ପାକିସ୍ତାନରେ ବି ଶୁଭୁଛି କାଳିଆର ନାମ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଆସିଛନ୍ତି ଧାଇଁ, ଦେଖନ୍ତୁ କଣ କହୁଛନ୍ତି ସେମାନେ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପାକିସ୍ତାନରେ ବି ଶୁଭୁଛି କାଳିଆର ନାମ । ତେବେ ସେଥିପାଇଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ପାକିସ୍ତାନ ଭକ୍ତ ଆସିଛନ୍ତି । ହଁ ବନ୍ଧୁଗଣ ସୂଚନା ମୁତାବକ ପାକିସ୍ତାନର କରଚୀରୁ କେତେକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କର ଦର୍ଶନ ପାଇଁ ପୁରୀର ଜଗନାଥ ମନ୍ଦିରକୁ ଆସିଛନ୍ତି । ତେବେ ତାଙ୍କର କହିବା ଅନୁସାରେ ପାକିସ୍ତାନର କରାଚୀ ଠାରେ ମଧ୍ୟ ପ୍ରଭୁ ଜଗନାଥଙ୍କୁ ପୂଜା ଅର୍ଚନା କରାଯାଉଛି ।

ସେଠାରେ ମଧ୍ୟ ଓଡିଶା ପରି ବହୁତ ଆଡମ୍ବର ସହକାରେ ରଥ ଯାତ୍ରା ପାଳନ କରାଯାଉଛି । ତେବେ ସେହି ପ୍ରଭୁ ଜଗନାଥଙ୍କର ଭାବନାରେ ପାକିସ୍ତାନରୁ ଟାଣି ହୋଇ ଭାରତର ଶ୍ରୀକ୍ଷେତ୍ରକୁ ଶ୍ରଦ୍ଧାଳୁ ମାନେ ଟାଣି ହୋଇ ଆସିଯାଇଛନ୍ତି । ତେବେ ଜଗନ୍ନାଥ ହେଉଛନ୍ତି ସାରା ଜଗତର ନାଥ ଜଗନାଥ । ତେଣୁ ଖାଲି ଭାରତ କାହିଁକି ସାରା ବିଶ୍ଵବ୍ୟାପୀ ଜଗନାଥଙ୍କର ନୀଳା ଲାଗିଛି ।

ତେଣୁ ସେହି ସବୁ ଭାବନାର ଡୋରୀରେ ଏହି ସାଧାରଣ ମନୁଷ୍ୟ ବାନ୍ଧି ହୋଇ କିଏ କୋଉ ଜାଗାରୁ ଜଗନ୍ନାଥଙ୍କ ଧାମକୁ ଆସି ମହାପ୍ରଭୁଙ୍କର ଦର୍ଶନ କରିବା ପାଇଁ ଆସୁଛନ୍ତି । ତେବେ କଥାରେ ଅଛି ଯେତେବେଳେ ଜଗନାଥଙ୍କର ଡୋରୀ ଲାଗିଥାଏ । ତେବେ ଭକ୍ତ ଯେତେ ଦୂରରେ ଥିଲେ ମଧ୍ୟ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଧାଇଁଆସିଥାଏ । ନଚେତ କାଳିଆର ଡୋରୀ ନଲାଗିଲେ ମନ୍ଦିର ପାଖକୁ ଆସି ମଧ୍ୟ ଜଗନ୍ନାଥଙ୍କର ଦର୍ଶନ ହୋଇପାରିନଥାଏ । ତେବେ ଏହା ସବୁ ଯାହା ବି ହେଉଛି ।

ଏହା ସବୁ ହେଉଛି ସେହି କାଳିଆର ନୀଳା । ଯାହାଙ୍କ ଦର୍ଶନ ପାଇଁ ସମଗ୍ର ବିଶ୍ଵବ୍ୟାପୀ ଭକ୍ତ ପାଗଳ ହୋଇଯାଉଛନ୍ତି । ସେହି କାଳିଆ ଡୋରୀର ଭାବ ପାକିସ୍ତାନର କରାଚୀର ଏହି ଶ୍ରଦ୍ଧାଳୁଙ୍କ ଉପରେ ଲାଗିଛି । ହେଲେ ଏମାନେ ପାକିସ୍ତାନରେ ରହୁଛନ୍ତି ସତ କିନ୍ତୁ ଏମାନେ ହେଉଛନ୍ତି ହିନ୍ଦୁ । ତେଣୁ ସେମାନେ ଶ୍ରୀକ୍ଷେତ୍ର ଧାମକୁ ଆସି ଭଗବାନ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ତେବେ ସେମାନଙ୍କର କହିବା ଅନୁଯାଇ ସେମାନେ ଏଠାକୁ ଆସି ମହାପ୍ରଭୁଙ୍କର ଦର୍ଶନ କରି ବହୁତ ଆନନ୍ଦିତ ହୋଇଛନ୍ତି ।

ତେବେ ପାକିସ୍ତାନରେ ମଧ୍ୟ ମହାପ୍ରଭୁଙ୍କୁ ଭଲ ପାଉଥିବା ଅନେକ ଶ୍ରଦ୍ଧାଳୁ ହିନ୍ଦୁ ଭକ୍ତ ରହିଛନ୍ତି । ତେବେ ଶ୍ରୀକ୍ଷେତ୍ରକୁ ଆସି ମହାପ୍ରଭୁଙ୍କର ଦିବ୍ୟ ଦର୍ଶନ କରି ମନ ଓ ପ୍ରାଣ ପବିତ୍ର ହୋଇଗଲା ବୋଲି ପାକିସ୍ତାନରୁ ଆସିଥିବା ଭକ୍ତମାନେ କହିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ କରିବା ସହିତ ନିଜର ମତାମତ କମେଣ୍ଟ ଦ୍ଵାରା ଜଣାଇବା ସହ  ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *