ପଡୋଶୀ ଭାଇ ସହ ମାମୁଁ ଘରକୁ ଯାଉଥିଲେ ନାବାଳିକା, ଅଧା ବାଟରେ ଘଟିଲା… ଛାତି ଥରା କାହାଣୀ!

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ କଳା ରାତିରେ ରାକ୍ଷସ ପାଲଟିଲା ମଣିଷ , ବ୍ରିଜ ତଳେ 2 ଘଣ୍ଟା ସଙ୍ଗର୍ଷ କଲା ନାବାଳିକା ।  ହଁ ଦର୍ଶକବନ୍ଧୁ ଏହି ଘଟଣାକୁ ଶୁଣିଲେ ଆପଣଙ୍କ ଛାତି ଦହୋଲି ଉଠିବ । ଆପଣଙ୍କ ଆଖିରୁ ଲୁହ ଆପେ ଆପେ ଗଡିବ  କାରଣ ଏହି ଘଟଣା ବାବଦରେ ଶୁଣିଲା ପରେ ଲୁହ ନ ଆସି ରହିବ ନାହିଁ । ଏଭଳି  ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରଜିଲ୍ଲା ନସିପୁରା ଥାନା ଅନ୍ତର୍ଗତ ମୁରାବାଲି ଅଞ୍ଚଳର ।

ତେବେ ନାବାଳିକା ଜଣକ ତାମିଲଲାଡୁରେ କାମ କରନ୍ତି ମାତ୍ର ଛୁଟିରେ ଗାଁ କୁ ଆସୁଛି ।  ନାବାଳିକାଙ୍କ ଇଛା ଥିଲା କି ମାମୁଁ ଘରକୁ ବୁଲିବାକୁ ଯିବେ  ।ତେଣୁ ସେ ଭରିଥିଲେ କିନ୍ତୁ  ନାବାଳିକା ମାମୁଁ ଘରକୁ ପହଞ୍ଚିପାରିଲେ ନାହିଁ ବାଟରେ ଘଟିଲା ଏଭଳି ଘଟଣା ଯାହା ବର୍ଣ୍ଣନା କରିବା ମଧ୍ୟ କଷ୍ଟକର । ଏହି ନାବାଳିକା ଆଖି ବୁଝିବା ପୂର୍ବରୁ ଯେଉଁଭଳି କଷ୍ଟ ପାଇଛନ୍ତି ତାହାକୁ ଶୁଣିଲେ ଛାତି ଥରି ଉଠିବ ।

ତେବେ ସୂଚନା ଅନୁଯାୟୀ ନାବାଳିକା ପଡୋଶୀ ଭାଇ ବୁପୁନଙ୍କ ସହ ମାମୁଁ ଘରକୁ ଯିବା ପାଇଁ ବାହାରିଥିଲେ । ଗାଡିରେ ଯାଉଥିବା ବେଳେ  ଅଭିଯୁକ୍ତ ବୁପୁନ ମଝି ବାଟରେ ଗାଡିକୁ ଅଟକାଇ ବ୍ରିଜ ତଳକୁ ନେଇକି ଯାଇଥିଲା । ଏହା ପରେ ନାବାଳିକାଙ୍କ ମୁଣ୍ଡକୁ ସପ୍ତ ଧକା ଦେଲା ତା ‘ ପରେ ପୁରା ଦୁଇ ଘଣ୍ଟା ନାବାଳିକା ସହ ଦୁ-ଷ୍କ-ର୍ମ  କରିଥିଲା ।

ଏଥିକିରେ ଅଭିଯୁକ୍ତର ମନ ଭରିଲା ନାହିଁ ତେଣୁ ସେ ନାବାଳିକାକୁ ଜୀବନରୁ ମାରିଦେଇଥିଲା ।  ଅଭିଯୁକ୍ତ ବିପୁନ ଏବେ ନିଜେ ସବୁ ସତ ମାନିଯାଇଛି ଏବଂ ପୋଲିସକୁ କିପରି ନାବାଳିକାକୁ ମାରିଲା ସଂପୂର୍ଣ୍ଣ କଥା ବଖାଣୁଛି । ଯେ କିପରି ବ୍ରିଜ ତଳକୁ ନେଇକି ଯାଇଥିଲା ଏବଂ କେତେକ ସମୟ ଦୁଷ୍କର୍ମ କରିଛି କହୁଛି । ତେବେ ନାବାଳିକାଙ୍କ ଘରେ ଲୋକେ ଏହି ଖବର ଶୁଣିବା ପରେ ଲ୍ଲୋତ ଲୋଟ କରି କାନ୍ଦି ଫାଟି ପଡ଼ୁଛନ୍ତି ।

କେତେକ ଯନ୍ତ୍ରଣାକୁ ସହ୍ୟ କରି ଆଖି ବୁଝିଛନ୍ତି ନାବାଳିକା ତେଣୁ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି । ତେବେ ଆଗକୁ ଦେଖିବା ପୋଲିସ ଅଭୁଯୁକ୍ତଙ୍କୁ କି ଦଣ୍ଡ ଦେଉଛନ୍ତି ବୋଲି । ଏହି ଖବର ସମ୍ପର୍କରେ ଆଗକୁ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ଓ ଆପଣଙ୍କ ମତ କଣ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *