ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ରରେ ବିସ୍ତାରରେ କୁହାଯାଇଛି ଯେ, କେଉଁ ରାଶିର ବ୍ୟକ୍ତି କେଉଁ ରାଶିର ମହିଳା ମାନଙ୍କ ପାଇଁ ସଠିକ ଯୋଡି ହେବ । ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ନିଜ ରାଶି ଅନୁସାରେ ନିଜ ଜୀବନ ସାଥି ବାଛିବା ନିହାତି ଆବଶ୍ୟକ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କିଛି ରାଶି ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କ ସହ ବିବାହ କରିଲେ ଆପଣ ମାନଙ୍କର ଭାଗ୍ୟ ବଦଳିଯିବ । ବନ୍ଧୁଗଣ ଏହି ରାଶି ମାନେ ଆପଣ ମାନଙ୍କ ପାଇଁ ବହୁତ ଭାଗ୍ୟଶାଳୀ ଅଟନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ।
ମେଷ ରାଶି- ବନ୍ଧୁଗଣ ଯେଉଁ ବ୍ୟକ୍ତି ମାନଙ୍କର ମେଷ ରାଶି ଅଛି ସେମାନଙ୍କୁ ତୁଳା ରାଶିର ଜାତକ ମାନଙ୍କ ସହ ବିବାହ କରିବା ଉଚିତ । କାରଣ ଏହି ରାଶିର ଲୋକ ମାନେ ବହୁତ ଶୀଘ୍ର କ୍ରୋଧ କରିଥାନ୍ତି ଓ ଅନ୍ୟ ପକ୍ଷରେ ତୁଳା ରାଶିର ମଣିଷ ମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ତେଣୁ ଏହି ଦୁଇଟି ରାଶିଙ୍କୁ ପରସ୍ପର ସହ ବିବାହ କରିବା ଉଚତ ।
ବୃଷ ରାଶି- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବୃଷ ରାଶିର ବ୍ୟକ୍ତି ବିଶେଷ ମାନେ । ବୃଷ ରାଶି ମାନେ ବିଛା ରାଶିର ଜାତକ ସହ ବିବାହ କରିବା ଉଚିତ । ଏହି ଦୁଇଜଣଙ୍କ ସାମଞ୍ଜସ୍ୟ ବହୁତ ଭଲ ରହିବ ଯାହାଫଳରେ ଏମାନେ ନିଜ ଜୀବନରେ ବହୁତ ଉନ୍ନତି କରିବେ । ଏହା ବ୍ଯତୀତ ଏହି ରାଶି ଦୁଇଟି ପରସ୍ପର ପାଇଁ ବହୁତ ଭାଗ୍ୟଶାଳୀ ଅଟନ୍ତି ।
ମିଥୁନ ରାଶି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ମିଥୁନ ରାଶିର ବ୍ୟକ୍ତି ବିଶେଷ ମାନେ । ମିଥୁନ ରାଶିର ଜାତକ ମାନେ ସିଂହ ରାଶିର ଜାତକଙ୍କ ସହ ବିବାହ କରିବା ଉଚିତ । ଏହି ଦୁଇଟି ରାଶି ପରସ୍ପରକୁ ବହୁତ ଭଲ ଭାବରେ ବୁଝିପାରନ୍ତି ଓ ଏମାନଙ୍କ ମଧ୍ୟରେ କେବେହେଲେ କଳହ ଆଦି ଲାଗି ନଥାଏ । ଏହା ବ୍ଯତୀତ ଏହି ଦୁଇଟି ରାଶି ପରସ୍ପର ପାଇଁ ବହୁତ ଭାଗ୍ୟଶାଳୀ ଅଟନ୍ତି ।
କର୍କଟ ରାଶି- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି କର୍କଟ ରାଶିର ବ୍ୟକ୍ତି ବିଶେଷ ମାନେ । କର୍କଟ ରାଶିର ଜାତକ ମାନେ ଧନୁ ରାଶିର ଜାତକ ମାନଙ୍କୁ ବିବାହ କରିବା ଉଚିତ । ଏହି ଦୁଇଟି ରାଶି ପରସ୍ପର ପାଇଁ ବହୁତ ଭାଗ୍ୟଶାଳୀ ଅଟନ୍ତି । ଏହି ଦୁଇ ଜଣ ପରସ୍ପର ସହ ଆଜୀବନ ସମସ୍ତ ପରିସ୍ଥିତିରେ ରହିଥାନ୍ତି ।
ବିଛା ରାଶି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବିଛା ରାଶିର ବ୍ୟକ୍ତି ବିଶେଷ ମାନେ । ବିଛା ରାଶିର ଜାତକ ମାନେ ମୀନ ରାଶିର ଜାତକ ମାନଙ୍କ ସହ ବିବାହ କରିବା ଉଚିତ । ଏହି ଦୁଇଟି ରାଶିଙ୍କ ସ୍ଵଭାବ ପରସ୍ପର ସହ ବହୁତ ମିଶି ଥାଏ ଯାହାଫଳରେ ଏମାନଙ୍କୁ କେବେହେଲେ କୌଣସି ସ୍ଥାନରେ ଅସୁବିଧା ହୋଇନଥାଏ ।
ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ