ସାମ୍ନାକୁ ଆସିଲା ସାଂଘାତିକ ସତ୍ୟ ! ପଡୋଶୀ ଭାଇ ଗାଡି ଅଟକାଇ ଯାହା କରିଲା, ଆଉ ମଲାପରେ ବି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜଲ୍ହାଦ ମଣିଷ ଶବ ସହ ବିତେଇଲା ୨ ଘଣ୍ଟା ! ଖବର ମୁତାବିକ ନିକଟ ଅତୀତରେ ରଶ୍ମିତା ନାମକ ଏକ ନାବାଳିକା ଯୁବତୀ ସହ ବ୍ରିଜ ତଳେ ଯାହା ଘଟିଯାଇଥିଲା ତାହା ସ୍ଥାନୀୟ ଏରିଆରେ ଚର୍ଚା ଖେଳିଯାଇଥିଲା । ତେବେ ଏବେ ସେହି କାହାଣୀର ଅଭିଯୁକ୍ତ ପୁପୁନ ସବୁ କିଛି ସତ ପୋଲିସ ଆଗରେ ଗୋଟି ଗୋଟି କରି କହିଥିଲା । ହଁ ବନ୍ଧୁଗଣ ଏକ ନାବାଳିକା ଯୁବତୀ ରଶ୍ମିତା ନିଜ ମାମୁଁ ଘରକୁ ନିଜର ପଡୋଶୀ ପୁଅ ଭାଇ ପୁପୁନ ସହ ଯାଇଥିଲା ।

ହେଲେ ମାମୁଁ ଘରେ ପହଞ୍ଚିବା ପୂର୍ବରୁ ନାବାଳିକାଙ୍କ ସହ ଏପରି କିଛି ଘଟିଯିବ । ସେ କେବେ ସ୍ଵପ୍ନରେ ସୁଦ୍ଧା ଭାବିନଥିଲେ । ତେବେ ଯେତେବେଳେ ପୁପୁନ ଗାଡିରେ ବସି ରଶ୍ମିତା ଯାଉଥିଲା । ସେତେବେଳେ ପୁପୁନ ମୁଣ୍ଡକୁ କ’ ଣ କେଜାଣି ଜୁଟିଥିଲା । ତାପରେ ପୁପୁନ ଅଧା ରାସ୍ତାରେ ରଶ୍ମିତାକୁ ଗାଡିରୁ ଓହ୍ଲାଇ ନିଜେ ମଧ୍ୟ ଗାଡିରୁ ଓହ୍ଲାଇ ପଡିଥିଲା । ଏହାପରେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ପୁପୁନ ରଶ୍ମିତାକୁ ବ୍ରିଜ ତଳ ଏରିଆକୁ ନେଇଆସିଥିଲା ।

ଆଉ ତାପରେ ରଶ୍ମିତା ସହ ଖରାପ ସମ୍ପର୍କ ରଖିବାକୁ ପୁପୁନ ରଶ୍ମିତାକୁ ବାଧ୍ୟ କରିଥିଲା । ହେଲେ ରଶ୍ମିତା ଏହାକୁ ପ୍ରତିବାଦ କରିବାରୁ ପୁପୁନ ଭୀଷଣ ରାଗିଯାଇଥିଲା । ଆଉ ତାପରେ ଘଟାଇ ବସିଥିଲା ଏଭଳି ଏକ ଜଘନ୍ୟ କାଣ୍ଡ । ଯାହାକୁ ଶୁଣିଲେ ଆପଣଙ୍କ ଛାତି ମଧ୍ୟ ଥରି ଉଠିବ । ତେବେ ପ୍ରଥମେ ଏକ ପଥର ଦ୍ଵାରା ରଶ୍ମିତାର ମୁଣ୍ଡକୁ ପୁପୁନ ଛେଚିଦେଇଥିଲା । ଯାହା ଦ୍ଵାରା ରଶ୍ମିତାଙ୍କ ଘଟଣା ସ୍ତଳରେ ମୃ-ତ୍ୟୁ ଘଟିଯାଇଥିଲା ।

ଏହାପରେ ରଶ୍ମିତାଙ୍କର ସେହି ଶବକୁ ଉଲଗ୍ନ କରି ପୁପୁନ ଦୀର୍ଘ ୨ ଘଣ୍ଟା ଧରି ଦୁଷ୍କର୍ମ କରିଥିଲା । ଜଣେ ମଣିଷ ନିଜର ମାନବିକତା ଭୁଲି ଏତେ ତଳକୁ ଖସିଯାଇଥାଏ । ଏହି ଜଲ୍ହାଦ ପୁପୁନ ସ୍ପଷ୍ଠ କରିଦେଅଛି । ତେବେ ରଶ୍ମିତାଙ୍କ ଘର ଲୋକେ ତଥା ସ୍ଥାନୀୟ ଲୋକେ ଉକ୍ତ ଅଭିଯୁକ୍ତକୁ ଫାଶୀ ଦଣ୍ଡ ମିଳୁ ବୋଲି ଦାବୀ କରିଛନ୍ତି ।

ତେବେ ଉକ୍ତ ଅଭିଯୁକ୍ତ ପୁପୁନକୁ କେବେ ଉଚିତ କଠୋର ଦଣ୍ଡ ମିଳିବ ତାହା ଦେଖିବାକୁ ବାକି ରହିଲା । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ଲାଗି ଆମ ସହ ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।ଧନ୍ୟବାଦ

Leave a Reply

Your email address will not be published. Required fields are marked *