ପାକିସ୍ତାନର 10 ଟି ଅଜବ ନିୟମ, ଯାହାକୁ ଦେଖିଲେ ଆପଣ କହିବେ ଭଲ ହେଇଛି ଆମେ ଭାରତରେ ଅଛୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ପାକିସ୍ତାନ ଦେଶରେ ଥିବା ୧୦ ଗୋଟି ଅଜବ ନିୟମ ସମ୍ବନ୍ଧରେ । ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏବଂ ଆପଣ ନିଜକୁ ଧନ୍ୟ ମନେ କରିବେ ଯେ, ଆପଣ ଜଣେ ଭାରତୀୟ ଅଟନ୍ତି । ଆପଣ ମାନେ ତ ଜାଣିଥିବେ ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବର୍ତ୍ତମାନ ତିକ୍ତତା ସୃଷ୍ଟି ହୋଇଛି ଏବଂ ଯୁଦ୍ଧ ହେବାର ମଧ୍ୟ ସମ୍ଭାବନା ରହିଛି । ଯଦିଓ ପାକିସ୍ତାନ ଭାରତ ସାମ୍ନା ରେ କିଛି ନୁହେଁ । ତେବେ ଆସନ୍ତୁ ଜାଣିବା ପାକିସ୍ତାନ ଦେଶରେ ଥିବା ସେହି ୧୦ ଗୋଟି ଅଜବ ନିୟମ ସମ୍ବନ୍ଧରେ । ଯାହାକୁ ଉଲ୍ଲଂଘନ କରିଲେ ଆପଣ ଅପରାଧୀ ସାଜନ୍ତି ଏବଂ ମୃତ୍ୟଦଣ୍ଡ ମଧ୍ୟ ମିଳିପାରେ ।

୧. ବନ୍ଧୁଗଣ ପ୍ରଥମ ନିୟମ ହେଲା, ଯଦି ଜଣେ ବ୍ୟକ୍ତି ଅନ୍ୟ କୌଣସି ବ୍ୟକ୍ତି ର ଫୋନ କୁ ବିନା ଅନୁମତି ରେ ଧରୁଛନ୍ତି ତେବେ ତାହା ଏକ ଅପରାଧ ଅଟେ ଏବଂ ଏଥିପାଇଁ ତାଙ୍କୁ ୬ ମାସ ଜେଲ୍ ଦଣ୍ଡ ହୋଇପାରେ ।

୨. ବନ୍ଧୁଗଣ ଦ୍ଵିତୀୟ ନିୟମ ହେଲା, ଯିଏ ବି ସେହି ଦେଶରେ ପାଠ ପଢ଼ିଥାଏ ତା’କୁ ଟ୍ୟାକ୍ସ ଦେବାକୁ ପଡ଼ିଥାଏ । ଅର୍ଥାତ ଯଦି କୌଣସି ବିଦ୍ୟାର୍ଥୀ ର ପାଠପଢ଼ା ରେ ୨ଲକ୍ଷ ରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି ତେବେ ସେ ଏହାର ୫ ପ୍ରତିଶତ ଟ୍ୟାକ୍ସ ଦେବ ।

୩. ବନ୍ଧୁଗଣ ତୃତୀୟ ନିୟମ ହେଲା, କୌଣସି ପାକିସ୍ତାନୀ ଇସ୍ରାଇଲ ଦେଶ ଯାଇ ପାରିବେ ନାହିଁ । କାରଣ ତାଙ୍କ ମତରେ ଏହା ଏକ ଦେଶ ନୁହେଁ ।

୪. ବନ୍ଧୁଗଣ ଚତୁର୍ଥ ନିଯମ ହେଲା, କୌଣସି ବ୍ୟକ୍ତି ପାକିସ୍ତାନ ର ପ୍ରଧାନମନ୍ତ୍ରୀ ଙ୍କୁ ବ୍ୟଙ୍ଗ କରି ପାରିବେ ନାହିଁ । ନଚେତ ଏହାର ଭୟଙ୍କର ଦଣ୍ଡ ମିଳିଥାଏ ।

୫. ବନ୍ଧୁଗଣ ପଞ୍ଚମ ନିୟମ ହେଲା, ବିବାହ ପୂର୍ବରୁ ପାକିସ୍ତାନ ରେ କୌଣସି ପୁଅ ଓ ଝିଅ ଏକାଠି ରହି ପାରିବେ ନାହିଁ । ଏହା ଅପରାଧ ଅଟେ ।

୬. ବନ୍ଧୁଗଣ ଷଷ୍ଠ ନିୟମ ହେଲା, ପାକିସ୍ତାନ ରେ ବର୍ଷର ଗୋଟିଏ ମାସ ବାହାର ଖାଦ୍ୟ ଖାଇବା ମନା । ରମଜାନ ମାସରେ ଏହା ଲାଗୁ ହୋଇଥାଏ ।

୭. ବନ୍ଧୁଗଣ ଷଷ୍ଠ ନିୟମ ହେଲା, ପାକିସ୍ତାନ ରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଭଳି ବଡ଼ ପଦବୀ ରେ ରହିବା ପାଇଁ ଅଶିକ୍ଷିତ ବ୍ୟକ୍ତି ମଧ୍ୟ ଚଳନୀୟ କିନ୍ତୁ ବିଦ୍ୟାଳୟ ରେ ଚପରାସି ହେବା ପାଇଁ ଶିକ୍ଷିତ ହେବା ଦରକାର ।

୮. ବନ୍ଧୁଗଣ ଅଷ୍ଟମ ନିୟମ ହେଲା, ପାକିସ୍ତାନ ରେ କୌଣସି ଆରବୀ ଶବ୍ଦ ର ଇଂରାଜୀ ଅନୁବାଦ ହୋଇ ପାରିବ ନାହିଁ ।

୯. ବନ୍ଧୁଗଣ ଅଷ୍ଟମ ନିୟମ ହେଲା, ପାକିସ୍ତାନ ରେ ଟ୍ରାନ୍ସ ଜେଣ୍ଡର ଆର୍ମି ରେ ଭର୍ତ୍ତି ହୋଇପାରିବେ ନାହିଁ । ଯଦିଓ ସେହି ଦେଶରେ ଏମାନଙ୍କ ସଂଖ୍ୟା ଅଧିକ ହୋଇଥାଏ ।

୧୦. ବନ୍ଧୁଗଣ ଦଶମ ଓ ଶେଷ ନିୟମ ହେଲା, ପାକିସ୍ତାନ ର କୌଣସି ବ୍ୟକ୍ତି ଅନାବଶ୍ୟକ ମେସେଜ ପଠାଇ ପାରିବେ ନାହିଁ । ଏହା ଏକ ଅପରାଧ ଅଟେ ଏବଂ ଯେଉଁ ବ୍ୟକ୍ତି ଏହି ନିୟମ ର ଉଲ୍ଲଂଘନ କରିଥାଏ, ତା’କୁ ୧୦ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡ଼ିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *