କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ସବୁଠୁ ବଡ ସୁରାଗ ! ପାଇଖାନା ପ୍ୟାନରେ କଣ ପକାଇ Gopal Das କରିଥିଲା ଫ୍ଲସ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ୟାନରେ ସବୁ କିଛି ଗୁମର ତଥ୍ୟ ଫ୍ଲସ କରିଦେଇଥିଲା ଗୋପାଳ । ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ମନ୍ତ୍ରୀ ନବ ଦାସଙ୍କୁ guli mada କରି htya କରିଥିବା ଅଭିଯୁକ୍ତ ଗୋପାଳ ଦାସ । ତେବେ ବର୍ତ୍ତମାନ ସମୟରେ ଏଭଳି କିଛି ଖବର ଆସି ପହଞ୍ଚିଛି । ତେବେ ନିକଟ ଅତୀତରେ ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ଦାସ guli mada କରିଥିଲେ । ମନ୍ତ୍ରୀଙ୍କୁ guli ମ-ଆରିବା ତଥା htya କରିବା ଅଭିଯୋଗରେ ଝାରସୁଗୁଡା ବନ୍ଦର ଥାନାରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ କାବୁ କରି ସେଠାରେ ରଖା ଯାଇଥିଲା ।

ତେବେ ସେଠାରେ ଗୋପାଳ ଦାସଙ୍କୁ ରଖିବା ସହିତ କ୍ରଆ ଇମ ବ୍ରାଞ୍ଚ ଟିମ ମନ୍ତ୍ରୀ ନବ ଦାସଙ୍କର htya ସମ୍ପର୍କିତ ତଥ୍ୟ ତନାଘନା କରି ବୁଝିବା ଆରମ୍ଭ କରିଦେଇଛି । ତେବେ ଏହାରି ଭିତରେ ଏପରି କିଛି ତଥ୍ୟ ସାମ୍ନାକୁ ଆସିଛି । ଯେଉଁଠାରେ କି ନବ ଦାସଙ୍କୁ guli mada କରି ତାଙ୍କୁ htya କରିବାର ପ୍ରିପ୍ଲାନିଂ ଯୋଜନା କାଗଜ ପତ୍ର ସବୁ କିଛି ଗୋପାଳ ଦାସଙ୍କ ପାଖରେ ରହିଥିଲା ।

ଯେଉଁଥିରେ କି କେଉଁ କାରଣରୁ ଗୋପାଳ ମନ୍ତ୍ରୀ ନବ ଦାସଙ୍କ ଉପରେ ଆକ୍ର-ଅମଣ କରିଛି ତାହା ବିଷୟରେ ହୁଏତ ଲେଖା ହୋଇଥାଏ ବୋଲି କ୍ରଆ ଇମ ବ୍ରାଞ୍ଚ ସନ୍ଦେହ କରୁଛି । ତେବେ ସେହି ସବୁ ତଥ୍ୟକୁ ନଷ୍ଟ କରିଦେବାକୁ ଅଭିଯୁକ୍ତ ଗୋପାଳ ଦାସ ସଂପୂର୍ଣ୍ଣ ରୂପେ ପ୍ରୟାସ କରିଥିଲା । ତେବେ ଯାହାକି ବହୁ ମାତ୍ରରେ ସଫଳ ହୋଇପାରିନହିଁ । ତେବେ ଟୟଲେଟ ଯିବା ବାହାନାରେ ଚାଲାକ କରି ଗୋପାଳ ସବୁ ତଥ୍ୟକୁ ପାଇଖାନାର ପ୍ୟାନରେ ସମସ୍ତ htya ସମ୍ପର୍କିତ ତଥ୍ୟକୁ ଫ୍ଲସ କରିଦେଇଛି ।

ତେବେ ଏପରି କିଛି କ୍ରଆ ଇମ ବ୍ରାଞ୍ଚ ର୍ସୁରାଗ ପାଇଲା ପରେ ସେହି ପ୍ୟାନକୁ ଖୋଲି ତଥ୍ୟ ଖୋଜିବାରେ ଟିମ ଲାଗି ପଡିଛନ୍ତି । ତେବେ ଏଥି ପାଇଁ ସେହି ମିଳିଥିବା ତଥ୍ୟ ଉପରେ କଡା ଖୋଳଟାଡ କରିବା କ୍ରଆ ଇମ ବ୍ରାଞ୍ଚ ଆରମ୍ଭ କରିଦେଇଛି । କାରଣ ସେହି ତଥ୍ୟ ଆଧାରରେ ହିଁ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀଙ୍କୁ htya କରିବା ପଛରେ ମୂଳ ଉଦ୍ଧେଶ୍ୟ କାହାର ରହିଥିଲା । ତାହା ସାମ୍ନାକୁ ଆସିଯିବ ।

ଏହା ସହିତ ସେହି ତଥ୍ୟ ଆଧାରରେ ହିଁ ମନ୍ତ୍ରୀ ନବ ଦାସଙ୍କର ଷଡ-ଅଯନ୍ତ୍ରକାରୀ htya ଉପରୁ ପରଦା ଖୋଲିଯିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ଅଧିକ ତଥ୍ୟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *