲେ ।ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓଟି ବହୁଳ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନେ ଏହି ଘଟଣାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *