ଦୁନିଆର ସବୁଠୁ ଦାମୀ ୪ ଟି ବିବାହ, ୩ ନମ୍ବର ବିବାହର ଖର୍ଚ୍ଚ କେତେ ଶୁଣିଲେ ଆପଣଙ୍କର ହୋସ ଉଡିଯିବ

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ ମାନଙ୍କ ପାଇଁ ବିବାହ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସାଧାରଣତଃ କେତେକ ଲୋକ ବିବାହ କରି ବହୁତ ଖୁସିରେ ରୁହନ୍ତି ତ ଅନ୍ୟ ପକ୍ଷରେ କେତେକ ଲୋକ ବିବାହ କରି ବହୁତ ଦୁଃଖରେ ରହିଥାନ୍ତି । ବନ୍ଧୁଗଣ ଲୋକମାନେ ନିଜ ବିବାହରେ କୋଟି କୋଟି ଟଙ୍କା ଖର୍ଚ କରିଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ବିବାହ ବିଷୟରେ କହିବାକୁ ଯାଉଛୁ ଯେଉଁଠି କୋଟି କୋଟି ଟଙ୍କା ଖର୍ଚ ହୋଇଛି । ଏହି ସବୁ ବିବାହ ଗୁଡିକ ସମଗ୍ର ପୃଥିବୀରେ ବହୁତ ଚର୍ଚାରେ ମଧ୍ୟ ରହିଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ବିବାହ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ଦୁନିଆର ସବୁଠାରୁ ମହଙ୍ଗା ବିବାହ । ଏହି ବିବାହଟି କଜକସ୍ଥାନରେ ହୋଇଥିଲା । କଜକସ୍ଥାନରେ ଅଏଲ ଟାଇକୁନ ନିଜ ପୁଅର ବିବାହରେ ୬ ହଜାର ୬୦୦ କୋଟି ଟଙ୍କା ଖର୍ଚ କରିଥିଲେ ।

ଏହି ବିବାହଟି ହେଉଛି ଦୁନିଆର ସବୁଠାରୁ ମହଙ୍ଗା ବିବାହ । କାଜାକସ୍ଥାନର ଅଏଲ ଟାଇକୁନ ମିଖାଇଲ ଗୁତସରିଏବ ହେଉଛନ୍ତି ୫୦ ହଜାର କୋଟି ଟଙ୍କାର ମାଲିକ । ତାଙ୍କ ପୁଅ ସେଡ଼ ଗୁତସରିଏବଙ୍କ ବିବାହ ଖାଦିଯାଙ୍କ ସହ ହୋଇଥିଲା ।

୨. ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛି ପ୍ରିୟାଙ୍କା ଚୋପଡା ଓ ନିକ ଜୋନସଙ୍କ ବିବାହ । ମିଡିଆ ରିପୋର୍ଟସ ଅନୁସାରେ ଏହି ବିବାହରେ ସଂପୂର୍ଣ୍ଣ ୧୦୦ କୋଟି ଟଙ୍କା ଖର୍ଚ ହୋଇଥିଲା । ଏହି ବିବାହର ରିସେପ୍ସନରେ କେବଳ ୩ କୋଟି ଟଙ୍କା ଖର୍ଚ ହୋଇଥିଲା । ଏହି ବିବାହଟି ବନ୍ଧୁଗଣ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଥିଲା । ଏହି ବିବାହଟି ମଧ୍ୟ ଏକ ମହଙ୍ଗା ବିବାହ ଅଟେ ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ଇଶା ଅମବାନୀ ଓ ଆନନ୍ଦ ପିରାମାଲଙ୍କ ବିବାହ । ଏହି ବିବାହଟି ଦୁନିଆର ସବୁଠାରୁ ମହଙ୍ଗା ବିବାହରେ ରହିଛି । ଏହି ବିବାହଟି ମୁମ୍ବାଇରେ ଥିବା ଅମବାନୀଙ୍କ ଘର ଏଣ୍ଟେଲିଆରେ ହୋଇଥିଲା । ବନ୍ଧୁଗଣ ଏହି ବିବାହରେ ୫୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ ହୋଇଥିଲା । ଏହି ବିବାହରେ ବଲିଉଡର ବଡ ବଡ ହସ୍ତୀ ମାନେ ଯୋଗ ଦେଇଥିଲେ । ଏହି ବିବାହଟି ହେଉଛି ଭାରତର ସବୁଠାରୁ ମହଙ୍ଗା ବିବାହ ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛି ବିଜନେସ ଟାଇକୁନ ଅରୁନ ନାୟର ଓ ଅଭିନେତ୍ରୀ ଏଲିଜାବେଥ ହର୍ଲିଙ୍କ ବିବାହ । ଏହି ଦୁଇଜଣଙ୍କ ବିବାହରେ ଦୁଇଟି ଦେଶର ଏକ ସୁନ୍ଦର ଝଲକ ଦେଖିବାକୁ ମିଳିଥିଲା । ଏହି ବିବାହଟି ୮ ଦିନ ପର୍ଯ୍ୟନ୍ତ ହୋଇଥିଲା । ଏହି ବିବାହରେ ମୋଟ ୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ ହୋଇଥିଲା । ଏହି ବିବାହଟି ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଥିଲା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *