ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! କୁଆଁରୀ ଝିଅ ମାନେ ବ୍ରା ଖୋଲି ଏଠାରେ କରନ୍ତି ମନସ୍କାମନା ! ଏହି ସବୁ Pics ନ ଦେଖିଲେ ଆପଣ ବି ବିଶ୍ଵାସ କରି ପାରିବେନି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆରେ ସବୁ ଲୋକ ହସଖୁସିରେ ରହିବା ପାଇଁ ମନ କରିଥାନ୍ତି । ସେଥିପାଇଁ ସେ ଭଗବାନଙ୍କ ନିକଟରେ ସବୁବେଳେ ନିଜର ଜରୁରୀ ମନସ୍କାମନା ପୂରଣ କରିବା ପାଇଁ ପ୍ରାଥନା କରିଥାନ୍ତି । ତେବେ ଦୁନିଆର କୋଣ ଅନୁକୋଣରେ ବହୁତ ଗୁଡିଏ ଅଞ୍ଚଳରେ ବହୁତ କିଛି ଭିନ୍ନ ଭିନ୍ନ କିସମର ପ୍ରଥା ଦେଖିବାକୁ ତଥା ଶୁଣିବାକୁ ମିଳିଥାଏ । ତେବେ ନିଜ ନିଜ ଅଞ୍ଚଳର ପ୍ରଥା ଓ ପରମ୍ପରା ନେଇ ଲୋକ ମାନେ ସେହି ପ୍ରଥାକୁ ବିଶ୍ବାସ କରିବା ସହିତ ନିଜର ତାହାକୁ ମଧ୍ୟ ମାନିଥାନ୍ତି ।

ତେବେ ଏପରି ମଧ୍ୟ ଏକ ଅଞ୍ଚଳ ରହିଛି । ଯେଉଁଠାରେ କି ଝିଅମାନେ ନିଜର ବ୍ରା ବା ଅନ୍ତବସ୍ତ୍ର ଓହ୍ଲାଇ ନିଜର ମନସ୍ଥ ଇଛାକୁ ପୂରଣ କରିବା ପାଇଁ ସେଠାକୁ ଯାଇଥାନ୍ତି । ତେବେ ଏହା ଶୁଣି ଆପଣଙ୍କୁ ନିହାତି ଭାବରେ ଆଶ୍ଚର୍ଯ୍ୟ ଲାଗିଥାଇପାରେ । ହେଲେ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ପରମ୍ପରା ଦେଖିବାକୁ ମିଳିଥାଏ । ତେବେ ଏହି ପ୍ରଥା ନ୍ୟୁଜିଲାଣ୍ଡରେ ସେଣ୍ଟ୍ରାଲ ଓଟାଗୋ କାର୍ଡୋନା ଅଞ୍ଚଳରେ ଦେଖିବାକୁ ମିଳିଥାଏ ।

ଏହି ପ୍ରଥାକୁ କେବଳ କୁଆଁରୀ ଝିଅ ମାନେ ହିଁ ନିଜର ବ୍ରା ଖୋଲି ନିଜର ମନସ୍କାମନା ଜଣାଇଥାନ୍ତି । ସେଠାରେ ଏକ ରସି ଟଙ୍ଗା ଯାଇଥାଏ । ଯେଉଁ ଝିଅ ମାନେ ସେଠାକୁ ଯାଇଥାନ୍ତି । ସେମାନେ ନିଜର ପିନ୍ଧିଥିବା ବ୍ରାକୁ ଖୋଲି ସେଠାରେ ମନସ୍ଥ କରିଥିବା ଇଛାକୁ ମନେ ମନେ କହିଥାନ୍ତି ।

ତାପରେ ସେହି ବ୍ରା କୁ ସେହି ବନ୍ଧା ହୋଇଥିବା ରସି ଉପରେ ଟାଙ୍ଗୀ ଦେଇଯାଇଥାନ୍ତି । ତେବେ ପ୍ରାୟତଃ କୁଆଁରୀ ଝିଅଙ୍କର କହିବା ଅନୁସାରେ ନିଜର ମନ ପସନ୍ଦର ଜୀବନ ସାଥିକୁ ପାଇବା ପାଇଁ ଏକଇ ପ୍ରଥାଟି ରହିଥାଏ । ସେହି ଜାଗାକୁ ଯାଇ ଝିଅ ମାନେ ଏହି ପ୍ରଥାକୁ ପାଳନ କରିବା ଦ୍ଵାରା ତାଙ୍କ ମନପସନ୍ଦର ଜୀବନସାଥିକୁ ସେ ବହୁତ ଶୀଘ୍ର ପାଇଯାଇଥାନ୍ତି ।

ତେବେ ଏହି ପ୍ରଥା କେବେ ଠାରୁ ଆରମ୍ଭ ହୋଇଛି । ତାହା ତ ଠିକ ଭାବରେ କାହାକୁ ଜଣାନାହିଁ । ତଥାପି ସେଠାକାର ଲୋକଙ୍କର କହିବା ଅନୁସାରେ ୧୯୯୯ ମସିହାରେ ଏକ ରସି ଉପରେ ୩ ରୁ ୪ ଟି ବ୍ରା ଟଙ୍ଗା ଯାଇଥିଲା । ତାପରେ ପରେ କୁମାରୀ ଝିଅ ମାନେ ସେଠାକୁ ଯାଇ ବ୍ରା ଖୋଲି ମନସ୍କାମନା ମାଗିବାର ପ୍ରଥା ଚଳିଆସିଛି ।

ତେବେ ବହୁ ଝିଅ ଏଠାକୁ ଆସି ଏହି ପ୍ରଥାକୁ କରିବା ଦ୍ଵାରା ନିଜ ନିଜ ଜୀବନସାଥିକୁ ପାଇବାରେ ସକ୍ଷମ ମଧ୍ୟ ହୋଇପାରିଛନ୍ତି । ତେବେ ସେବେ ଠାରୁ ଆଜି ପର୍ଯ୍ୟନ୍ତ ବ୍ରା ଖୋଲି ମନସ୍କାମନା ପୂରଣ କରିବାର ପରମ୍ପରା ଚାଲିଆସିଛି । ଯଦି ଏହି ପୋଷ୍ଟଟି ଭଲ ଆପଣ ମାନଙ୍କୁ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ। ଧନ୍ୟବାଦ

Leave a Reply

Your email address will not be published. Required fields are marked *