ଲୋକପ୍ରିୟ କଣ୍ଠଶିଳ୍ପୀ Human Sagar ଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଲେ Mr Gulua, କଣ କହିଲେ ଶୁଣନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାର ବହୁ ଜଣାଶୁଣା କମେଡିଆନ ଘରେ ଘରେ ବହୁ ପରିଚିତ ଗୁଲୁଆ । ଜିଏକି ନିଜ କମେଡିର ଛୁଙ୍କରେ ସାରା ଓଡିଶାର କମେଡିପ୍ରିୟ ଲୋକଙ୍କୁ ବାନ୍ଧି ରଖିପାରିଛନ୍ତି । ତେବେ ସୁପରସିଙ୍ଗର ତଥା ସୁନାମଧନ୍ୟ ହ୍ୟୁମାନ ସାଗରଙ୍କ ନାମରେ ଗୁଲୁଆ ଅଭିଯୋଗ ଆଣିଛନ୍ତି । ତେବେ ଗୁଲୁଆ ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ପ୍ରସ୍ତୁତ କରି ଦର୍ଶକଙ୍କୁ ଏହା ଜଣାଇଛନ୍ତି ।

ଯେ ମୁଁ ଗୁଲୁଆ ଯାହାକୁ ଲୋକ ସବୁବେଳେ କମେଡି କରୁଥିବା ରୂପରେ ଦେଖି ଆସିଛନ୍ତି । ତେବେ ମୁଁ ଆଜି କମେଡି କରୁନାହିଁ । ଏଠାରେ ଏକ କଥାର ଖୁଲାସା କରିବାକୁ ଚାହୁଁଛି । ଯାହାକି ମୁଁ ସିଙ୍ଗର ହ୍ୟୁମାନଙ୍କ ନାମରେ ଅଭିଯୋଗ ଆଣି କହୁଛି । ତେବେ ଗତ କିଛି ଦିନ ନିଆଳୀ ମହୋତ୍ସଭରେ ଗୁଲୁଆଙ୍କୁ କମେଡି କରିବା ପାଇଁ କାର୍ଯ୍ୟକ୍ରମକୁ ଡକା ଯାଇଥିଲା ।

ତେବେ ସେହି ଉତ୍ସଭକୁ ସେହି ଦିନ ହିଁ ହ୍ୟୁମାନ ସାଗର ଓ ହ୍ୟୁମାନଙ୍କର ଟିମକୁ ମଧ୍ୟ ନିଆଳୀ ଉତ୍ସବକୁ ସ୍ଟେଜ ପ୍ରୋଗ୍ରାମ ପାଇଁ ଡକା ଯାଇଥିଲା । ତେବେ ଗୁଲୁଆ ମହୋତ୍ସବରେ ପହଞ୍ଚିଲା ପରେ ଜାଣିବାକୁ ପାଇଲେ । ଏହା କି ଯେ ସେଠାରେ ଉପସ୍ଥିତ ଥିବା ତଥା କାର୍ଯ୍ୟକ୍ରମର ବୁଝାବୁଝି କରୁଥିବା କିଛି ଲୋକ ଗୁଲୁଆଙ୍କୁ କହିଲେ । ଆପଣଙ୍କ ସାଥିରେ ହ୍ୟୁମାନ ସାଗରଙ୍କର କିଛି ଝଗଡା ହୋଇଛି ।

ତେବେ ଗୁଲୁଆ କହିଥିଲେ ନା ସେପରି କୌଣସି ପ୍ରକାର ମଧ୍ୟ ହ୍ୟୁମାନ ଭାଇଙ୍କ ସହିତ ମୋର କଳହ ଲାଗିନହିଁ । ତେବେ ଏହି କଥା ପରେ ସେଠାରେ ଥିବା ଲୋକ ଗୁଲୁଆଙ୍କୁ କହିଥିଲେ । ହ୍ୟୁମାନ ଭାଇଙ୍କ ଟିମ ଲୋକ କହୁଛନ୍ତି । ଗୁଲୁଆ କମେଡି କରିବାକୁ ଗଲେ ଆମେ ଯିବୁନାହିଁ କି ଆମେ ଗଲେ ଗୁଲୁଆ କମେଡି କରିବାକୁ ଯାଇପାରିବେ ନାହିଁ । ତେବେ ଏହି କଥା ଶୁଣି ଗୁଲୁଆ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ତେବେ ସେ ସିଙ୍ଗର ହ୍ୟୁମାନଙ୍କ ବିରୁଦ୍ଧରେ ଅଭିଯୋଗ ଆଣି କହିଛନ୍ତି । କାହାର ଜୀବିକା ତଥା ଜୀବନ ଛଡାଇବାର କାହାର ମଧ୍ୟ ଅଧିକାର ନାହିଁ । ମୋତେ ନିମନ୍ତ୍ରଣ କରାଯିବ ମୁଁ ସ୍ଟେଜ ପ୍ରୋଗ୍ରାମ କରିବି । ତେବେ ଏପରି ଭାବରେ ଆମେ ରହିଲେ ସିଏ ରହିବେନି କି ସେ ରହିଲେ ଆମେ ରହିବୁନି କହିବାର ମାନେ ଏଠାରେ କଣ ବୋଲି କହି ହ୍ୟୁମାନଙ୍କ ନାମରେ ଆଲିଗେସନ ଲଗାଇ ସୋସିଆଲ ମିଡିଆରେ ନିଜର ବାର୍ତ୍ତା ପ୍ରକାଶ କରିଛନ୍ତି ।

ତେବେ ସତରେ ଯଦି ହ୍ୟୁମାନ କାହାର ଜୀବିକା ଛଡାଇବ ପାଇଁ ଚେଷ୍ଟା କରିଥାନ୍ତି । ତେବେ ତାଙ୍କୁ ଭଗବାନ କେବେ ବି କ୍ଷମା କରିବେ ନାହିଁ ବୋଲି ଗୁଲୁଆ କହିଛନ୍ତି । ଯଦି ଏହି ପୋଷ୍ଟତି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *